ପରିବେଶକୁ ନେଇ ଦେଶରେ ପ୍ରଥମେ କାମ ଆରମ୍ଭ କରିଥିବା ଅନୁପମ ମିଶ୍ରା ଆଉ ନାହାଁନ୍ତି

ନୂଆଦିଲ୍ଲୀ: ବିଶିଷ୍ଟ ପରିବେଶବିତ୍‌ ଏବଂ ଗାନ୍ଧୀବାଦୀ ଅନୁପମ ମିଶ୍ରା ଆଉ ନାହାଁନ୍ତି। ଅଜି ଭୋରୁ ସେ ଏମ୍‌ସରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୮ବର୍ଷ ହୋଇଥିଲା। ଖବର ମୁତାବକ ଗତବର୍ଷ ଠାରୁ ସେ କର୍କଟ ରୋଗରେ ପୀଡିତ ଥିଲେ। ମିଶ୍ରା ଗାନ୍ଧୀଶାନ୍ତି ପ୍ରତିଷ୍ଠାନର ଟ୍ରଷ୍ଟି ଏବଂ ରାଷ୍ଟ୍ରୀୟ ଗାନ୍ଧୀ ସ୍ମାରକ ନିଧିର ଉପାଧ୍ୟକ୍ଷ ଥିଲେ। ସେ ପରିବେଶ ସହ ଭାଷାକୁ ନେଇ ମଧ୍ୟ ଅନେକ କାମ କରିଛନ୍ତି। ଜଳ ସଂରକ୍ଷଣ ଉପରେ ଲେଖିଥିବା ପୁସ୍ତକ […]

anupam-mishra

anupam-mishra

Rakesh Mallick
  • Published: Monday, 19 December 2016
  • Updated: 19 December 2016, 02:09 PM IST

Sports

Latest News

ନୂଆଦିଲ୍ଲୀ: ବିଶିଷ୍ଟ ପରିବେଶବିତ୍‌ ଏବଂ ଗାନ୍ଧୀବାଦୀ ଅନୁପମ ମିଶ୍ରା ଆଉ ନାହାଁନ୍ତି। ଅଜି ଭୋରୁ ସେ ଏମ୍‌ସରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୮ବର୍ଷ ହୋଇଥିଲା। ଖବର ମୁତାବକ ଗତବର୍ଷ ଠାରୁ ସେ କର୍କଟ ରୋଗରେ ପୀଡିତ ଥିଲେ।

ମିଶ୍ରା ଗାନ୍ଧୀଶାନ୍ତି ପ୍ରତିଷ୍ଠାନର ଟ୍ରଷ୍ଟି ଏବଂ ରାଷ୍ଟ୍ରୀୟ ଗାନ୍ଧୀ ସ୍ମାରକ ନିଧିର ଉପାଧ୍ୟକ୍ଷ ଥିଲେ। ସେ ପରିବେଶ ସହ ଭାଷାକୁ ନେଇ ମଧ୍ୟ ଅନେକ କାମ କରିଛନ୍ତି। ଜଳ ସଂରକ୍ଷଣ ଉପରେ ଲେଖିଥିବା ପୁସ୍ତକ ‘ଆଜ ଭି ଖରେ ହେଁ ତାଲାବ’ କାଫି ଚର୍ଚ୍ଚାରେ ରହିବା ସହ ବହୁ ଭାଷାରେ ଏହାର ଅନୁବାଦ ମଧ୍ୟ କରାଯାଇଥିଲା।

ଦେଶରେ ପ୍ରଥମ କରି ସେ ପରିବେଶ ଉପରେ କାମ କରିବା ଆରମ୍ଭ କରିଥିଲେ ଯେଉଁ ସମୟରେ ସରାକରଙ୍କର ପରିବେଶ ସଂପର୍କିତ କୌଣସି ବିଭାଗ ମଧ୍ୟ ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story