ଶକ୍ତିଶାଳୀ ଭୂକମ୍ପରେ ଥରିଲା ଅଧା ମେକ୍ସିକୋ, ୪ ମୃତ

ମେକ୍ସିକୋ ସିଟି: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଅଧା ମେକ୍ସିକୋ ଥରି ଉଠିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ରେକର୍ଡ କରାଯାଇଛି। ଭୂକମ୍ପ ଝଟାକାରେ ଦକ୍ଷିଣପୂର୍ବ ଓ କେନ୍ଦ୍ରୀୟ ମେକ୍ସିକୋ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଏଯାଏ ଭୂକମ୍ପ ଯୋଗୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ବିଭିନ୍ନ ସ୍ଥାନରେ ଖବର ଭାଙ୍ଗି ଯାଇଥିବା ବେଳେ ଏକାଧିକ ବ୍ୟବସାୟିକ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ସ୍ଥାନରେ ଉଦ୍ଧାରକାରୀ ଦଳ ପହଞ୍ଚି କ୍ଷୟକ୍ଷତି ଆକଳନ […]

ed

ed

Hemant Lenka
  • Published: Wednesday, 24 June 2020
  • Updated: 24 June 2020, 08:05 AM IST

Sports

Latest News

ମେକ୍ସିକୋ ସିଟି: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଅଧା ମେକ୍ସିକୋ ଥରି ଉଠିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ରେକର୍ଡ କରାଯାଇଛି। ଭୂକମ୍ପ ଝଟାକାରେ ଦକ୍ଷିଣପୂର୍ବ ଓ କେନ୍ଦ୍ରୀୟ ମେକ୍ସିକୋ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

ଏଯାଏ ଭୂକମ୍ପ ଯୋଗୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ବିଭିନ୍ନ ସ୍ଥାନରେ ଖବର ଭାଙ୍ଗି ଯାଇଥିବା ବେଳେ ଏକାଧିକ ବ୍ୟବସାୟିକ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି।

ବିଭିନ୍ନ ସ୍ଥାନରେ ଉଦ୍ଧାରକାରୀ ଦଳ ପହଞ୍ଚି କ୍ଷୟକ୍ଷତି ଆକଳନ କରିବାରେ ଲାଗିଛନ୍ତି। ହେଲିକପ୍ଟର ଦ୍ୱାରା କେଉଁ ସବୁ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି, ତା’ର ଯାଞ୍ଚ କରାଯାଉଛି।

ଭୂକମ୍ପ ଝଟକା ପରେ ଲୋକମାନେ ପଦାକୁ ଆସି ଭୟରେ ଏଣେତେଣ ଦୌଡ଼ୁ ଥିବା ଜଣାପଡ଼ିଛି। ସେହିପରି ସେମାନେ ଦୀର୍ଘ ସମୟ ଧରି ଖୋଲା ସ୍ଥାନରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ସକାଳ ୧୦.୨୯ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଓକ୍ସାକା।

ଏହାର ତୀବ୍ରତା ୭.୪ ଥିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଆଶଙ୍କା ପ୍ରକାଶ ପାଇଛି। ସେହିପରି ୭.୪ ତୀବ୍ରତାର ଭୂକମ୍ପ ପରେ ପ୍ରାୟ ୧୪୦ ଥର ଛୋଟ ଛୋଟ ଝଟକା ଲୋକମାନେ ଅନୁଭବ କରିଛନ୍ତି। ତେଣୁ ଲୋକଙ୍କ ମଧ୍ୟରେ ପୂରା ଆତଙ୍କ ଖେଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story