ସରକାର ଆପଣାଇବେ ହଂକଂ ମଡେଲ, ଲୋକଙ୍କ ହାତରେ ବନ୍ଧା ହେବ ରିଷ୍ଟବ୍ୟାଣ୍ଡ

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଭାରତରେ ଚାଲିଥିବା ନିର୍ଣ୍ଣାୟକ ଲଢ଼େଇ ମଧ୍ୟରେ ସରକାର ହଂକଂ ମଡେଲ ଆପଣାଇବାକୁ ଯାଉଛନ୍ତି। ହଂକଂ ଭଳି ସରକାର ଲୋକଙ୍କ ହାତରେ ସର୍ଭେଲାନ୍ସ ରିଷ୍ଟବ୍ୟାଣ୍ଡ ବାନ୍ଧି ସେମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ଯୋଜନା କରିଛନ୍ତି। ଏଥିପାଇଁ ଗୋଟିଏ କମ୍ପାନୀକୁ ଲକ୍ଷାଧିକ ରିଷ୍ଟବ୍ୟାଣ୍ଡ ତିଆରି କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ଅବସ୍ଥାନ, ଶରୀରର ତାପାମାତ୍ରା ଓ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂକୁ ଏହି ରିଷ୍ଟବ୍ୟାଣ୍ଡ ଦ୍ୱାରା ନଜର ରଖାଯାଇ […]

fv

fv

Hemant Lenka
  • Published: Wednesday, 22 April 2020
  • Updated: 22 April 2020, 09:06 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଭାରତରେ ଚାଲିଥିବା ନିର୍ଣ୍ଣାୟକ ଲଢ଼େଇ ମଧ୍ୟରେ ସରକାର ହଂକଂ ମଡେଲ ଆପଣାଇବାକୁ ଯାଉଛନ୍ତି। ହଂକଂ ଭଳି ସରକାର ଲୋକଙ୍କ ହାତରେ ସର୍ଭେଲାନ୍ସ ରିଷ୍ଟବ୍ୟାଣ୍ଡ ବାନ୍ଧି ସେମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ଯୋଜନା କରିଛନ୍ତି।

ଏଥିପାଇଁ ଗୋଟିଏ କମ୍ପାନୀକୁ ଲକ୍ଷାଧିକ ରିଷ୍ଟବ୍ୟାଣ୍ଡ ତିଆରି କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ଅବସ୍ଥାନ, ଶରୀରର ତାପାମାତ୍ରା ଓ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂକୁ ଏହି ରିଷ୍ଟବ୍ୟାଣ୍ଡ ଦ୍ୱାରା ନଜର ରଖାଯାଇ ପାରିବ।

ରିଷ୍ଟବ୍ୟାଣ୍ଡ ପ୍ରକଳ୍ପର ମୂଳ ଲକ୍ଷ୍ୟ ହେଉଛି କ୍ୱାରେଣ୍ଟାଇନରେ ଥିବା ବ୍ୟକ୍ତି, ରୋଗୀଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀ ଓ ଆବଶ୍ୟକ ସେବା ପ୍ରଦାନ କରୁଥିବା ଲୋକଙ୍କ ଗତିବିଧିକୁ ଟ୍ରାକ କରିବା। ଭାରତରେ ବର୍ତ୍ତମାନ ବିଶ୍ୱର ସବୁଠାରୁ ବଡ଼ ଲକଡାଉନ ନିୟମକୁ ପାଳନ କରାଯାଉଛି।

ଆସନ୍ତା ୩ ତାରିଖରେ ଏହି ଅବଧି ଶେଷ ହେବାକୁ ଯାଉଛି। ଏହାପରେ ସଂକ୍ରମଣକୁ ରୋକିବା ଓ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ପାଇଁ ସରକାର ଏଭଳି ବ୍ୟବସ୍ଥା ଆପଣାଇବାକୁ ଯାଉଛନ୍ତି। ଭାରତରେ ବର୍ତ୍ତମାନ ସୁଦ୍ଧା ୨୦ ହଜାରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୬୫୨ ଜଣ ପ୍ରାଣ ହରାଇଛନ୍ତି।

