ଟଙ୍କା ଦେଇ ଲୋକ ଠୁଳ କରାଯାଇପାରିବ: ଗୁଲାମ୍ ନବୀ ଆଜାଦ୍

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଗତକାଲି ଜମ୍ମୁ କଶ୍ମୀରରେ ସାଧାରଣ ଲୋକଙ୍କ ସହ ଖାଦ୍ୟ ଖାଇଥିଲେ। ଯାହାର ଭିଡିଓ ସାମ୍ନାକୁ ଆସିଥିଲା। ଏହି ସମୟରେ ସେ କଶ୍ମୀରବାସୀଙ୍କୁ ସରକାର ଧାରା ୩୭୦ ହଟାଇବା ବାବଦରେ ଅବଗତ କରାଇଥିଲେ। ସୋଶାଲ୍ ମିଡିଆରେ ମଧ୍ୟ ଡୋଭଲଙ୍କ ସାଧାରଣ ଶୈଳୀରେ ଖାଦ୍ୟ ଖାଇବାକୁ ନେଇ ପ୍ରଶଂସା କରାଯାଉଛି। #WATCH: Ghulam Nabi Azad, Congress on pictures of National Security Advisor (NSA) Ajit Doval interacting […]

ajit-doval-gulam-nabi-azad

ajit-doval-gulam-nabi-azad

Subhransu Sekhar
  • Published: Thursday, 08 August 2019
  • Updated: 08 August 2019, 12:20 PM IST

Sports

Latest News

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଗତକାଲି ଜମ୍ମୁ କଶ୍ମୀରରେ ସାଧାରଣ ଲୋକଙ୍କ ସହ ଖାଦ୍ୟ ଖାଇଥିଲେ। ଯାହାର ଭିଡିଓ ସାମ୍ନାକୁ ଆସିଥିଲା। ଏହି ସମୟରେ ସେ କଶ୍ମୀରବାସୀଙ୍କୁ ସରକାର ଧାରା ୩୭୦ ହଟାଇବା ବାବଦରେ ଅବଗତ କରାଇଥିଲେ। ସୋଶାଲ୍ ମିଡିଆରେ ମଧ୍ୟ ଡୋଭଲଙ୍କ ସାଧାରଣ ଶୈଳୀରେ ଖାଦ୍ୟ ଖାଇବାକୁ ନେଇ ପ୍ରଶଂସା କରାଯାଉଛି।

https://twitter.com/ANI/status/1159320804947107841

ତେବେ ଏହି ସାଧାରଣ ଲୋକମାନେ କଶ୍ମୀରର ହୋଇନପାରନ୍ତି କାହାକୁ ବି ଟଙ୍କା ଦେଇ ସାଙ୍ଗରେ ଆଣି ହେବ ବୋଲି ଆଜି କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍ ଆଜି କହିଛନ୍ତି। ସୂଚନାଯୋଗ୍ୟ, ଆଜି ଗୁଲାମ ନବୀ ଆଜାଦ୍ କଶ୍ମୀର ଗସ୍ତରେ ଅଛନ୍ତି। ତେବେ ବିମାନ ବନ୍ଦରରେ ସେ ପହଞ୍ଚିଲା ପରେ ତାଙ୍କୁ ଫେରାଇ ଦିଆଯାଇପାରେ।

ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଏବେ ହାଇଆଲର୍ଟ ଜାରି କରାଯାଇଛି। ଗତକାଲି ଜମ୍ମୁ-କଶ୍ମୀରର ସ୍ଥିତି ଜାଣିବା ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ଏଥିସହ ସେ କିଛି ସ୍ଥାନୀୟ ଲୋକଙ୍କୁ କେନ୍ଦ୍ର ସରକାର ଘୋଷଣା କରିଥିବା ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story