ପାକିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା, ୩୩ ମୃତ

ପେଶାୱର: ପାକିସ୍ତାନର ଖାଇବରପଖତୁନୱା ତଥା ଆଫଗାନିସ୍ତାନ ସୀମା ସହ ଲାଗିଥିବା ଅଞ୍ଚଳରେ ଭୀଷଣ ବର୍ଷା ଯୋଗୁଁ ଆସିଥିବା ବନ୍ୟାରେ ଆଠ ଜଣ ସୁରକ୍ଷାକର୍ମୀଙ୍କ ସହିତ ଅତି କମରେ ୩୩ ଲୋକଙ୍କର ମୃତ୍ୟୁ ଘଟିଛି। ଅବିଶ୍ରାନ୍ତ ବର୍ଷା ଯୋଗୁଁ ପାକ୍–ଆଫଗାନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ପାଖାପାଖି ୩୦ଟି ଘର ଭାଙ୍ଗିଯାଇଥିବା ସୂଚନା ମିଳିଛି। କାଲିଠାରୁ ଆରମ୍ଭ ହୋଇଥିବା ଏହି ବର୍ଷା ମୁଖ୍ୟତଃ ଖାଇବରପଖତୁନୱାର ଉତ୍ତର–ପୂର୍ବରେ କେନ୍ଦ୍ରିତ ଥିଲା। ବର୍ଷା ଏବଂ ବନ୍ୟାର ସବୁଠୁ ଅଧିକ ପ୍ରଭାବ ଚିତରାଲ ଜିଲ୍ଲାର […]

flood-at-pakistan

flood-at-pakistan

Rakesh Mallick
  • Published: Monday, 04 July 2016
  • Updated: 04 May 2017, 03:44 PM IST

Sports

Latest News

ପେଶାୱର: ପାକିସ୍ତାନର ଖାଇବରପଖତୁନୱା ତଥା ଆଫଗାନିସ୍ତାନ ସୀମା ସହ ଲାଗିଥିବା ଅଞ୍ଚଳରେ ଭୀଷଣ ବର୍ଷା ଯୋଗୁଁ ଆସିଥିବା ବନ୍ୟାରେ ଆଠ ଜଣ ସୁରକ୍ଷାକର୍ମୀଙ୍କ ସହିତ ଅତି କମରେ ୩୩ ଲୋକଙ୍କର ମୃତ୍ୟୁ ଘଟିଛି।

ଅବିଶ୍ରାନ୍ତ ବର୍ଷା ଯୋଗୁଁ ପାକ୍-ଆଫଗାନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ପାଖାପାଖି ୩୦ଟି ଘର ଭାଙ୍ଗିଯାଇଥିବା ସୂଚନା ମିଳିଛି। କାଲିଠାରୁ ଆରମ୍ଭ ହୋଇଥିବା ଏହି ବର୍ଷା ମୁଖ୍ୟତଃ ଖାଇବରପଖତୁନୱାର ଉତ୍ତର-ପୂର୍ବରେ କେନ୍ଦ୍ରିତ ଥିଲା।

ବର୍ଷା ଏବଂ ବନ୍ୟାର ସବୁଠୁ ଅଧିକ ପ୍ରଭାବ ଚିତରାଲ ଜିଲ୍ଲାର ଉର୍‌ସୁନ ଗାଁର ୧୭ଜଣ ଲୋକ ନିଖୋଜ ଅଛନ୍ତି। ମୃତ ୩୩ ଜଣ ଲୋକଙ୍କ ମଧ୍ୟରେ ଆଠଜଣ ସୁରକ୍ଷା ଅଧିକାରୀ ମଧ୍ୟ ସାମିଲ ଅଛନ୍ତି।

ଚିତରାଲ ଜିଲ୍ଲାର ଜଣେ ଅଧିକାରୀ ଆସିଫ୍ ଇକ୍‌ବାଲ କହିଛନ୍ତି ଯେ, ବର୍ଷା ଯୋଗୁଁ ଆସିଥିବା ବନ୍ୟାରେ ଗୋଟିଏ ମସ୍‌ଜିଦ ମଧ୍ୟ ଭାସିଯାଇଛି। ଯେତେବେଳେ ତାହା ଭିତରେ ନମାଜ୍ ପଢାଯାଉଥିଲା।

ରିଲିଫ୍‌ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରାନ୍ତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ଜିଲ୍ଲା ପ୍ରଶାସନ ସହିତ ସମ୍ପର୍କରେ ଅଛି। ପ୍ରାଧିକରଣ ଏକ ବୟାନରେ କହିଛି ଯେ, ବନ୍ୟା ଯୋଗୁଁ ପାଖାପାଖି ୮୨ ଘର ପ୍ରଭାବିତ ହୋଇଛି ଏବଂ ବନ୍ୟା ପ୍ରଭାବିତ ଗ୍ରାମ ଗୁଡିକରେ ଭୋଜନ ଏବଂ ଅନ୍ୟ ଆବଶ୍ୟକୀୟ ବସ୍ତୁ ଯୋଗାଇ ଦେବାପାଇଁ ଚେଷ୍ଟା କରାଯାଉଛି । ଖାଇବରପଖତୁନୱାର ଗଭର୍ଣ୍ଣର ଇକ୍‌ବାଲ ଜଫର ଇକ୍‌ବାଲ ଝାଗରା ଧନ ଜୀବନର କ୍ଷତି ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଅଧିକାରୀମାନଙ୍କୁ ରିଲିଫ୍‌ ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପାକିସ୍ତାନ ତହରୀକ--ଇସାଫର ପ୍ରମୁଖ ଇମ୍‌ରାନ୍ ଖାଁ ମଧ୍ୟ ପୀଡିତ ପରିବାରଙ୍କ ପ୍ରତି ନିଜର ସମ୍ବେଦନା ପ୍ରକାଶ କରିଛନ୍ତି । ଖାଇବର ପଖତୁନୱାରେ ତାଙ୍କ ଦଳର ସରକାର ଅଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story