ଗୋଟିଏ ‘ସେଲଫି’ ଧ୍ୱଂସ କରିଦେଲା ଆଇଏସର ମୁଖ୍ୟ କାର୍ଯ୍ୟାଳୟ

ନ୍ୟୁୟର୍କ:ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ) ପାଇଁ କାଳ ହେଲା ସେଲଫି। ଏହାର ଆତଙ୍କୀ ମାନଙ୍କର ସେଲଫି ସଉକ ଯୋଗୁଁ ଧ୍ୱଂସ ହୋଇଗଲା ସଙ୍ଗଠନର ସିରିଆ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ। ଜଣେ ଆତଙ୍କୀ ମୁଖ୍ୟ କାର୍ଯ୍ୟାଳୟର ସେଲଫିକୁ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ। ଆଇଏସର ଧାକ୍ ବିଶ୍ୱବାସୀଙ୍କୁ ଦେଖାଇବା ଉଦ୍ଦେଶ୍ୟରେ ସେ ଏହି ଫଟୋ ଅପଲୋଡ୍ କରିଥିଲା।  କିନ୍ତୁ ଏହା ଆଇଏସ ପାଇଁ ବୁମେରାଂ ସାବ୍ୟସ୍ତ ହେଲା। ଆମେରିକା ସେନା ଏହି ଫଟୋକୁ ତର୍ଜମା କରି ଅନୁମାନ […]

selfi

selfi

Rakesh Mallick
  • Published: Sunday, 07 June 2015
  • Updated: 04 May 2017, 03:45 PM IST

Sports

Latest News

ନ୍ୟୁୟର୍କ:ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ) ପାଇଁ କାଳ ହେଲା ସେଲଫି। ଏହାର ଆତଙ୍କୀ ମାନଙ୍କର ସେଲଫି ସଉକ ଯୋଗୁଁ ଧ୍ୱଂସ ହୋଇଗଲା ସଙ୍ଗଠନର ସିରିଆ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ। ଜଣେ ଆତଙ୍କୀ ମୁଖ୍ୟ କାର୍ଯ୍ୟାଳୟର ସେଲଫିକୁ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ। ଆଇଏସର ଧାକ୍ ବିଶ୍ୱବାସୀଙ୍କୁ ଦେଖାଇବା ଉଦ୍ଦେଶ୍ୟରେ ସେ ଏହି ଫଟୋ ଅପଲୋଡ୍ କରିଥିଲା।  କିନ୍ତୁ ଏହା ଆଇଏସ ପାଇଁ ବୁମେରାଂ ସାବ୍ୟସ୍ତ ହେଲା। ଆମେରିକା ସେନା ଏହି ଫଟୋକୁ ତର୍ଜମା କରି ଅନୁମାନ ଲଗାଇଥିଲା ଯେ, ଏହା ନିଶ୍ଚିତ ଭାବେ ଆଇଏସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବ। କାରଣ ଏହି ସେଲଫିରେ ଆଇଏସର ଉକ୍ତ କାର୍ଯ୍ୟାଳୟ ସହିତ ଅନେକ ଆତଙ୍କବାଦୀ ଉପସ୍ଥିତ ଥିଲେ। ଆଉ ଏହା ସହିତ ୨୪ ଘଣ୍ଟା ମଧ୍ୟରେ ଆଇଏସର ଏହି କୋଠାର ଅବସ୍ଥିତି ନେଇ  ପତ୍ତା ଲଗାଇ ଦେଲା। ତା’ପରେ ଆମେରିକା ସେନା ପକ୍ଷରୁ ଉକ୍ତ କୋଠା ଉପରେ କରାଯାଇଥିଲା ଆକ୍ରମଣ। ଏଥିରେ ଆଇଏସର ଏହି କାର୍ଯ୍ୟାଳୟଟି ସଂପୂର୍ଣ୍ଣ ଭାବେ  ଧ୍ୱଂସ ହୋଇଯାଇଥିଲା।

ଆମେରିକାର ଜଣେ ସେନା ଅଧିକାରୀ କହିଛନ୍ତି ଯେ ଆଇଏସ ପକ୍ଷରୁ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଅପଲୋଡ୍ କରାଯାଉଥିବା ଭିଡିଓ ଓ ଚିତ୍ର ଗୁଡିକୁ ଏକ ବିଶେଷଜ୍ଞ ଟିମ୍ ତର୍ଜମା କରୁଛି। ସେଥିପାଇଁ ଏଥର ଫାନ୍ଦରେ ପଡିଗଲା ଆଇଏସ୍।

ସୂଚନାଯୋଗ୍ୟ,ଆଇଏସ ଏହାର ନୃଶଂସ କାମ ଗୁଡିକୁ ବରାବର ଭାବେ ସୋସିଆଲ ମିଡିଆରେ ଅପଲୋଡ୍ କରି ବିଶ୍ୱବାସୀଙ୍କୁ ଭୟଭୀତ କରିଆସୁଛି। ହେଲେ ଏଥର ସାମାନ୍ୟ ଏକ ସେଲଫି ସଙ୍ଗଠନ ପାଇଁ କାଳ ସାଜିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story