ଆଦିବାସୀ ଆନ୍ଦୋଳନ ଜରିଆରେ ମୋଦି ସରକାରକୁ ଘେରିବେ ରାହୁଲ

ନୂଆଦିଲ୍ଲୀ: ଜମି ଅଧିଗ୍ରହଣ ବିଲ୍ ପ୍ରସଙ୍ଗରେ କୃଷକଙ୍କୁ ସାଥିରେ ନେଇ ସରକାରଙ୍କୁ ଅଡୁଆରେ ପକାଉଥିବା ରହୁଲ ଗାନ୍ଧୀ ଏବେ ଆଦିବାସୀ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ସୂଚନା ଅନୁଯାୟୀ ରାହୁଲ ଗାନ୍ଧୀ ଗୋଟିଏ ଯୋଜନା ତିଆରି କରିଛନ୍ତି। ଯାହା ଦ୍ୱାରା ଆଦିବାସୀ ବହୁଳ ସାତଟି ରାଜ୍ୟରେ ଜଙ୍ଗଲ ଅଧିକାର ଆଇନ୍‌ (ଏଫଆରଏ) ଲାଗୁ କରିବାରେ ବିଜେପିର ରାଜ୍ୟ ଏବଂ କେନ୍ଦ୍ର ସରକାର ଅବହେଳାକୁ ରାହୁଲ ଗାନ୍ଧୀ ପ୍ରସଙ୍ଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ଗୁଡ଼ିକରେ ରାହୁଲଙ୍କ […]

rahul-gandhi

rahul-gandhi

Rakesh Mallick
  • Published: Tuesday, 05 July 2016
  • Updated: 05 July 2016, 06:42 PM IST

Sports

Latest News

ନୂଆଦିଲ୍ଲୀ: ଜମି ଅଧିଗ୍ରହଣ ବିଲ୍ ପ୍ରସଙ୍ଗରେ କୃଷକଙ୍କୁ ସାଥିରେ ନେଇ ସରକାରଙ୍କୁ ଅଡୁଆରେ ପକାଉଥିବା ରହୁଲ ଗାନ୍ଧୀ ଏବେ ଆଦିବାସୀ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

ସୂଚନା ଅନୁଯାୟୀ ରାହୁଲ ଗାନ୍ଧୀ ଗୋଟିଏ ଯୋଜନା ତିଆରି କରିଛନ୍ତି। ଯାହା ଦ୍ୱାରା ଆଦିବାସୀ ବହୁଳ ସାତଟି ରାଜ୍ୟରେ ଜଙ୍ଗଲ ଅଧିକାର ଆଇନ୍‌ (ଏଫଆରଏ) ଲାଗୁ କରିବାରେ ବିଜେପିର ରାଜ୍ୟ ଏବଂ କେନ୍ଦ୍ର ସରକାର ଅବହେଳାକୁ ରାହୁଲ ଗାନ୍ଧୀ ପ୍ରସଙ୍ଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି

ରାଜ୍ୟ ଗୁଡ଼ିକରେ ରାହୁଲଙ୍କ ଅଭିଯାନ ଚାଲିବ ସେନେଇ ସେ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଆଦିବାସୀ ବହୁଳ ରାଜ୍ୟଙ୍କ ମଧ୍ୟରୁ ରାହୁଲ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମହାରାଷ୍ଟକୁ ବାଛିଛନ୍ତି। ପିସିସି ସଭାପତିଙ୍କ ଠାରୁ ଏହି ପ୍ରସଙ୍ଗରେ ରିପୋର୍ଟ ମଗାଯାଇଛି। ଏହା ସହିତ ଏସବୁ ରାଜ୍ୟରେ କାମ କରୁଥିବା ଏନ୍‌ଜିଓଙ୍କ ଠାରୁ ମଧ୍ୟ ରାହୁଲ ରିପୋର୍ଟ ନେଇଛନ୍ତି।

ଏହା ପରେ ଆଦିବାସୀଙ୍କର ଜମି ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗ ଉଠାଯିବ। ଏହା ସହିତ ରାଜ୍ୟର ପ୍ରମୁଖମାନଙ୍କ ଠାରୁ ମଧ୍ୟ ଏହା ବାବଦରେ ରିପୋର୍ଟ ମଗାଯିବ।

କଂଗ୍ରେସ ଉପାଧ୍ୟକ୍ଷ ଅଗଷ୍ଟ ପ୍ରଥମ ସପ୍ତାହରେ ଆନ୍ଧ୍ର ପ୍ରଦେଶରୁ ଏହି ଅଭିଯାନ ଆରମ୍ଭ କରିବେ। ପ୍ରତି ମାସରେ ଦୁଇଟି ରାଜ୍ୟରେ ସମ୍ମିଳନୀ କରାଯିବ ଏବଂ ଆଦିବାସୀମାନଙ୍କୁ ସରକାରଙ୍କ ବିରୋଧରେ ଏକଜୁଟ କରାଯିବ।

ସାତଟି ରାଜ୍ୟରେ ସମ୍ମିଳନୀ କରିବା ପରେ ଆଦିବାସୀଙ୍କର ଏକ ବଡ଼ ରାଲି କରି ମୋଦି ସରକାରଙ୍କୁ ଘେରିବା ପାଇଁ ଯୋଜନା କରାଯାଇଛି। ଏଭଳି ରାଲି ଜମି ଅଧିଗ୍ରହଣ ବିଲ୍ ପ୍ରସଙ୍ଗରେ ମଧ୍ୟ କରାଯାଇଥିଲା

ମୋଦି ସରକାରକୁ ଧନୀ ଲୋକଙ୍କର ଶୁଭାକାଂକ୍ଷୀ ଓ ରାହୁଲ ଗାନ୍ଧୀଙ୍କୁ ଚାଷୀ, ଗରିବ ଓ ଆଦିବାସୀଙ୍କର ତ୍ରାଣକର୍ତ୍ତା ଭାବେ ପ୍ରତିପାଦିତ କରିବା ପାଇଁ କଂଗ୍ରେସ ଚେଷ୍ଟା ଚଳାଇଛି। ଜମି ଅଧିଗ୍ରହଣ ପ୍ରସଙ୍ଗରେ ମୋଦି ସରକାର ପଛ ଘୁଞ୍ଚା ଦେବା କଂଗ୍ରେସକୁ ଆଦିବାସୀଙ୍କ ପାଇଁ ଲଢେଇ କରିବା ପାଇଁ ଶକ୍ତି ଯୋଗାଉଛି। ଏଭଳି କରି ମୋଦି ସରକାରଙ୍କୁ ସେ ସୁଟ-ବୁଟ ସରକାର ବୋଲି ସାବ୍ୟସ୍ତ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story