ପଶ୍ଚିମବଙ୍ଗରେ ୧ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ

କୋଲକାତା: ନକଲି ନୋଟ କାରବାର ମାମଲାରେ ପଶ୍ଚିମବଙ୍ଗରେ ଜଣଙ୍କୁ ଗିରଫ କରିଛି ସ୍ପେଶାଲ ଟାସ୍କ ଫୋର୍ସ। ଗିରଫ ବ୍ୟକ୍ତି ୨୯ ବର୍ଷୀୟ ମହମ୍ମଦ ଅଶରପୁଲ ବୋଲି ଜଣାପଡ଼ିଛି। ଡି.ଏଲ ଖାନ ରୋଡରେ ନକଲି ନୋଟ କାରବାର ଚାଲିଥିବା ନେଇ ସ୍ପେଶାଲ ଟାସ୍କ ଫୋର୍ସ ପ୍ରାଥମିକ ରିପୋର୍ଟରୁ ଜାଣିବାକୁ ପାଇଥିଲା। ଏହାପରେ ରେଡ୍ କରି ୨୯ ବର୍ଷୀୟ ମହମ୍ମଦ ଅଶରପୁଲକ ଗତକାଲି ଗିରଫ କରିଥିଲା ସ୍ପେଶାଲ ଟାକ୍ସ ଫୋର୍ସ। ରେଡ୍ ବେଳେ ମହମ୍ମଦ ଅଶରପୁଲ ପାଖରୁ ୧ ଲକ୍ଷ ଟଙ୍କାର […]

fake note kolaktta

fake note kolaktta

Subhransu Sekhar
  • Published: Saturday, 27 April 2019
  • Updated: 27 April 2019, 02:53 PM IST

Sports

Latest News

କୋଲକାତା: ନକଲି ନୋଟ କାରବାର ମାମଲାରେ ପଶ୍ଚିମବଙ୍ଗରେ ଜଣଙ୍କୁ ଗିରଫ କରିଛି ସ୍ପେଶାଲ ଟାସ୍କ ଫୋର୍ସ। ଗିରଫ ବ୍ୟକ୍ତି ୨୯ ବର୍ଷୀୟ ମହମ୍ମଦ ଅଶରପୁଲ ବୋଲି ଜଣାପଡ଼ିଛି। ଡି.ଏଲ ଖାନ ରୋଡରେ ନକଲି ନୋଟ କାରବାର ଚାଲିଥିବା ନେଇ ସ୍ପେଶାଲ ଟାସ୍କ ଫୋର୍ସ ପ୍ରାଥମିକ ରିପୋର୍ଟରୁ ଜାଣିବାକୁ ପାଇଥିଲା। ଏହାପରେ ରେଡ୍ କରି ୨୯ ବର୍ଷୀୟ ମହମ୍ମଦ ଅଶରପୁଲକ ଗତକାଲି ଗିରଫ କରିଥିଲା ସ୍ପେଶାଲ ଟାକ୍ସ ଫୋର୍ସ।

ରେଡ୍ ବେଳେ ମହମ୍ମଦ ଅଶରପୁଲ ପାଖରୁ ୧ ଲକ୍ଷ ଟଙ୍କାର ନକଲି ନୋଟ ଜବତ ହୋଇଥିବା ଆଜି ପୁଲିସ ସୂଚନା ଦେଇଛି। ସବୁଠୁ ବଡ଼ କଥା ହେଲା ବିମୁଦ୍ରିକରଣ ବେଳେ ଜବତ ହୋଇଥିବା ହଜାରେ ଟଙ୍କିଆ ନୋଟ ବନ୍ଦ କରିଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story