ଡିଜି ଯାତ୍ରା: କେବଳ ମୁହଁ ଦେଖାଇ କରିହେବ ବିମାନଯାତ୍ରା!

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବିମାନଯାତ୍ରାକୁ ସରଳ ଏବଂ ସମସ୍ୟାମୁକ୍ତ କରିବାପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଭିନବ ପ୍ରୟାସ ଆରମ୍ଭ ହେଉଛି। ସମସ୍ତ ପ୍ରୟାସ ସତ୍ତ୍ୱେ ବିମାନବନ୍ଦରରେ ଯାଞ୍ଚକୁ ନେଇ ଅନେକଙ୍କ ହଟହଟା ହେବାର ଅନୁଭୂତି ମଧ୍ୟ ରହିଥିବାରୁ ବର୍ତ୍ତମାନ ଏ ପ୍ରକ୍ରିୟାକୁ ଆହୁରି ସରଳ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଏକ ନୂତନ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି ଯେଉଁଥିରେ ଯାତ୍ରୀଙ୍କୁ ଆଉ କୌଣସି ପରିଚୟପତ୍ର ଦେବାକୁ ପଡ଼ିବ ନାହିଁ। ଏସବୁ ବଦଳରେ ମୁହଁ […]

airports

airports

Hemant Lenka
  • Published: Thursday, 04 October 2018
  • Updated: 04 October 2018, 06:10 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବିମାନଯାତ୍ରାକୁ ସରଳ ଏବଂ ସମସ୍ୟାମୁକ୍ତ କରିବାପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଭିନବ ପ୍ରୟାସ ଆରମ୍ଭ ହେଉଛି। ସମସ୍ତ ପ୍ରୟାସ ସତ୍ତ୍ୱେ ବିମାନବନ୍ଦରରେ ଯାଞ୍ଚକୁ ନେଇ ଅନେକଙ୍କ ହଟହଟା ହେବାର ଅନୁଭୂତି ମଧ୍ୟ ରହିଥିବାରୁ ବର୍ତ୍ତମାନ ଏ ପ୍ରକ୍ରିୟାକୁ ଆହୁରି ସରଳ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହି କ୍ରମରେ ଏକ ନୂତନ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି ଯେଉଁଥିରେ ଯାତ୍ରୀଙ୍କୁ ଆଉ କୌଣସି ପରିଚୟପତ୍ର ଦେବାକୁ ପଡ଼ିବ ନାହିଁ। ଏସବୁ ବଦଳରେ ମୁହଁ ପାଲଟିବ ପରିଚୟ। ଆଜ୍ଞା ହଁ, ଆପଣଙ୍କ ମୁହଁ ସ୍କାନିଂ କରି ଆପଣଙ୍କ ପରିଚୟ ନିଶ୍ଚିତ କରାଯିବା ପରେ ବୋର୍ଡିଂ ପାସ୍ ମିଳିଯିବ। ଏହି ସୁବିଧାର ନାମ ’ଡିଜିଯାତ୍ରା’ ରଖାଯାଇଛି।

ସରକାରଙ୍କ ନୂଆ ପ୍ରୟାସ

କେନ୍ଦ୍ର ସରକାର ଏଥିପାଇଁ ବାୟୋମେଟ୍ରିକ୍‌ ସେଲ୍ଫ ବୋର୍ଡିଂ ଟେକ୍ନୋଲଜି ଆରମ୍ଭ କରିବେ।  ପ୍ରାଥମିକ ଭାବେ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ସୁବିଧା ଆରମ୍ଭ ହୋଇସାରିଛି। ଏହାପରେ ଦିଲ୍ଲୀ, ମୁମ୍ବାଇ ଏବଂ ହାଇଦ୍ରାବାଦ୍‌ରେ ମଧ୍ୟ ଏହା ଆରମ୍ଭ ହେବାର ଯୋଜନା ରହିଛି। ଏହା ବ୍ୟତୀତ ବନାରସ୍‌, ବିଜୟୱାଡ଼ା, ପୁଣେ ଏବଂ କୋଲକାତାରେ ମଧ୍ୟ ସେଲ୍ଫ ବୋର୍ଡିଂ ଟେକ୍ନୋଲଜିର ପ୍ରୟୋଗ କରାଯିବ। ୨୦୧୯ ଫେବୃଆରୀ ବେଳକୁ ଆରମ୍ଭ ହେବାକୁ ଥିବା ଏହି ସେବା ପାଇଁ  ଟିକେଟ୍‌ ବୁକିଂ ସମୟରେ ଏକ ୟୁନିକ୍‌ ଆଇଡି ଖୋଲିବାକୁ ହେବ। ଇମେଲ୍‌ ଆଇଡି, ମୋବାଇଲ୍‌ ଏବଂ ଆଧାର ପରି ପରିଚୟ ପତ୍ରର ତଥ୍ୟ ଦେଇ ଏହି ଆଇଡି ଖୋଲିବାକୁ ହେବ। ପ୍ରଥମ ଥର ବିମାନଯାତ୍ରା ସମୟରେ ଗୋଟିଏ ଥର ପାଇଁ ଭେରିଫିକେସନ୍‌ ହେବ। ଏହା ନିଶ୍ଚିତ ହୋଇଯିବା ପରେ ଆପଣଙ୍କ ମୁହଁର ତଥ୍ୟ ଡିଜି ଯାତ୍ରା ଆଇଡି ସହିତ ସବୁଦିନ ପାଇଁ ଯୋଡ଼ି ହୋଇଯିବ।

ନୂଆ ବ୍ୟବସ୍ଥାରେ ଯୋଡ଼ିହେବେ ଏହି ସବୁ କମ୍ପାନୀ

ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷଏହି ସୁବିଧା ପାଇଁ ଭିଜନ୍‌ ବକ୍ସ ନାମକ କମ୍ପାନୀର ସହାୟତା ନେଉଛନ୍ତି। ବିଭିନ୍ନ ବିମାନ ସେବା ଯୋଗାଣକାରୀ କମ୍ପାନୀଙ୍କ ମଧ୍ୟରେ ଏୟାର୍‌ ୱେଜ୍‌, ଏୟାର୍‌ ଏସିଆ ଏବଂ ସ୍ପାଇଶ୍‌ ଜେଟ୍‌ର ଯାତ୍ରୀମାନେ ଏହାର ଫାଇଦା ନେଇପାରିବେ। ନିଜ ପରିଚୟପତ୍ର ହଜାଇଦେଇଥିବା ଯାତ୍ରୀମାନେ ଉଡ଼ାଣ ବେଳେ ଚିହ୍ନଟ ପାଇଁ ସମସ୍ୟା ଭୋଗୁଥିବାରୁ ଏହା ସେମାନଙ୍କ ପାଇଁ ବେଶ ସହାୟକ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story