ବିଜେପିର ଲୋକପ୍ରିୟତାରେ ମମତା ଛାନିଆ, କରୁଛନ୍ତି ଏମିତି କାମ

ନୂଆଦିଲ୍ଲୀ: ବିଜେପିର ଲୋକପ୍ରିୟତା ବଢ଼ୁଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଛାନିଆ ହୋଇଯାଇଛନ୍ତି। ଏପରି ଅଭିଯୋଗ ଆଣିଛନ୍ତି ପୂର୍ବତନ ଆଇପିଏସ୍‌ ଅଫିସ୍‌ର ଭାରତୀ ଘୋଷ। ସେ କହିଛନ୍ତି, “ରାଜ୍ୟରେ ସରକାରୀ ଅଧିକାରୀମାନଙ୍କ ଉପରେ ତୃଣମୂଳ କଂଗ୍ରେସ୍‌ (ଟିଏମ୍‌ସି)ର ନିର୍ଦ୍ଦେଶ ଅନୁସାରେ କାମ କରିବାକୁ ଚାପ ପ୍ରୟୋଗ କରାଯାଉଛି।” ଟିଭି ଟୁଡେ ନେଟ୍‌ୱର୍କ ସହ ଆଲୋଚନା ବେଳେ ସେ କହିଛନ୍ତି, “ମିଦନାପୁରର ସବାଙ୍ଗ ଉପ ନିର୍ବାଚନରେ ବିଜେପିର ଭୋଟ୍‌ ପ୍ରତିଶତ ବଢ଼ିବା କାରଣରୁ ମୋତେ ଏକୁଟିଆ କରି ଦିଆଗଲା। […]

mamata1

mamata1

Ordigital Desk
  • Published: Friday, 10 August 2018
  • Updated: 10 August 2018, 11:09 AM IST

Sports

Latest News

ନୂଆଦିଲ୍ଲୀ: ବିଜେପିର ଲୋକପ୍ରିୟତା ବଢ଼ୁଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଛାନିଆ ହୋଇଯାଇଛନ୍ତି। ଏପରି ଅଭିଯୋଗ ଆଣିଛନ୍ତି ପୂର୍ବତନ ଆଇପିଏସ୍‌ ଅଫିସ୍‌ର ଭାରତୀ ଘୋଷ।

ସେ କହିଛନ୍ତି, “ରାଜ୍ୟରେ ସରକାରୀ ଅଧିକାରୀମାନଙ୍କ ଉପରେ ତୃଣମୂଳ କଂଗ୍ରେସ୍‌ (ଟିଏମ୍‌ସି)ର ନିର୍ଦ୍ଦେଶ ଅନୁସାରେ କାମ କରିବାକୁ ଚାପ ପ୍ରୟୋଗ କରାଯାଉଛି।”

ଟିଭି ଟୁଡେ ନେଟ୍‌ୱର୍କ ସହ ଆଲୋଚନା ବେଳେ ସେ କହିଛନ୍ତି, “ମିଦନାପୁରର ସବାଙ୍ଗ ଉପ ନିର୍ବାଚନରେ ବିଜେପିର ଭୋଟ୍‌ ପ୍ରତିଶତ ବଢ଼ିବା କାରଣରୁ ମୋତେ ଏକୁଟିଆ କରି ଦିଆଗଲା। ରାଜ୍ୟରେ ଯେଉଁଠି ବିଜେପିର ଲୋକପ୍ରିୟତା ବଢ଼ୁଛି, ମମତା ସରକାର ସେଠାରେ ସରକାରୀ ଅଧିକାରୀଙ୍କ ବଦଳି କରି ଦେଉଛନ୍ତି। ରାଜ୍ୟରେ ସରକାରୀ ଅଧିକାରୀଙ୍କୁ ଟିଏମ୍‌ସି କଥାରେ ଚାଲିବାକୁ ଚାପ ପ୍ରୟୋଗ କରାଯାଉଛି।”

[caption id="attachment_262152" align="alignnone" width="840"]bharatighosh ଭାରତୀ ଘୋଷ[/caption]

ସେ ଆହୁରି କହିଛନ୍ତି, “ସବାଙ୍ଗରେ ମୁଁ ନିରପେକ୍ଷ ନିର୍ବାଚନ କରାଇବା କାରଣରୁ ସରକାରୀ ଦଳ ମୋ ଉପରେ ରାଗି ଗଲା। କାରଣ ଏହି ନିର୍ବାଚନରେ ବିଜେପିର ଭୋଟ୍‌ ପ୍ରତିଶତ ବଢ଼ିଥିଲା। ମୁଁ ତାଙ୍କ (ଟିଏମ୍‌ସି)ର ନିର୍ଦ୍ଦେଶ ପାଳନ କଲି ନାହିଁ। ତେଣୁ ମୋ ଉପରେ ବଟି ଆଦାୟର ମିଛ ଅଭିଯୋଗ ଲଦି ଦେଲେ।”

ଭାରତୀ କହିଛନ୍ତି, “ମୁଁ ନିଜ ଆତ୍ମସମ୍ମାନ ସହ ବୁଝାମଣା କରିପାରିବି ନାହିଁ। ମୁଁ କୌଣସି ରାଜନୈତିକ ଦଳର ଇଚ୍ଛାରେ ଚାଲିପାରିବି ନାହିଁ। ସବୁ ଅଫିସର୍‌ ରାଜନୈତକ ଦଳଙ୍କ ଇଚ୍ଛାରେ ଚାଲିପାରିବେ ନାହିଁ। ତେଣୁ ଯେତେବେଳେ ମୋ ଉପରେ ବଟି ଆଦାୟ ଅଭିଯୋଗ ଅଣାଗଲା, ମୁଁ ମୋ ପଦରୁ ଇସ୍ତଫା ଦେଇଦେଲି।”

ସେ କହିଛନ୍ତି, “ଟିଏମ୍‌ସି ଅନୁସାରେ କାମ ନକରିବାରୁ ଡିଜିପି ବହୁତ କଥା ଶୁଣାଇଥିଲେ। ମୋତେ ଏକଘରିଆ କରିଦିଆଗଲା। ରାଜ୍ୟ ସରକାର ଓ ବରିଷ୍ଠ ଅଧିକାରୀଙ୍କ ଏକଛତ୍ରବାଦ ଶାସନକୁ ବିରୋଧ କରି ମୁଁ ଇସ୍ତଫା ଦେଇଦେଲି।”

ସୂଚନାଯୋଗ୍ୟ, ଜୋରଜବରଦସ୍ତ ବଟି ଆଦାୟ ଅଭିଯୋଗରେ ଭାରତୀଙ୍କ ଘରେ ସିଆଇଡି ଚଢ଼ଉ କରିଥିଲା। ଏହାପରେ ସେ ଚାକିରିରୁ ଇସ୍ତଫା ଦେଇ ଦେଇଥିଲେ।

ସୌଜନ୍ୟ- ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story