୩୦୦ କିଲୋମିଟର ଗାଡ଼ି ଚଳାଇ ଝିଅକୁ ପରୀକ୍ଷା ହଲରେ ପହଞ୍ଚାଇଲେ ବାପା

ରାଞ୍ଚି: ଆଜି ଜେଇଇ ପରୀକ୍ଷା ଥିଲା। ଝିଅ ପରୀକ୍ଷା ଦେବ ବୋଲି ଜଣେ ବାପା ୩୦୦ କିଲୋମିଟର ଗାଡ଼ି ଚଳାଇ ନିଜ ଝିଅକୁ ପରୀକ୍ଷା ସେଣ୍ଟରରେ ପହଞ୍ଚାଇଥିଲେ। ବିହାରର ନାଳନ୍ଦା ଜିଲ୍ଲାରୁ ଝାଡ଼ଖଣ୍ଡର ରାଞ୍ଚିକୁ ଆଣିଥିଲେ ଝିଅର ବାପା। ୩୦୦ କିଲୋମିଟର ରାସ୍ତା ଗାଡ଼ିରେ ଆସିବା ପାଇଁ ୧୨ ଘଣ୍ଟା ଲାଗିଥିଲା ବୋଲି ଜଣାପଡ଼ିଛି। ବିହାର ନାଳନ୍ଦା ଜିଲ୍ଲାରେ ପରୀକ୍ଷାର୍ଥୀଙ୍କ ଘର। ତାଙ୍କ ବାପା ଧନଞ୍ଜୟ କୁମାର। ଯିଏକେ ପେଶାରେ ଚାଷୀ। କରୋନା ମହାମାରୀ ପାଇଁ ନାଳନ୍ଦାରୁ […]

Farmer drives 300 km to ensure daughter appears for JEE exam

Subhransu Sekhar
  • Published: Tuesday, 01 September 2020
  • Updated: 01 September 2020, 09:27 PM IST

Sports

Latest News

ରାଞ୍ଚି: ଆଜି ଜେଇଇ ପରୀକ୍ଷା ଥିଲା। ଝିଅ ପରୀକ୍ଷା ଦେବ ବୋଲି ଜଣେ ବାପା ୩୦୦ କିଲୋମିଟର ଗାଡ଼ି ଚଳାଇ ନିଜ ଝିଅକୁ ପରୀକ୍ଷା ସେଣ୍ଟରରେ ପହଞ୍ଚାଇଥିଲେ। ବିହାରର ନାଳନ୍ଦା ଜିଲ୍ଲାରୁ ଝାଡ଼ଖଣ୍ଡର ରାଞ୍ଚିକୁ ଆଣିଥିଲେ ଝିଅର ବାପା। ୩୦୦ କିଲୋମିଟର ରାସ୍ତା ଗାଡ଼ିରେ ଆସିବା ପାଇଁ ୧୨ ଘଣ୍ଟା ଲାଗିଥିଲା ବୋଲି ଜଣାପଡ଼ିଛି।

ବିହାର ନାଳନ୍ଦା ଜିଲ୍ଲାରେ ପରୀକ୍ଷାର୍ଥୀଙ୍କ ଘର। ତାଙ୍କ ବାପା ଧନଞ୍ଜୟ କୁମାର। ଯିଏକେ ପେଶାରେ ଚାଷୀ। କରୋନା ମହାମାରୀ ପାଇଁ ନାଳନ୍ଦାରୁ ରାଞ୍ଚି ବସ୍ ସେବା ଚାଲୁନଥିଲା, ତେଣୁ ଗାଡ଼ିରେ ଝିଅକୁ ନେଇ ପରୀକ୍ଷା ହଲକୁ ଆସିଥିଲେ ବୋଲି ଧନଞ୍ଜୟ କହିଛନ୍ତି। ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ଉଭୟ ବାପ, ଝିଅ ସୋମବାର ପାଖରୁ ବାହାରିଥିଲେ।

ତେବେ ଘରୁ ବାହାରିବାର ୮ ଘଣ୍ଟା ପରେ ବୋକାର ନିକଟରେ ଥକା ଲାଗିଥିଲା। ଏହାପରେ ଧନଞ୍ଜୟ ଟିକିଏ ବିଶ୍ରାମ ନେଇଥିଲେ। ଏହାପରେ ପୁଣିଥରେ ପରୀକ୍ଷା ହଲ୍ ମୁହାଁ ଯାତ୍ରା ଆରମ୍ଭ କରିଥିଲେ ବୋଲି ଧନଞ୍ଜୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story