ଜର୍ମାନୀ: ବାର୍ ନିକଟରେ ବୋମା ବିସ୍ଫୋରଣ କରି ମୃତ୍ୟୁବରଣ କଲା ଜଣେ ସିରିୟା ଶରଣାର୍ଥୀ;୧୨ ଆହତ

ବର୍ଲିନ: ଦକ୍ଷିଣ ଜର୍ମାନୀର ଏକ ବାରର ଠିକ୍ ବାହାରେ ଜଣେ ପ୍ରବାସୀ ସିରିୟା ନାଗରିକ ଦ୍ୱାରା ବୋମା ବିସ୍ଫୋରଣରେ ସେ ନିଜେ ମୃତ୍ୟୁବରଣ କରିବା ସହିତ ୧୨ଜଣ ଲୋକ ଆହତ ହୋଇଛନ୍ତି। ଗତ ସପ୍ତାହ ଭିତରେ ବାବେରିଆରେ ଏହା ତୃତୀୟ ଆକ୍ରମଣ। ଜଣେ ଅଧିକାରୀ କହିଛନ୍ତି ଯେ, ୨୭ ବର୍ଷୀୟ ଏହି ବ୍ୟକ୍ତି ଜଣକ କିଛି ସମୟ ଧରି ମାନସିକ ଚିକିତ୍ସାଳୟରେ ରହିଥିଲା। ସେ ଆଂସବାଖ ସହରରେ ଏକ ସଂଗୀତ ସମାରୋହକୁ ଟାର୍ଗେଟ କରିବାକୁ ଚାହୁଁଥିଲା, କିନ୍ତୁ […]

german

german

Rakesh Mallick
  • Published: Monday, 25 July 2016
  • Updated: 04 May 2017, 03:44 PM IST

Sports

Latest News

ବର୍ଲିନ: ଦକ୍ଷିଣ ଜର୍ମାନୀର ଏକ ବାରର ଠିକ୍ ବାହାରେ ଜଣେ ପ୍ରବାସୀ ସିରିୟା ନାଗରିକ ଦ୍ୱାରା ବୋମା ବିସ୍ଫୋରଣରେ ସେ ନିଜେ ମୃତ୍ୟୁବରଣ କରିବା ସହିତ ୧୨ଜଣ ଲୋକ ଆହତ ହୋଇଛନ୍ତି। ଗତ ସପ୍ତାହ ଭିତରେ ବାବେରିଆରେ ଏହା ତୃତୀୟ ଆକ୍ରମଣ।

ଜଣେ ଅଧିକାରୀ କହିଛନ୍ତି ଯେ, ୨୭ ବର୍ଷୀୟ ଏହି ବ୍ୟକ୍ତି ଜଣକ କିଛି ସମୟ ଧରି ମାନସିକ ଚିକିତ୍ସାଳୟରେ ରହିଥିଲା। ସେ ଆଂସବାଖ ସହରରେ ଏକ ସଂଗୀତ ସମାରୋହକୁ ଟାର୍ଗେଟ କରିବାକୁ ଚାହୁଁଥିଲା, କିନ୍ତୁ ତା’ପାଖରେ ପ୍ରବେଶ ଟିକେଟ ନଥିବା କାରଣରୁ ସେ ଏହା କରିପାରି ନ ଥିଲା ।

କ୍ଷେତ୍ରୀୟ ଗୃହ ମନ୍ତ୍ରୀ ଜୋଆକିମ୍ ହରମ୍ୟାନ୍ କହିଛନ୍ତି,“ଏହା ଦୁର୍ଭାଗ୍ୟଜନକ ଯେ ଏହା ତୃତୀୟ ବଡ଼ଧରଣର ଆକ୍ରମଣ, ଯାହାଦ୍ୱାରା ନିଶ୍ଚିତ ରୂପେ ଲୋକଙ୍କ ଭୟ ବଢ଼ିବ। ତଦନ୍ତକାରୀ ଏକଥାକୁ ଅସ୍ୱୀକାର କରିନାହାଁନ୍ତି ଯେ ତାର କୌଣସି ଇସ୍‌ଲାମବାଦୀ ଉଦ୍ଦେଶ୍ୟ ଥିଲା।”

ହରମ୍ୟାନ୍ କହିଛନ୍ତି ଯେ ସେ ଚିନ୍ତିତ ଯେ ଗତ ସପ୍ତାହରେ ହୋଇଥିବା ଘଟଣା ଯୋଗୁଁ ଶରଣର ଅଧିକାର ଦୁର୍ବଳ ହେବ।

ଜର୍ମାନୀରେ ବିଗତ ସପ୍ତାହରେ ଗୋଟିଏ ଟ୍ରେନ୍ ଏବଂ ଏକ ସପିଙ୍ଗ୍ ମଲ୍‌ରେ ଆକ୍ରମଣ ହୋଇଥିଲା।

ଆଂସବାଖ ସହରରେ ମଧ୍ୟସ୍ଥଳରେ ଥିବା ଏକ ବାରର ଠିକ୍ ବାହାରେ କାଲି ରାତି ପାଖାପାଖି ୧୦ଟାରେ (ଭାରତୀୟ ସମୟନୁସାରେ ରାତି ପ୍ରାୟେ ୧.୩୦ଟାରେ) ଏହି ବିସ୍ଫୋରଣ ଘଟି ଥିଲା।

ବିସ୍ଫୋରଣସ୍ଥଳ ସେ ସ୍ଥାନଠାରୁ ଅଧିକ ଦୂର ନୁହେଁ ଯେଉଁ ଠାରେ ସମାରୋହ ପାଇଁ ୨୦୦୦ ଜଣ ଲୋକ ଏକତ୍ର ହୋଇଥିଲେ।

ପୋଲିସ ସହର ମଧ୍ୟରେ ଥିବା ସେହି ଅଞ୍ଚଳକୁ ସିଲ୍ କରିଛି। ସମସ୍ତ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ଅଛି। ବୋମା ବିଶେଷଜ୍ଞ ଏହା ଜାଣିବା ପାଇଁ ଅନୁସନ୍ଧାନ କରୁଛନ୍ତି ଯେ ବିସ୍ଫୋରଣ କେଉଁ କାରଣ ପାଇଁ ହେଲ। ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story