ପ୍ରଣବ ମୁଖାର୍ଜୀଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କର ଅନ୍ତ୍ୟେଷ୍ଟି କ୍ରିୟା ଆରମ୍ଭ ହୋଇଛି। ଲୋଧି ରୋଡ ସ୍ଥିତ ଶ୍ମଶାନ ଘାଟରେ ତାଙ୍କର ଅନ୍ତ୍ୟେଷ୍ଟି ହେଉଛି। କରୋନା ସଂକ୍ରମଣକୁ ନଜରରେ ରଖି ସାମାଜିକ ଦୂରତା ସହିତ ପିପିଇ କିଟ୍ ପିନ୍ଧି ପ୍ରଣବଙ୍ଗ ଅନ୍ତ୍ୟେଷ୍ଟି କାର୍ଯ୍ୟ ହେଉଛି। ଏହା ପୂର୍ବରୁ 10 ରାଜାଜି ମାର୍ଗରେ ତାଙ୍କ ପ୍ରାର୍ଥୀବ ଶରୀରକୁ ରଖାଯାଇଥିଲା। ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ […]

PRANAB

PRANAB

Subhransu Sekhar
  • Published: Tuesday, 01 September 2020
  • Updated: 01 September 2020, 01:46 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କର ଅନ୍ତ୍ୟେଷ୍ଟି କ୍ରିୟା ଆରମ୍ଭ ହୋଇଛି। ଲୋଧି ରୋଡ ସ୍ଥିତ ଶ୍ମଶାନ ଘାଟରେ ତାଙ୍କର ଅନ୍ତ୍ୟେଷ୍ଟି ହେଉଛି। କରୋନା ସଂକ୍ରମଣକୁ ନଜରରେ ରଖି ସାମାଜିକ ଦୂରତା ସହିତ ପିପିଇ କିଟ୍ ପିନ୍ଧି ପ୍ରଣବଙ୍ଗ ଅନ୍ତ୍ୟେଷ୍ଟି କାର୍ଯ୍ୟ ହେଉଛି। ଏହା ପୂର୍ବରୁ 10 ରାଜାଜି ମାର୍ଗରେ ତାଙ୍କ ପ୍ରାର୍ଥୀବ ଶରୀରକୁ ରଖାଯାଇଥିଲା। ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ।

ଗତକାଲି ତାଙ୍କର ବିୟୋଗ ହୋଇଥିଲା। ଅଗଷ୍ଟ ୧୦ ତାରିଖରୁ ଆର୍ମିର ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ। ବ୍ରେନ ସର୍ଜରୀ ପରେ ଭେଣ୍ଟିଲେଟରରେ ଥିଲେ ପ୍ରଣବ ମୁଖାର୍ଜୀ। ଏଥିସହିତ ସେ କରୋନାରେ ଆକ୍ରାନ୍ତ ଥିଲେ। ମୃତ୍ୟୁ ବେଳକୁ ପ୍ରଣବ ଦା’ଙ୍କୁ ୮୪ ବର୍ଷ ବୟସ ହୋଇଥିଲା।
https://www.facebook.com/OdishaReporter/videos/383775785942873/

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story