ଗଡ଼ିଲା “ଗତିମାନ”

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଇତିହାସରେ ମଙ୍ଗଳବାର ଯୋଡ଼ି ହୋଇଛି ଏକ ଆଉ ଏକ ଅଧ୍ୟାୟ। ଗଡ଼ିଛି ଦେଶର ସର୍ବାଧିକ ଦ୍ରୁତଗାମୀ ଟ୍ରେନ୍ “ଗତିମାନ ଏକ୍ସପ୍ରେସ୍”। ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ ଚାଲିବାକୁ ଥିବା ଏହି ଟ୍ରେନ୍‌କୁ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଶୁଭାରମ୍ଭ କରିଛନ୍ତି। “ଗତିମାନ ଏକ୍ସପ୍ରେସ୍‌”କୁ କୁହାଯାଉଛି ଦେଶର ପ୍ରଥମ ସେମି-ହାଇସ୍ପିଡ୍ ଟ୍ରେନ୍। ଦିଲ୍ଲୀର ନିଜାମୁଦ୍ଦିନ ଷ୍ଟେସନରେ “ଗତିମାନ ଏକ୍ସପ୍ରେସ୍‌”ର ଶୁଭାରମ୍ଭ କରି ରେଳ ମନ୍ତ୍ରୀ କହିଥିଲେ,“ଗତିମାନ ଏକ୍ସପ୍ରେସ୍ ସହିତ ମିଶନ୍ ସ୍ପିଡ୍ ଆରମ୍ଭ ହୋଇଯାଇଛି। ଏବେ […]

gatiman

gatiman

Rakesh Mallick
  • Published: Tuesday, 05 April 2016
  • Updated: 05 April 2016, 06:36 AM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଇତିହାସରେ ମଙ୍ଗଳବାର ଯୋଡ଼ି ହୋଇଛି ଏକ ଆଉ ଏକ ଅଧ୍ୟାୟ। ଗଡ଼ିଛି ଦେଶର ସର୍ବାଧିକ ଦ୍ରୁତଗାମୀ ଟ୍ରେନ୍ “ଗତିମାନ ଏକ୍ସପ୍ରେସ୍”। ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ ଚାଲିବାକୁ ଥିବା ଏହି ଟ୍ରେନ୍‌କୁ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଶୁଭାରମ୍ଭ କରିଛନ୍ତି। “ଗତିମାନ ଏକ୍ସପ୍ରେସ୍‌”କୁ କୁହାଯାଉଛି ଦେଶର ପ୍ରଥମ ସେମି-ହାଇସ୍ପିଡ୍ ଟ୍ରେନ୍।

ଦିଲ୍ଲୀର ନିଜାମୁଦ୍ଦିନ ଷ୍ଟେସନରେ “ଗତିମାନ ଏକ୍ସପ୍ରେସ୍‌”ର ଶୁଭାରମ୍ଭ କରି ରେଳ ମନ୍ତ୍ରୀ କହିଥିଲେ,“ଗତିମାନ ଏକ୍ସପ୍ରେସ୍ ସହିତ ମିଶନ୍ ସ୍ପିଡ୍ ଆରମ୍ଭ ହୋଇଯାଇଛି। ଏବେ ସମସ୍ତ ଟ୍ରେନ୍‌ର ଗତି ବଢ଼ା ଯିବ। ଆମ ସରକାର ଟ୍ରେନ୍‌ଗୁଡ଼ିକର ଗତି ବଢ଼ାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି।”

ଏହି ଟ୍ରେନ୍ ଦିଲ୍ଲୀର ହଜରତ ନିଜାମୁଦ୍ଦିନ ଷ୍ଟେସନ୍ ଓ ଆଗ୍ରାର କାଣ୍ଟୋନମେଣ୍ଟ୍ ଷ୍ଟେସନ୍ ମଧ୍ୟରେ ଚଳାଚଳ କରିବ। “ଗତିମାନ ଏକ୍ସପ୍ରେସ୍” ସକାଳ ୮ଟା ୧୦ରେ ନିଜାମୁଦ୍ଦିନ ଷ୍ଟେସନ୍ ଛାଡ଼ିବ ଓ ୯ଟା ୫୦ରେ ଆଗ୍ରାରେ ପହଞ୍ଚିବ। ସନ୍ଧ୍ୟାରେ ୫ଟା ୫୦ ମିନିଟ୍‌ରେ ଏହା ଆଗ୍ରା ଛାଡ଼ିବ ଓ ୭ଟା୩୦ରେ ନିଜାମୁଦ୍ଦିନରେ ପହଞ୍ଚିବ।  ଏହା ସପ୍ତାହରେ ୬ ଦିନ ଚାଲିବ। ଶୁକ୍ରବାର ଦିନ ଏହା ବନ୍ଦ ରହିବ।

ଗୌତମ ଏକ୍ସପ୍ରେସ୍‌ରେ ଦୁଇଟି ଏକ୍‌ଜିକ୍ୟୁଟିଭ୍ ଏସି ଚେୟାର ଓ ଆଠଟି ଏସି କାର୍ ବଗି ରହିଛି। ଏସି ଚେୟାର କାର୍‌ର ଭଡ଼ା ୭୫୦ ଟଙ୍କା ହୋଇଥିବା ବେଳେ ଏକ୍‌ଜିକ୍ୟୁଟିଭ୍ ଏସି ଚେୟାରର ଭଡ଼ା ୧୫୦୦ ଟଙ୍କା ରହିଛି।

ଏହି ଟ୍ରେନ୍‌ର ଯାତ୍ରୀଙ୍କୁ ବିମାନ ଯାତ୍ରୀଙ୍କ ଭଳି ସେବା ପ୍ରଦାନ କରାଯିବ। ବିମାନରେ ଏୟାର ହୋଷ୍ଟେସ୍ ରହୁଥିବା ବେଳେ ଏଥିରେ ଟ୍ରେନ୍ ହୋଷ୍ଟେସ୍ ରହିବେ। ସେମାନେ ଯାତ୍ରୀମାନଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରିବେ। ଯାତ୍ରୀମାନେ ସିଟ୍‌ରେ ବସିବା ପରେ ସେମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦିଆଯିବ। ଯାତ୍ରୀମାନଙ୍କୁ ଉପମା, ମିନି ଦୋସା, ଇଡ୍‌ଲି, ଫଳ ଓ ଚିକେନ୍ ରୋଲ୍ ଆଦି ଦିଆଯିବାର ବ୍ୟବସ୍ଥା ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story