ପାକିସ୍ତାନର ପ୍ରଶଂସାକୁ ନାପସନ୍ଦ କଲେ ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଜମ୍ମୁ କଶ୍ମୀରରେ ଏକ ହୋଇଛନ୍ତି ନ୍ୟାଶନାଲ କନଫରେନସ, ପିଡିପି, କଂଗ୍ରେସ ସମେତ ମୋଟ୍ ୬ଟି ଦଳ। ଏହି ୬ଦଳର ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମହମୁଦ କୁରେଶୀ। ପାକିସ୍ତାନର ଏହି ପ୍ରଶଂସା ପରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନସର ନେତା ଫାରୁକ୍ ଅବଦୁଲ୍ଲା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ସେମାନେ କାହାର ହାତରେ ଚାଲୁଥିବା କଣ୍ଢେଇ ନୁହଁ। ପାକିସ୍ତାନ […]

abdullah

abdullah

Subhransu Sekhar
  • Published: Sunday, 30 August 2020
  • Updated: 30 August 2020, 05:21 PM IST

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଜମ୍ମୁ କଶ୍ମୀରରେ ଏକ ହୋଇଛନ୍ତି ନ୍ୟାଶନାଲ କନଫରେନସ, ପିଡିପି, କଂଗ୍ରେସ ସମେତ ମୋଟ୍ ୬ଟି ଦଳ। ଏହି ୬ଦଳର ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମହମୁଦ କୁରେଶୀ।

ପାକିସ୍ତାନର ଏହି ପ୍ରଶଂସା ପରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନସର ନେତା ଫାରୁକ୍ ଅବଦୁଲ୍ଲା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ସେମାନେ କାହାର ହାତରେ ଚାଲୁଥିବା କଣ୍ଢେଇ ନୁହଁ। ପାକିସ୍ତାନ ସବୁବେଳେ ଜମ୍ମୁ କଶ୍ମୀରର ରାଜନୀତିକ ଦଳମାନଙ୍କୁ ସର୍ବଦା ଅପମାନିତ କରିଛି କିନ୍ତୁ ବର୍ତ୍ତମାନ ହଠାତ୍ ସେମାନେ ଆମକୁ ପସନ୍ଦ କରୁଛନ୍ତି।

ସୀମାରେ ଆତଙ୍କବାଦ କାର୍ଯ୍ୟକଳାପ ଉପରେ ମଧ୍ୟ ଅବଦୁଲ୍ଲା କହିଛନ୍ତି, କଶ୍ମୀରକୁ ଆତଙ୍କବାଦ ନପଠାଇବାକୁ ନେଇ ମୁଁ ପାକିସ୍ତାନକୁ ଅନୁରୋଧ କରୁଛି। ଜମ୍ମୁ କଶ୍ମୀରରେ ହେଉଥିବା ରକ୍ତପାତ ଶେଷ ହେବା ଦରକାର। ଜମ୍ମୁ କଶ୍ମୀରରେ ଶାନ୍ତିପୂର୍ଣ୍ଣ ଲଢ଼େଇ ପାଇଁ ସମସ୍ତ ଦଳ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଗତ ବର୍ଷ ଅଗଷ୍ଟ 5ରେ ଆମଠାରୁ ସାମ୍ବିଧାନିକ ଅଧିକାର ଛଡ଼ାଇ ନିଆଯାଇଛି ବୋଲି ସେ କହିଛନ୍ତି।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମୁଦ କୁରେଶୀ ନିକଟରେ କହିଥିଲେ, ନ୍ୟାଶନାଲ କନଫରେନସ, ପିଡିପି, କଂଗ୍ରେସ ଏବଂ ଅନ୍ୟ ତିନି ଦଳ ସହ ମିଶି ଜାରି କରିଥିବା ବିବୃତ୍ତି ସାଧାରଣ ଘଟଣା ନୁହେଁ। ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଯାହାକୁ ଫାରୁକ ନାପସନ୍ଦ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story