ନୂଆଦିଲ୍ଲୀ: କେନ୍ଦ୍ରୀୟ ସହର ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁ ଆଜି ଫାଷ୍ଟ ଟ୍ରାକ୍ ସ୍ମାର୍ଟ ସିଟି ପ୍ରତିଯୋଗିତାର ୧୩ ବିଜୟୀଙ୍କ ନାମ ଘୋଷଣା କରିଛନ୍ତି। ଏହି ୧୩ ବିଜୟୀ ସହରଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି ଲକ୍ଷ୍ନୌ। ୱରାଙ୍ଗଲ୍ ଦ୍ୱିତୀୟ ସ୍ଥାନରେ ରହିଛି। ଧର୍ମଶାଳା,ଚଣ୍ଡିଗଡ଼, ରାୟପୁର. ନିଉ ଟାଉନ କୋଲକାତା, ଭାଗଲପୁର, ପାଣାଜି, ପୋର୍ଟ ବ୍ଲେୟର, ଇମ୍ଫାଲ୍, ରାଞ୍ଚି, ଅଗରତାଲା ଓ ଫରିଦାବାଦ୍ ସହରର ନାମ ଫାଷ୍ଟ ଟ୍ରାକ୍ ସ୍ମାର୍ଟ ସିଟି ତାଲିକାରେ ରହିଛି।
ଚଳିତ ବର୍ଷ ଆଉ ୨୭ଟି ସହରରକୁ ସ୍ମାର୍ଟ ସିଟି ତାଲିକାରେ ସାମିଲ କରାଯିବ। ପାଟଣା, ସିମଲା, ଅମରାବତୀ, ବେଙ୍ଗଲୁରୁ, ତିରୁଅନନ୍ତପୁରମ୍, ରାୟବରେଲୀ ଓ ମେରଟକୁ ମଧ୍ୟ ସ୍ମାର୍ଟ ସିଟି ତାଲିକାରେ ସାମିଲ ହେବା ପାଇଁ ସୁଯୋଗ ଦିଆଯିବ ବୋଲି ଭେଙ୍କେୟା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୋଦିଙ୍କୁ ହତ୍ୟା ପାଇଁ ଚାଲିଛି ଷଡ଼ଯନ୍ତ୍ର, ପୁଲିସ ପାଖକୁ ଆସିଲା କଲ୍
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଫୋନ୍ କରିଥିବା ବ୍ୟକ୍ତି ଦାବି କରିଛନ୍ତି।
National
ଯାଞ୍ଚ ପାଇଁ ଯାଇଥିବା ଇଡି ଟିମ୍ ଉପରେ ଆକ୍ରମଣ, ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଆହତ
ପିପିପିଏଲ୍ ସାଇବର ଆପ୍ ଠକେଇ ମାମଲାର ଯାଞ୍ଚ ପାଇଁ ଇଡି ଟିମ୍ ପହଞ୍ଚିଥିଲା। ଏହି ସମୟରେ ସ୍ଥାନୀୟ ପୁଲିସ ମଧ୍ୟ ତାଙ୍କ ସହ ଥିଲା।
National
ଆଜି ବାତ୍ୟାର ରୂପ ନେବ ଫେଙ୍ଗଲ! ରେଡ୍ ଆଲର୍ଟ ଜାରି
ସତର୍କତା ଦୃଷ୍ଟିରୁ ଆଜି ପୁଡୁଚେରୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି।
National
ଲିଭ-ଇନ୍- ପାର୍ଟନରଙ୍କୁ ୫୦ ଖଣ୍ଡ କଲେ ଯୁବକ; ଧରା ପକାଇଦେଲା ବୁଲା କୁକୁର
ବିବାହ ପାଇଁ ଜିଦ୍ ଧରିବାରୁ ଦୁଷ୍କର୍ମ କରିବା ପରେ ତାଙ୍କୁ ମାରି ପ୍ରାୟ ୫୦ ଖଣ୍ଡ କରିଦେଲେ। ମାତ୍ର ବୁଲା କୁକୁରଙ୍କ ଯୋଗୁ ଧରା ପଡ଼ିଗଲେ ଅଭିଯୁକ୍ତ ଓ ଏବେ ପୁଲିସ୍ ତାଙ୍କୁ ବାନ୍ଧିଛି।
National
ଆଜି ଶପଥ ନେବେ ହେମନ୍ତ ସୋରେନ୍
ରାଜ୍ୟପାଳ ସନ୍ତୋଷ ଗଙ୍ଗଓ୍ୱାର ତାଙ୍କୁ ଆଜି ଅପରାହ୍ଣରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।