ପାଉଁରୁଟି କାରଖାନାରେ ନିଆଁ ଲାଗି ୬ ମୃତ

ପୁଣେ: ମହାରାଷ୍ଟ୍ରର ପୁଣେ ସ୍ଥିତ ଏକ ପାଉଁରୁଟି କାରଖାନାରେ ଆଜି ଭୋର୍ ପ୍ରାୟ ସାଢ଼େ ୪ଟା ବେଳେ  ନିଆଁ ଲାଗି ଯିବାରୁ ୬ ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଏହି ବେକରୀଟି ଏକ ବହୁତଳ କୋଠାର ଗ୍ରାଉଣ୍ଡ ଫ୍ଲୋର୍‌ରେ ଚାଲିଥିଲା। ରାତିରେ ଏହି କର୍ମଚାରୀ ୟା ଭିତରେ ଶୋଇଥିଲେ। ସେମାନେ ଶୋଇଥିବା ଅବସ୍ଥାରେ ନିଆଁ ଲାଗିଥିଲା। ବାହାରୁ କବାଟ ବନ୍ଦ ଥିବା ଯୋଗୁଁ ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ଘଟିଛି। ଅଗ୍ନିକାଣ୍ଡ ସଂପର୍କିତ ଖବର ପାଇବା ପରେ […]

pune-bakery

pune-bakery

Rakesh Mallick
  • Published: Friday, 30 December 2016
  • Updated: 30 December 2016, 11:56 AM IST

ପୁଣେ: ମହାରାଷ୍ଟ୍ରର ପୁଣେ ସ୍ଥିତ ଏକ ପାଉଁରୁଟି କାରଖାନାରେ ଆଜି ଭୋର୍ ପ୍ରାୟ ସାଢ଼େ ୪ଟା ବେଳେ  ନିଆଁ ଲାଗି ଯିବାରୁ ୬ ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିଛି।

ଏହି ବେକରୀଟି ଏକ ବହୁତଳ କୋଠାର ଗ୍ରାଉଣ୍ଡ ଫ୍ଲୋର୍‌ରେ ଚାଲିଥିଲା। ରାତିରେ ଏହି କର୍ମଚାରୀ ୟା ଭିତରେ ଶୋଇଥିଲେ। ସେମାନେ ଶୋଇଥିବା ଅବସ୍ଥାରେ ନିଆଁ ଲାଗିଥିଲା। ବାହାରୁ କବାଟ ବନ୍ଦ ଥିବା ଯୋଗୁଁ ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ଘଟିଛି।

ଅଗ୍ନିକାଣ୍ଡ ସଂପର୍କିତ ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ ଓ ନିଆଁକୁ କାବୁ କରିଥିଲେ।

ନିଆଁ ଲାଗିବାର କାରଣ ସଂପର୍କରେ କିଛି ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story