ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସ୍ୱୀକାରୋକ୍ତି

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚରମ ସୀମାରେ। ଏହାକୁ ନଜରରେ ରଖି କେନ୍ଦ୍ର ସରକାର ବଡ଼ ସ୍ୱୀକାରୋକ୍ତି କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଚର ହର୍ଷବର୍ଦ୍ଧନ ମାନିଛନ୍ତି ଯେ ଦେଶରେ କରୋନା ଏବେ ଗୋଷ୍ଠୀ ସଂକ୍ରମଣର ପରିଣତ ହୋଇଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୭୫ ଲକ୍ଷକୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ୧.୧୪ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଦେଶରେ ଏବେବି ୮ ଲକ୍ଷରୁ କମ୍ କରୋନାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏହି ସମୟରେ କେନ୍ଦ୍ର […]

harsh mamata

harsh mamata

Subhransu Sekhar
  • Published: Sunday, 18 October 2020
  • Updated: 18 October 2020, 07:57 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚରମ ସୀମାରେ। ଏହାକୁ ନଜରରେ ରଖି କେନ୍ଦ୍ର ସରକାର ବଡ଼ ସ୍ୱୀକାରୋକ୍ତି କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଚର ହର୍ଷବର୍ଦ୍ଧନ ମାନିଛନ୍ତି ଯେ ଦେଶରେ କରୋନା ଏବେ ଗୋଷ୍ଠୀ ସଂକ୍ରମଣର ପରିଣତ ହୋଇଛି।

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୭୫ ଲକ୍ଷକୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ୧.୧୪ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଦେଶରେ ଏବେବି ୮ ଲକ୍ଷରୁ କମ୍ କରୋନାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏହି ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଚର ହର୍ଷବର୍ଦ୍ଧନ ଗୋଷ୍ଠୀ ସଂକ୍ରମଣ ହୋଇଥିବା ମାନିଛନ୍ତି। ତେବେ ଗୋଷ୍ଠୀ ସଂକ୍ରମଣ ସାରା ଦେଶରେ ହୋଇନି ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହାର ପ୍ରଭାବ କେବଳ କେତେକ ରାଜ୍ୟର ଜିଲ୍ଲାରେ ହୋଇଛି ବୋଲି ସେ କହିଛନ୍ତି।

'ରବିବାର ସମ୍ୱାଦ' କାର୍ଯ୍ୟକ୍ରମରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଏଭଳି କହିଛନ୍ତି। ତାଙ୍କୁ ପଚରାଯାଇଥିଲା ଯେ, 'ମମତା ବାନାର୍ଜୀ କହିଛନ୍ତି ରାଜ୍ୟରେ କରୋନା ଗୋଷ୍ଠୀ ସଂକ୍ରମଣରେ ପରିଣତ ହୋଇଛି। ଏହା ଅନ୍ୟ ରାଜ୍ୟମାନଙ୍କରେ ଏଭଳି ସ୍ଥିତି ରହିଛି କି?

ଏହାପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ, ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟରେ ବିଶେଷ ଭାବରେ କରୋନା ଗୋଷ୍ଠୀ ସଂକ୍ରମଣରେ ପରିଣତ ହୋଇଛି। କିନ୍ତୁ ଏହା ଅଳ୍ପ ରାଜ୍ୟରେ ଓ କିଛି ଅଞ୍ଚଳରେ ସୀମିତ ରହିଛି।

ସୂଚନାଯୋଗ୍ୟ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପୂର୍ବରୁ ଅନେକ ବିଶେଷଜ୍ଞ ପୂର୍ବରୁ କହିଥିଲେ ଯେ ଦେଶରେ କରୋନା ଗୋଷ୍ଠୀ ସଂକ୍ରମିତ ହୋଇଛି। କିନ୍ତୁ ସରକାର ଏବେ ସରକାର ଏହାକୁ ପ୍ରଥମ ଥର ପାଇଁ ଏବେ ମାନିଛନ୍ତି।
କିଛି ଦିନ ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତ ବାନାର୍ଜୀ ଦୁର୍ଗା ପୂଜା ସମୟରେ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଥିଲେ। ଲୋକମାନେ କୋଭିଡ -୧୯ ସୁରକ୍ଷା ପ୍ରୋଟୋକଲକୁ କଡାକଡି ପାଳନ କରିବା ଆବଶ୍ୟକ। ରାଜ୍ୟରେ ଏହି ମହାମାରୀ ଗୋଷ୍ଠୀ ସଂକ୍ରମିତ ହୋଇଥିବାର ଆଶଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story