ମୋଦିଙ୍କ ତିନୋଟି ଆହ୍ୱାନକୁ ସମର୍ଥନ କଲେ କଂଗ୍ରେସ ନେତା ଚିଦାମ୍ୱରମ୍

ନୁଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ୱରମ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିନୋଟି ଆହ୍ୱାନକୁ ପ୍ରଶଂସା କରିଛନ୍ତି। ମୋଦି ସରକାରକୁ ସଂସଦ ପାଖରୁ ଆରମ୍ଭ କରି ଗଣମାଧ୍ୟମରେ ସମାଲୋଚନା କରୁଥିବା ଏହି ନେତା ଆଜି ଟୁଇଟ କରି ମୋଦିଙ୍କ ଆହ୍ୱାନଙ୍କୁ ପ୍ରଶଂସା କରିବା ସହିତ ସମସ୍ତେ ଏହି ଆହ୍ୱାନକୁ ଗ୍ରହଣ କରିବା ଉଚିତ୍ ବୋଲି କହିଛନ୍ତି। ଗତକାଲି ସ୍ୱାଧୀନତା ଦିବସ ଅବସରରେ ମୋଦି ଦେଇଥିବା ଭାଷଣର ତିନୋଟି ପ୍ରସଙ୍ଗକୁ ଆଜି ଚିଦାମ୍ବରମ […]

chidambaram

chidambaram

Subhransu Sekhar
  • Published: Friday, 16 August 2019
  • Updated: 16 August 2019, 05:11 PM IST

ନୁଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ୱରମ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିନୋଟି ଆହ୍ୱାନକୁ ପ୍ରଶଂସା କରିଛନ୍ତି। ମୋଦି ସରକାରକୁ ସଂସଦ ପାଖରୁ ଆରମ୍ଭ କରି ଗଣମାଧ୍ୟମରେ ସମାଲୋଚନା କରୁଥିବା ଏହି ନେତା ଆଜି ଟୁଇଟ କରି ମୋଦିଙ୍କ ଆହ୍ୱାନଙ୍କୁ ପ୍ରଶଂସା କରିବା ସହିତ ସମସ୍ତେ ଏହି ଆହ୍ୱାନକୁ ଗ୍ରହଣ କରିବା ଉଚିତ୍ ବୋଲି କହିଛନ୍ତି।

ଗତକାଲି ସ୍ୱାଧୀନତା ଦିବସ ଅବସରରେ ମୋଦି ଦେଇଥିବା ଭାଷଣର ତିନୋଟି ପ୍ରସଙ୍ଗକୁ ଆଜି ଚିଦାମ୍ବରମ ଆଜି ସିରିଜ୍ ଟୁଇଟ କରି ପ୍ରଶଂସା କରିଛନ୍ତି।

https://twitter.com/PChidambaram_IN/status/1162189129540464640

ସେଗୁଡ଼ିକ ହେଲା ୧.ଛୋଟ ପରିବାର ଥିବା ନାଗରିକଙ୍କୁ ଦେଶପ୍ରେମୀ କହିବା।  ୨. ପୁଞ୍ଜି ନିବେଶକାରୀ/ପୁଞ୍ଜି ସୃଷ୍ଟିକାରୀଙ୍କୁ ସମ୍ମାନ ଦେବା ଏବଂ ୩. ସମସ୍ତ ପ୍ଲାଷ୍ଟିକ ସାମଗ୍ରୀକୁ ବର୍ଜ୍ଜନ କରିବା।

ଅନ୍ୟ ଏକ ଟ୍ୱିଟରେ  ଚିଦାମ୍ବରମ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ପୁଞ୍ଜି ସୃଷ୍ଟିକାରୀଙ୍କୁ ସମ୍ମାନ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଓ ଟ୍ୟାକ୍ସ ଅଫିସରମାନେ କାନ ଖୋଲି ଶୁଣିବା ଉଚିତ୍। ଅନ୍ୟ ଦୁଇଟି ପ୍ରସଙ୍ଗ ଜନ ଆନ୍ଦୋଳନରେ ପରିଣତ ହେବା ଦରକାର ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story