ଦୁଇ ହିନ୍ଦୁବାଦୀ ନେତାଙ୍କୁ ହତ୍ୟା କରିବାକୁ ଆସିଥିଲେ ୫ ଜଣ, କିନ୍ତୁ...

ଚେନ୍ନାଇ: ତାମିଲନାଡୁର କୋଏମ୍ବାଟୁରରେ ୨ ଜଣ ହିନ୍ଦୁବାଦୀ ନେତାଙ୍କୁ ହତ୍ୟା କରିବା ପାଇଁ ଚାଲିଥିବା ଷଡ଼ଯନ୍ତ୍ରକୁ ପୁଲିସ୍‌ ଭଣ୍ଡୁର କରିଦେଇଛି। ହତ୍ୟାକାଣ୍ଡକୁ ଚୂଡ଼ାନ୍ତ ରୂପ ଦେବାକୁ କୋଏମ୍ବାଟୁର ଆସିଥିବା ୫ ଜଣ ସୁପାରି କିଲର୍‌ଙ୍କୁ ପୁଲିସ୍‌ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଏହି ୫ ଜଣ ସୁପାରି କିଲର୍‌ ପ୍ୟାରୋଲରେ ଆସିଥିବା ଜଣେ ଅଭିଯୁକ୍ତଙ୍କ ବାହାଘରକୁ ଆସିଥିବା ବେଳେ ପୁଲିସ୍‌ ସମସ୍ତଙ୍କୁ ଶନିବାର ଗିରଫ କରିଥିଲା। ଆଜି ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇଛି। ପୁଲିସ୍‌ କହିଛି, ଗିରଫ […]

hindu

hindu

Hemant Lenka
  • Published: Monday, 03 September 2018
  • Updated: 03 September 2018, 10:48 AM IST

Sports

Latest News

ଚେନ୍ନାଇ: ତାମିଲନାଡୁର କୋଏମ୍ବାଟୁରରେ ୨ ଜଣ ହିନ୍ଦୁବାଦୀ ନେତାଙ୍କୁ ହତ୍ୟା କରିବା ପାଇଁ ଚାଲିଥିବା ଷଡ଼ଯନ୍ତ୍ରକୁ ପୁଲିସ୍‌ ଭଣ୍ଡୁର କରିଦେଇଛି। ହତ୍ୟାକାଣ୍ଡକୁ ଚୂଡ଼ାନ୍ତ ରୂପ ଦେବାକୁ କୋଏମ୍ବାଟୁର ଆସିଥିବା ୫ ଜଣ ସୁପାରି କିଲର୍‌ଙ୍କୁ ପୁଲିସ୍‌ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଏହି ୫ ଜଣ ସୁପାରି କିଲର୍‌ ପ୍ୟାରୋଲରେ ଆସିଥିବା ଜଣେ ଅଭିଯୁକ୍ତଙ୍କ ବାହାଘରକୁ ଆସିଥିବା ବେଳେ ପୁଲିସ୍‌ ସମସ୍ତଙ୍କୁ ଶନିବାର ଗିରଫ କରିଥିଲା। ଆଜି ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇଛି।

ପୁଲିସ୍‌ କହିଛି, ଗିରଫ ୫ ସୁପାରିକିଲର୍‌ ହିନ୍ଦୁ ମକ୍କଲ କାଟଚି ସଂଗଠନର ଦୁଇ ଜଣ ନେତାଙ୍କୁ ହତ୍ୟା କରିବାକୁ ଏଠାକୁ ଆସିଥିଲେ। ଏଭଳି ହତ୍ୟାକାଣ୍ଡ ଭିଆଇ ସେମାନେ ଦେଶରେ ସାଂପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ଯୋଜନା କରିଥିଲେ।

ସେମାନଙ୍କ ଠାରୁ ୫ଟି ବଡ଼ ଦା' ଆକୃତିର ଅସ୍ତ୍ର ଜବତ କରାଯାଇଛି। ଏମାନଙ୍କୁ ପୁଲିସ୍‌ ଆତଙ୍କବାଦୀ ଭାବେ ନାମିତ କରି ନଥିଲେ ହେଁ ଏମାନଙ୍କ ସମ୍ପର୍କ କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସ୍‌ଆଇଏସ୍‌ ସହ ଥିଲା ବୋଲି ଜଣାପଡ଼ିଛି।

ଗଣେଶ ପୂଜାରେ ଏମାନେ ଦୁଇ ହିନ୍ଦୁ ନେତାଙ୍କୁ ହତ୍ୟା କରି ସାଂପ୍ରଦାୟିକ ହିଂସା ସୃଷ୍ଟି କରିଥାଆନ୍ତେ ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story