ଇଲେକ୍ଟ୍ରି ଚାଳିତ ଯାନବାହନ ପାଇଁ ମାଗଣାରେ ରେଜିଷ୍ଟ୍ରେସନ!

ନୂଆଦିଲ୍ଲୀ: ଇଲେକ୍ଟ୍ରୀ ଚାଳିତ ଯାନବାହନକୁ ଲୋକପ୍ରିୟ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ସଡ଼କ ପରିବହନ ମନ୍ତ୍ରଣାଳୟ ଦୁଇ ଚକିଆ ଗାଡି, କାର ଆଦିରେ ରେଜିଷ୍ଟ୍ରେସନ, ପୁନଃ ରେଜିଷ୍ଟ୍ରେସନ ନିଃଶୁଳ୍କ କରିବା ପାଇଁ ପ୍ରସ୍ତାବ ଦେଇଛି। ୨୦୩୦ ସୁଦ୍ଧା ଦେଶରେ କିଭଳି ଅଧିକରୁ ଅଧିକ ଇଲେକ୍ଟ୍ରି ଚାଳିତ ଯାନବାହନ ଚାଲିବ, ସେନେଇ ସରକାର ଚିନ୍ତା କରୁଛନ୍ତି। ଏଥିପାଇଁ ମୋଟର ଯାନ ଆଇନ ୧୯୮୯ର ସଂଶୋଧନ କରାଯିବ ବୋଲି ଜଣାପଡ଼ିଛି। ବୁଧବାର ସଡ଼କ […]

ELECTRIC CAR

ELECTRIC CAR

Subhransu Sekhar
  • Published: Thursday, 20 June 2019
  • Updated: 20 June 2019, 12:28 PM IST

Sports

Latest News

ନୂଆଦିଲ୍ଲୀ: ଇଲେକ୍ଟ୍ରୀ ଚାଳିତ ଯାନବାହନକୁ ଲୋକପ୍ରିୟ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ସଡ଼କ ପରିବହନ ମନ୍ତ୍ରଣାଳୟ ଦୁଇ ଚକିଆ ଗାଡି, କାର ଆଦିରେ ରେଜିଷ୍ଟ୍ରେସନ, ପୁନଃ ରେଜିଷ୍ଟ୍ରେସନ ନିଃଶୁଳ୍କ କରିବା ପାଇଁ ପ୍ରସ୍ତାବ ଦେଇଛି।
୨୦୩୦ ସୁଦ୍ଧା ଦେଶରେ କିଭଳି ଅଧିକରୁ ଅଧିକ ଇଲେକ୍ଟ୍ରି ଚାଳିତ ଯାନବାହନ ଚାଲିବ, ସେନେଇ ସରକାର ଚିନ୍ତା କରୁଛନ୍ତି। ଏଥିପାଇଁ ମୋଟର ଯାନ ଆଇନ ୧୯୮୯ର ସଂଶୋଧନ କରାଯିବ ବୋଲି ଜଣାପଡ଼ିଛି। ବୁଧବାର ସଡ଼କ ପରିବବନ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ପ୍ରକାଶ କରି ଏହି ସୂଚନା ଦେଇଛି। ଯେଉଁଥିରେ ରେଜିଷ୍ଟ୍ରେସନ ନିଃଶୁଳ୍କ କରାଯାଉ ବୋଲି ପ୍ରସ୍ତାବ ଦିଆଯାଇଛି।
ଦେଶରେ ବଢ଼ୁଥିବା ପେଟ୍ରୋଲ ଓ ଡିଜେଲ ଦର ସାଙ୍ଗକୁ ପ୍ରଦୂଷଣରୁ ମୁକ୍ତି ପାଇଁ ସରକାର ଇଲେକ୍ଟ୍ରି ଯାନ ବାହନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story