ଲକଡାଉନ କୋହଳ ହେବା ପରେ ଏହି ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହାକୁ ରୋକିବା ପାଇଁ ସରକାର ହଂକଂ ମଡେଲ ଆପଣାଇବାକୁ ଯାଉଛନ୍ତି। ହଂକଂରେ ବିଦେଶୀ ଫେରନ୍ତାକୁ ଟ୍ରାକ କରିବାକୁ ଓ ସେମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ଏଭଳି ରିଷ୍ଟବ୍ୟାଣ୍ଡକୁ କାର୍ଯ୍ୟକାରୀ କରାଯାଇଥିଲା।

ସରକାରଙ୍କ ମାଲିକାନାରେ ଥିବା ବ୍ରଡକାଷ୍ଟ ଇଞ୍ଜିନିୟରିଂ କନ୍ସଲଟାଣ୍ଟସ୍ ଇଣ୍ଡିଆ ଏହି ସର୍ଭେଲାନ୍ସ ରିଷ୍ଟବ୍ୟାଣ୍ଡ ତିଆରି କରିବ। ଆସନ୍ତା ସପ୍ତାହରେ ଡାକ୍ତରଖାନା ଓ ରାଜ୍ୟ ସରକାରଙ୍କୁ ରିଷ୍ଟବ୍ୟାଣ୍ଡର ଡିଜାଇନ୍ ପ୍ରଦାନ କରାଯିବ। ଏହାପରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

କମ୍ପାନୀର ଚେୟାରମ୍ୟାନ୍ ଜର୍ଜ କୁରୁଭିଲ୍ଲା କହିଛନ୍ତି, ମେ ମାସରେ ରିଷ୍ଟବ୍ୟାଣ୍ଡ ନିର୍ମାଣ କାମ ଶେଷ ହେବ। ଏଥିରେ ଆପ ଜରିଆରେ ତଥ୍ୟ ସଂଗ୍ରହ କରିବାର ବ୍ୟବସ୍ଥା ରହିଛି। ରିଷ୍ଟବ୍ୟାଣ୍ଡ ଦ୍ୱାରା ଉଭୟ ଘରେ ଏବଂ ଡାକ୍ତରଖାନାରେ କ୍ୱାରେଣ୍ଟାଇନ ହୋଇଥିବା ରୋଗୀଙ୍କ ଗତିବିଧି ଏବଂ ଶରୀରର ତାପମାତ୍ରା ଉପରେ ନଜର ରଖାଯାଇ ପାରିବ।

ଯଦି ରୋଗୀମାନେ ସେମାନଙ୍କ କ୍ୱାରେଣ୍ଟାଇନ ଜୋନ୍ ବାହାରକୁ ଯାଆନ୍ତି, ତେବେ ଏହା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏକ ସତର୍କ ସୂଚନା ପଠାଇବ। ଡିଭାଇସରେ ଏକ ଜରୁରୀକାଳୀନ ବଟନ୍ ମଧ୍ୟ ରହିବ ଯାହାକି ରୋଗୀମାନେ ସାହାଯ୍ୟ ପାଇଁ ବ୍ୟବହାର କରିପାରିବେ। ସ୍ୱାସ୍ଥ୍ୟକର୍ମୀମାନେ ଜରୁରୀ କାଳୀନ ସେବା ଯୋଗାଉଥିବା ବେଳେ ଏହି ରିଷ୍ଟବ୍ୟାଣ୍ଡ ସେମାନଙ୍କୁ ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନ ଓ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବ।

ଜଣେ ସଂକ୍ରମିତ ଲୋକ କେଉଁ ସବୁ ଅଞ୍ଚଳରେ ବୁଲିଛି, କେଉଁ ରାସ୍ତାରେ ଯାଇଛି ସେକଥା ମଧ୍ୟ ରିଷ୍ଟବ୍ୟାଣ୍ଡ ଦ୍ୱାରା ଜାଣିହେବ। ଯଦି ଜଣେ ବ୍ୟକ୍ତି ଏହି ରିଷ୍ଟବ୍ୟାଣ୍ଡ ପିନ୍ଧିଛନ୍ତି, ତା’ହେଲେ ତାଙ୍କ ଆଖପାଖରେ କିଏ ସଂକ୍ରମିତ କି ନାହିଁ, ସେକଥା ମଧ୍ୟ ଜଣାପଡ଼ିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story