ଉହାନରୁ ଫେରିଥିବା ଭାରତୀୟ ସୁସ୍ଥ, ଘରକୁ ବାହୁଡ଼ିଲେ

ନୂଆଦିଲ୍ଲୀ: କରୋନା ଭାଇରସ ପଞ୍ଝାରେ ଥିବା ଚାଇନାର ଉହାନରୁ ପ୍ରଥମ ବ୍ୟାଚ୍‌ରେ ଉଦ୍ଧାର ହୋଇଥିବା ଭାରତୀୟ ସୁସ୍ଥ ଘୋଷିତ ହୋଇଛନ୍ତି। ଏୟାର ଇଣ୍ଡିଆର ବିମାନରେ ପ୍ରଥମ ଦଫାରେ ୨୪୮ ଜଣ ଭାରତୀୟଙ୍କୁ ଉହାନରୁ ନୂଆଦିଲ୍ଲୀ ଅଣାଯାଇଥିଲା। ଏହାପରେ ଭାରତୀୟ ସେନା ମାନେସରଠାରେ ନିର୍ମାଣ କରିଥିବା ସ୍ୱତନ୍ତ୍ର ୱାର୍ଡରେ ଏମାନଙ୍କୁ ରଖାଯାଇଥିଲା। ଦୀର୍ଘ ୧୭ ଦିନ କାଳ ଏମାନଙ୍କର ପରୀକ୍ଷା ନୀରିକ୍ଷା କରାଯିବା ପରେ ସମସ୍ତେ ବିପଦ ମୁକ୍ତ ବୋଲି ଜଣାପଡ଼ିଛି। ଏହି ଭାରତୀୟମାନେ କରୋନା ଭାଇରସରେ ଆକ୍ରାନ୍ତ […]

wr

wr

Hemant Lenka
  • Published: Tuesday, 18 February 2020
  • Updated: 18 February 2020, 05:12 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସ ପଞ୍ଝାରେ ଥିବା ଚାଇନାର ଉହାନରୁ ପ୍ରଥମ ବ୍ୟାଚ୍‌ରେ ଉଦ୍ଧାର ହୋଇଥିବା ଭାରତୀୟ ସୁସ୍ଥ ଘୋଷିତ ହୋଇଛନ୍ତି। ଏୟାର ଇଣ୍ଡିଆର ବିମାନରେ ପ୍ରଥମ ଦଫାରେ ୨୪୮ ଜଣ ଭାରତୀୟଙ୍କୁ ଉହାନରୁ ନୂଆଦିଲ୍ଲୀ ଅଣାଯାଇଥିଲା। ଏହାପରେ ଭାରତୀୟ ସେନା ମାନେସରଠାରେ ନିର୍ମାଣ କରିଥିବା ସ୍ୱତନ୍ତ୍ର ୱାର୍ଡରେ ଏମାନଙ୍କୁ ରଖାଯାଇଥିଲା। ଦୀର୍ଘ ୧୭ ଦିନ କାଳ ଏମାନଙ୍କର ପରୀକ୍ଷା ନୀରିକ୍ଷା କରାଯିବା ପରେ ସମସ୍ତେ ବିପଦ ମୁକ୍ତ ବୋଲି ଜଣାପଡ଼ିଛି।

ଏହି ଭାରତୀୟମାନେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ନଥିବାରୁ ସମସ୍ତଙ୍କୁ ଆଜି ଘରକୁ ଯିବାକୁ ଅନୁମତି ମିଳିଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ରହିଥିଲେ।

ଉତ୍ତରାଖଣ୍ଡର ଛାତ୍ର ସଞ୍ଜୟ ବିପଦ ମୁକ୍ତ ହେବା ପରେ କହିଛନ୍ତି ଯେ “ଚାଇନାରେ ସ୍ଥିତି ବହୁତ ଜଟିଳ ରହିଛି। ସବୁକିଛି ବନ୍ଦ ରହିଥିଲା। ଲୋକଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ଅନୁମତି ନାହିଁ। ଆମେ ଗୋଟିଏ ଘରେ ଦୀର୍ଘ ଦିନ ହେଲା ବନ୍ଦ ହୋଇ ରହିଥିଲୁ।

ନଭେମ୍ବର ମାସରେ କରୋନା ଭାଇରସ ଚିହ୍ନଟ ହୋଇଥିଲା। ହେଲେ ସରକାର ଏହାକୁ ଗୁରୁତ୍ୱର ସହ ନେଇ ନଥିଲେ। ଏହା ବ୍ୟାପିବା ଆରମ୍ଭ ହେବା ପରେ ସରକାର କଟକଣା ଲଗାଇବା ଆରମ୍ଭ କରିଥିଲେ।”

ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ପ୍ରଥମେ ଆମେରିକା ଓ ଫ୍ରାନ୍ସ ସରକାର ହିଁ ସେମାନଙ୍କ ଦେଶର ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହାପରେ ଭାରତ ସରକାର ବିମାନ ପଠାଇଥିଲେ। ଫେବୃଆରୀ ୧ରେ ବିମାନ ଯୋଗେ ସମସ୍ତଙ୍କୁ ଦିଲ୍ଲୀ ଅଣାଯାଇଥିଲା।

ପ୍ରଥମ ଦଫାରେ ଆସିଥିବା ୨୪୮ ଜଣଙ୍କୁ ହିଁ ଆଜି ଘରକୁ ଯିବାକୁ ଅନୁମତି ମିଳିଛି। ହେଲେ ଦ୍ୱିତୀୟ ଦଫାରେ ଆସିଥିବା ପ୍ରାୟ ୩୦୦ ଜଣ ଲୋକ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story