ମହଙ୍ଗା ହେବ ଇଲେକ୍ଟ୍ରୋନିକ୍ ସାମଗ୍ରୀ, ଏହି ସବୁ ଆଇଟମରେ ବଢ଼ିବ ଦର

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର) ମୋବାଇଲ୍ ଫୋନ୍, ଏସି, ଫ୍ରିଜ୍, ୱାଶିଂ ମେଶିନ୍ ଭଳି କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ ଆଇଟମ ମହଙ୍ଗା ହେବ। ଖାଲି ସେତିକି ନୁହେଁ ସୁନା ଗହଣା, ସାନିଟାରି ପ୍ରଡକ୍ଟ ଏବଂ ପ୍ଲାଷ୍ଟିକରେ ତିଆରି ଉପକରଣ ସବୁ କିଣିବାକୁ ଏବେ ଗ୍ରାହକଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଦର ଏଥିପାଇଁ ବଢ଼ିବ ଯେ, ସରକାର ଏଥିରେ ଲାଗୁ ହେଉଥିବା ଆମଦାନୀ ଶୁଳ୍କକୁ ଆଜି ବଢ଼ାଇ ଦେଇଛନ୍ତି। ସେପ୍ଟେମ୍ବର ୨୭ରେ ସରକାର ପ୍ରାୟ ୧୯ଟି ଆଇଟମ୍‌ରେ ଉତ୍ପାଦ ଶୁଳ୍କ ବଢ଼ାଇଥିବା […]

t

t

Hemant Lenka
  • Published: Friday, 12 October 2018
  • Updated: 12 October 2018, 10:16 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର) ମୋବାଇଲ୍ ଫୋନ୍, ଏସି, ଫ୍ରିଜ୍, ୱାଶିଂ ମେଶିନ୍ ଭଳି କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ ଆଇଟମ ମହଙ୍ଗା ହେବ। ଖାଲି ସେତିକି ନୁହେଁ ସୁନା ଗହଣା, ସାନିଟାରି ପ୍ରଡକ୍ଟ ଏବଂ ପ୍ଲାଷ୍ଟିକରେ ତିଆରି ଉପକରଣ ସବୁ କିଣିବାକୁ ଏବେ ଗ୍ରାହକଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ।

ଦର ଏଥିପାଇଁ ବଢ଼ିବ ଯେ, ସରକାର ଏଥିରେ ଲାଗୁ ହେଉଥିବା ଆମଦାନୀ ଶୁଳ୍କକୁ ଆଜି ବଢ଼ାଇ ଦେଇଛନ୍ତି। ସେପ୍ଟେମ୍ବର ୨୭ରେ ସରକାର ପ୍ରାୟ ୧୯ଟି ଆଇଟମ୍‌ରେ ଉତ୍ପାଦ ଶୁଳ୍କ ବଢ଼ାଇଥିବା ବେଳେ ଏବେ ଉପରୋକ୍ତ ଆଇଟମ୍ ସବୁରେ ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି। ଫଳରେ ଏହି ସବୁ ଆଇଟମ ଗ୍ରାହକଙ୍କ ପାଇଁ ମହଙ୍ଗା ହେବ ବୋଲି ସ୍ପଷ୍ଟ ହୋଇଛି। ସରକାର ଏଥିରୁ ପ୍ରାୟ ୪୦୦୦ କୋଟି ଟଙ୍କାର ଅଧିକ ଟିକସ ଆଦାୟ କରିପାରିବେ।

ଆସନ୍ତୁ ଜାଣିବା କେଉଁଥିରେ କେତେ ବଢ଼ିଛି ଆମଦାନୀ ଶୁଳ୍କ

ମୋବାଇଲ୍ ଫୋନ୍- ବର୍ତ୍ତମାନ ଅପ୍ଟିକାଲ ଟ୍ରାନ୍ସପୋର୍ଟ ଇକ୍ୟୁପ୍‌ମେଣ୍ଟ୍,ସୁଇଚ୍, ଅପ୍ଟିକାଲ ଟ୍ରାନ୍ସପୋର୍ଟ ନେଟ୍‌ୱର୍କ ପ୍ରଡକ୍ଟ, ଇଣ୍ଟରନେଟ ପ୍ରୋଟକଲ ରେଡିଓ ଆଦି ଇଣ୍ଟରମିଡିଏଟ୍ ପ୍ରଡକ୍ଟରେ ୧୦% ଆମଦାନୀ ଶୁଳ୍କ ଲାଗୁ ହେଉଥିବା ବେଳେ ଏହାକୁ ୨୦%କୁ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ମୋବାଇଲ ଫୋନ୍‌ ଦର ବୃଦ୍ଧି ପାଇବ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।

