ଆମେରିକା ସାଂସଦଙ୍କ ସହ ବୈଠକ ବାତିଲ କଲେ ଜୟଶଙ୍କର

ନୂଆଦିଲ୍ଲୀ: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କିଛି ଆମେରିକା ସାଂସଦଙ୍କ ସହ ହେବାକୁ ଥିବା ବୈଠକ ବାତିଲ କରିଛନ୍ତି। ଭାରତ ସରକାରଙ୍କ କଶ୍ମୀର ପଦକ୍ଷେପକୁ ନେଇ ଏହି ସାଂସଦମାନେ ପ୍ରସ୍ତୁତ କରିଥିବା ରିପୋର୍ଟକୁ ନେଇ ଜୟଶଙ୍କର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ଭାରତର ୩୭୦ ଧାରା ଉଚ୍ଛେଦ ପଦକ୍ଷେପକୁ ସମାଲୋଚନା କରିଥିବା ପ୍ରମିଳା ଜୟପାଲ ମଧ୍ୟ ଏ ଗୋଷ୍ଠୀରେ ଥିଲେ। ତେବେ ଏହାକୁ ନେଇ ଚର୍ଚ୍ଚା ପରେ ବୈଦେଶିକ ମନ୍ତ୍ରୀ ଏସ୍‌ […]

s-jayshankar

s-jayshankar

Subrat Kumar Nayak
  • Published: Friday, 20 December 2019
  • Updated: 20 December 2019, 06:17 PM IST

Sports

Latest News

ନୂଆଦିଲ୍ଲୀ: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କିଛି ଆମେରିକା ସାଂସଦଙ୍କ ସହ ହେବାକୁ ଥିବା ବୈଠକ ବାତିଲ କରିଛନ୍ତି। ଭାରତ ସରକାରଙ୍କ କଶ୍ମୀର ପଦକ୍ଷେପକୁ ନେଇ ଏହି ସାଂସଦମାନେ ପ୍ରସ୍ତୁତ କରିଥିବା ରିପୋର୍ଟକୁ ନେଇ ଜୟଶଙ୍କର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ଭାରତର ୩୭୦ ଧାରା ଉଚ୍ଛେଦ ପଦକ୍ଷେପକୁ ସମାଲୋଚନା କରିଥିବା ପ୍ରମିଳା ଜୟପାଲ ମଧ୍ୟ ଏ ଗୋଷ୍ଠୀରେ ଥିଲେ।

ତେବେ ଏହାକୁ ନେଇ ଚର୍ଚ୍ଚା ପରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି, “ମୁଁ ଭାବୁନି ଏହି ରିପୋର୍ଟ ଜମ୍ମୁ କଶ୍ମୀରର ସ୍ଥିତିକୁ ବୁଝିଲା ଭଳି ପ୍ରସ୍ତୂତ ହୋଇଛି। ଭାରତ ସରକାର ପ୍ରକୃତରେ କ’ଣ କରୁଛନ୍ତି ସେଥିରେ ବର୍ଣ୍ଣନା କରାଯାଇନାହିଁ। ମୋର ତାଙ୍କୁ ଭେଟିବାରେ କୌଣସି ଆଗ୍ରହ ନାହିଁ।”

ସେ ଆହୁରି ମଧ୍ୟ କହିଥିଲେ, “ମୋର ଏଭଳି ଲୋକଙ୍କୁ ଭେଟିବାର ଅଛି ଯେଉଁମାନେ ମୁକ୍ତ ଭାବେ ଆଲୋଚନା କରିବାକୁ ଚାହୁଁଥିବେ, କିନ୍ତୁ ସେମାନଙ୍କୁ ନୁହେଁ ଯେଉଁମାନେ ଆଗରୁ ନିଜ ନିଷ୍ପତ୍ତି ସ୍ଥିର କରିସାରିଛନ୍ତି।”

ସୂଚନାଯୋଗ୍ୟ ଯେ, ଜୟପାଲ ଚଳିତ ମାସରେ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସରେ ଏହି ରିପୋର୍ଟ ଦାଖଲ କରିଥିଲେ। ଏହି ରିଜୋଲ୍ୟୁସନ୍‌ରେ ଦାବି କରାଯାଇଥିଲା ଭାରତ ଜମ୍ମୁ-କଶ୍ମୀରରୁ ସମସ୍ତ କଟକଣା ଯଥା ଶୀଘ୍ର ପ୍ରତ୍ୟାହାର କରୁ। ତେବେ ଭାରତ ପକ୍ଷରୁ କୁହାଯାଇଥିଲା, କଶ୍ମୀର ଉପତ୍ୟକାରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ପାକିସ୍ତାନ ପ୍ରୟାସ ଜାରି ରଖିଥିବାରୁ କଟକଣା ଜରୁରୀ ହୋଇ ପଡ଼ିଛି। କଶ୍ମୀର ପ୍ରସଙ୍ଗ ଭଳି ଅନ୍ତରୀଣ ପ୍ରସଙ୍ଗରେ ଅନ୍ୟ କେଉଁ ଦେଶ ମୁଣ୍ଡ ଖେଳାଇପାରିବନି ବୋଲି ଭାରତ ପୂର୍ବରୁ ମତ ସ୍ପଷ୍ଟ କରିସାରିଥିବାବେଳେ ଜୟଶଙ୍କର ଏହାକୁ ଦୋହାରାଇ ଆସିଛନ୍ତି।

ତେବେ ସେ ବୈଠକ ବାତିଲ କରିବା ପରେ ଜୟପାଲ ଟ୍ୱିଟରରେ ଏହାକୁ ସମାଲୋଚନା କରିଛନ୍ତି। ଏହା ତାଙ୍କୁ ବିବ୍ରତ କରିଛି ଏବଂ ଭାରତ ସରକାର ନିଜର ସମାଲୋଚକଙ୍କ କଥା ଶୁଣିବାକୁ ଚାହୁଁନଥିବା ସେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତା ଶଶି ଥରୁର ମଧ୍ୟ ଜୟଶଙ୍କରଙ୍କ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଭାରତ ପରି ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଏହା ଶୋଭନୀୟ ନୁହେଁ। ସେ କହିଛନ୍ତି, “ଆପଣ ଜଣେ ସାମଲୋଚକ ସହ ରାଜି ହୋଇପାରନ୍ତି ବା ନ ହୋଇପାରନ୍ତି। କିନ୍ତୁ ମୁଁ ବିଶ୍ୱାସ କରିପାରୁନି ଜୟଶଙ୍କର ଏଥିପାଇଁ ମନା କରିଛନ୍ତି। ଏହି ଅସହିଷ୍ଣୁତା ଦର୍ଶାଉଛି ବିଜେପି ରାଜନୀତିକ ଭାବେ ବିଫଳ ହେବାରେ ଲାଗିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story