ଶ୍ରୀଲଙ୍କାରେ ବନ୍ୟା ଓ ଭୂସ୍ଖଳନ: ୪୦ ମୃତ, ୨୦୦ ନିଖୋଜ

କଲମ୍ବୋ: ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଶ୍ରୀଲଙ୍କାରେ ପ୍ରଳୟଙ୍କରୀ ବନ୍ୟାରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଭୂସ୍ଖଳନ ଘଟି ୨୦୦ ଜଣଙ୍କ ପତ୍ତା ମିଳୁ ନାହିଁ। ଏବେ ସୁଦ୍ଧା ବହୁ ଲୋକ ମାଟି ତଳେ ଦବି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଉଛି। କଲମ୍ବୋର ଉତ୍ତରପୂର୍ବ ଦିଗରେ ଭୂସ୍ଖଳନ ଘଟିଥିବା ପାହାଡିଆ ଅଞ୍ଚଳରେ ଆଜି ୧୭ ଜଣଙ୍କୁ ଉଦ୍ଧାର କରାଯାଇଛି। କାଦୁଆ ମାଟି ତଳେ ଏବେ ବି ବହୁ ଲୋକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର […]

Sri Lanka Floods

Sri Lanka Floods

Rakesh Mallick
  • Published: Wednesday, 18 May 2016
  • Updated: 04 May 2017, 03:44 PM IST

Sports

Latest News

କଲମ୍ବୋ: ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଶ୍ରୀଲଙ୍କାରେ ପ୍ରଳୟଙ୍କରୀ ବନ୍ୟାରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଭୂସ୍ଖଳନ ଘଟି ୨୦୦ ଜଣଙ୍କ ପତ୍ତା ମିଳୁ ନାହିଁ। ଏବେ ସୁଦ୍ଧା ବହୁ ଲୋକ ମାଟି ତଳେ ଦବି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଉଛି।

କଲମ୍ବୋର ଉତ୍ତରପୂର୍ବ ଦିଗରେ ଭୂସ୍ଖଳନ ଘଟିଥିବା ପାହାଡିଆ ଅଞ୍ଚଳରେ ଆଜି ୧୭ ଜଣଙ୍କୁ ଉଦ୍ଧାର କରାଯାଇଛି। କାଦୁଆ ମାଟି ତଳେ ଏବେ ବି ବହୁ ଲୋକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ସେନା ଓ ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛି।

ବନ୍ୟା ଯୋଗୁଁ ୮୧,୨୧୬ଟି ପରିବାର ଓ ୩,୩୨,୨୫୪ ଲୋକ ପ୍ରଭାବିତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ୩୦୦ରୁ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story