ଏସି, ଫ୍ରିଜ୍- ପୂର୍ବରୁ ଏୟାର କଣ୍ଡିଶନର ଏବଂ ରେଫ୍ରିଜରେଟରରେ ୧୦% ଆମଦାନୀ ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ଏଥିରେ ୨୦% ଶୁଳ୍କ ଲାଗୁ ହେବ।

ୱାଶିଂ ମେଶିନ- ୧୦ କେଜି କ୍ଷମତା ବିଶିଷ୍ଟ ୱାଶିଂ ମେଶିନ୍‌ରେ ଶୁଳ୍କ ୨୦% କୁ ବୃଦ୍ଧି ପାଇଛି।

ଅଳଙ୍କାର- ପୂର୍ବରୁ ଅଳଙ୍କାରରେ ସରକାର ୧୫% ଆମଦାନୀ ଶୁଳ୍କ ଲାଗୁ କରିଥିବା ବେଳେ ଏଥିରେ ୫% ବୃଦ୍ଧି କରି ଏହାକୁ ୨୦% କରି ଦେଇଛନ୍ତି।

ସାନିଟାରି ୱେର- ପ୍ଲାଷ୍ଟିକ୍‌ରେ ପ୍ରସ୍ତୁତ ବିଭିନ୍ନ ସାନିଟାରି ପ୍ରଡକ୍ଟ ବା ସାନିଟାରି ୱେର ଉପରେ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ୧୦% ରୁ ୧୫%କୁ ବୃଦ୍ଧି କରିଦେଇଛନ୍ତି। ଏଥିରେ ୱାଶ୍ ବେଶିନ୍, ଶାୱାର ବାଥ୍ ଆଦି କେତେକ ଉତ୍ପାଦ ରହିଛି।

ପ୍ଲାଷ୍ଟିକ ଉପକରଣ- ପ୍ଲାଷ୍ଟିକ୍‌ରେ ତିଆରି ପାଣି ବୋତଲ, ଟିଫିନ୍‌ ବକ୍ସ, କେସ୍, କଣ୍ଟେନର ଆଦିରେ ପୂର୍ବରୁ ଶୁଳ୍କ ୧୦% ଲାଗୁ ହେଉଥିବା ବେଳେ ଏହାକୁ ୧୫%କୁ ବୃଦ୍ଧି କରାଯାଇଛି। ଅଫିସ୍ ଷ୍ଟେଶନାରି, କିଚେନ ପ୍ରଡକ୍ଟ, ବାଙ୍ଗେଲ୍‌ସ, ପ୍ଲାଷ୍ଟିକ୍ ମାଳି, ପ୍ଲାଷ୍ଟିକ୍ ଆସବାବପତ୍ର ଇତ୍ୟାଦି ଏହି ବର୍ଦ୍ଧିତ ଶୁଳ୍କ ଦ୍ୱାରା ପ୍ରଭାବିତ ହେବ।

ଟ୍ରାଭେଲ୍ ପ୍ରଡକ୍ଟ- ଟ୍ରଙ୍କ, ସୁଟ୍‌କେସ୍‌, ଏକ୍‌ଜିକ୍ୟୁଟିଭ୍ କେସ୍, ବ୍ରିଫ୍‌କେସ୍, ଟ୍ରାଭେଲ୍ ବ୍ୟାଗ୍‌ରେ ପୂର୍ବରୁ ୧୦% ଶୁଳ୍କ ଲାଗୁ ହେଉଥିବା ବେଳେ ଏହାକୁ ୧୫%କୁ ବୃଦ୍ଧି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story