ଗଳା ସର୍ଜରୀ ପାଇଁ ସେପ୍ଟେମ୍ବର ୧୩ରେ ବେଙ୍ଗାଲୁରୁ ଯିବେ କ୍ରେଜିୱାଲ

ନୂଆଦିଲ୍ଲୀ:ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ ଗଳା ସର୍ଜରୀ କରିବା ପାଇଁ  ସେପ୍ଟେମ୍ବର ୧୩ ତାରିଖ ଦିନ ବେଙ୍ଗାଲୁରୁ ଯିବେ। ସର୍ଜରୀ ପରେ ସେ ୧୦ଦିନ ଆରାମ କରିବେ। ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି,“ସର୍ଜରୀ କରିବା ପୂର୍ବରୁ କ୍ରେଜିୱାଲ ଚାରି ଦିନ ପାଇଁ  ପଞ୍ଜାବ ଯିବେ।ସେଠି ସେ ବିଧାନସଭା ନିର୍ବାଚନ ନେଇ ଦଳର ନେତାମାନଙ୍କ ସହ ଆଲୋଚନା କରିବେ। ଏହା ସହ ସେ ଏକ ଜନସଭାକୁ ସମ୍ବୋଧନ କରିବେ। ୧୨ତାରିଖ ଦିନ ସର୍ଜରୀ ପାଇଁ ବେଙ୍ଗାଲୁରୁ ଯିବେ। […]

arabida kajriwal

arabida kajriwal

Rakesh Mallick
  • Published: Tuesday, 06 September 2016
  • Updated: 06 September 2016, 02:00 PM IST

Sports

Latest News

ନୂଆଦିଲ୍ଲୀ:ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ ଗଳା ସର୍ଜରୀ କରିବା ପାଇଁ  ସେପ୍ଟେମ୍ବର ୧୩ ତାରିଖ ଦିନ ବେଙ୍ଗାଲୁରୁ ଯିବେ। ସର୍ଜରୀ ପରେ ସେ ୧୦ଦିନ ଆରାମ କରିବେ।

ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି,“ସର୍ଜରୀ କରିବା ପୂର୍ବରୁ କ୍ରେଜିୱାଲ ଚାରି ଦିନ ପାଇଁ  ପଞ୍ଜାବ ଯିବେ।ସେଠି ସେ ବିଧାନସଭା ନିର୍ବାଚନ ନେଇ ଦଳର ନେତାମାନଙ୍କ ସହ ଆଲୋଚନା କରିବେ। ଏହା ସହ ସେ ଏକ ଜନସଭାକୁ ସମ୍ବୋଧନ କରିବେ। ୧୨ତାରିଖ ଦିନ ସର୍ଜରୀ ପାଇଁ ବେଙ୍ଗାଲୁରୁ ଯିବେ। ସର୍ଜରୀ ସାରି ୨୨ ତାରିଖ ଦିନ ସେ ବେଙ୍ଗାଲୁରୁ ଫେରିବାର କାର୍ଯ୍ୟକ୍ରମ ରହିଛି।”

କ୍ରେଜିୱାଲ ସର୍ଜରୀ ପଇଁ ବେଙ୍ଗାଲୁରୁ ଗଲାପରେ ସମସ୍ତ ଦାୟିତ୍ୱ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସମ୍ଭାଳିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos