ପଠାନକୋଟ ଆର୍ମି ବେସ୍‌ ଉପରକୁ ଗ୍ରେନେଡ ମାଡ଼

ପଠାନକୋଟ: ପଞ୍ଜାବରେ ଥିବା ଦେଶର ଅନ୍ୟତମ ବୃହତ୍ତ ଆର୍ମି ବେସ୍‌ ପଠାନକୋଟ ଆର୍ମି ବେସ୍‌  ଉପରକୁ ଗ୍ରେନେଡ ଫିଙ୍ଗିଲେ ଅଜ୍ଞାତ ବ୍ୟକ୍ତି । ଏହି  ଗ୍ରେନେଡ ମାଡ଼ରେ କେହି ଆହତ ହୋଇ ନ ଥିବା ଜଣାଯାଇଛି। ଧୀରପୁଲ ନିକଟରେ ଥିବା ଆର୍ମିର ତ୍ରିବେଣୀ ଗେଟ୍‌ ନିକଟରେ ଏହି ଘଟଣା ଘଟିଥିବା ଜଣାଯାଇଛି। ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି, ଆଜି ସକାଳୁ ସକାଳୁ ତ୍ରିବେଣୀ ଫାଟକ ନିକଟରେ ଏକ ବିବାହ ଶୋଭାଯାତ୍ରା  ଅତିକ୍ରମ କରୁଥିଲା। ଏହି ସମୟରେ  ୨ ଅଜଣା […]

attack

attack

Niharika Rout
  • Published: Monday, 22 November 2021
  • Updated: 22 November 2021, 09:03 AM IST

Sports

Latest News

ପଠାନକୋଟ: ପଞ୍ଜାବରେ ଥିବା ଦେଶର ଅନ୍ୟତମ ବୃହତ୍ତ ଆର୍ମି ବେସ୍‌ ପଠାନକୋଟ ଆର୍ମି ବେସ୍‌  ଉପରକୁ ଗ୍ରେନେଡ ଫିଙ୍ଗିଲେ ଅଜ୍ଞାତ ବ୍ୟକ୍ତି । ଏହି  ଗ୍ରେନେଡ ମାଡ଼ରେ କେହି ଆହତ ହୋଇ ନ ଥିବା ଜଣାଯାଇଛି। ଧୀରପୁଲ ନିକଟରେ ଥିବା ଆର୍ମିର ତ୍ରିବେଣୀ ଗେଟ୍‌ ନିକଟରେ ଏହି ଘଟଣା ଘଟିଥିବା ଜଣାଯାଇଛି।

ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି, ଆଜି ସକାଳୁ ସକାଳୁ ତ୍ରିବେଣୀ ଫାଟକ ନିକଟରେ ଏକ ବିବାହ ଶୋଭାଯାତ୍ରା  ଅତିକ୍ରମ କରୁଥିଲା। ଏହି ସମୟରେ  ୨ ଅଜଣା ବ୍ୟକ୍ତି ଏକ ବାଇକ୍‌ରେ ପହଞ୍ଚି ଏକ ଗ୍ରେନେଡକୁ ଆର୍ମୀ ଗେଟ୍‌ ଭିତରକୁ ଫୋପାଡ଼ି ଆଖି ପିଛୁଳାକେ ଫେରାର ହୋଇ ଯାଇଥିଲେ।

ଏହି ଆକ୍ରମଣରେ କେହି ଆହତ ହୋଇ ନାହାନ୍ତି।  ସ୍ଥାନୀୟ ପୋଲିସ କର୍ମଚାରୀଙ୍କ ଦ୍ୱାରା ଗ୍ରେନେଡର କିଛି ଅଂଶ ଉଦ୍ଧାର କରାଯାଇ ଘଟଣାରୂ ଖୋଲତାଡ଼ କରାଯାଉଛି। ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ ବୋଲି ପୁଲିସ୍‌ ସୂତ୍ରରୁ ପ୍ରକାଶ । ତେବେ କିଏ ଓ କାହିଁକି ଏପରି ଆକ୍ରମଣ ଘଟାଇଲା ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌ । ଏପରିକି ସବୁ ଚେକ୍‌ ପୋଷ୍ଟରେ ପୁଲିସ୍‌ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇ ଚେକିଂକୁ କଡ଼ାକଡ଼ି କରାଯାଉଛି।

ସୂଚନାଯୋଗ୍ୟ,  ପୂର୍ବରୁ ବି ପଠାନକୋଟ ଆତଙ୍କବାଦୀଙ୍କ ଟାର୍ଗେଟରେ ରହି ଆସିଛି। ୫ ବର୍ଷ ପୂର୍ବେ ପାଥାନକୋଟ ବାୟୁସେନା ଷ୍ଟେସନ ଉପରେ  ୬ଜଣ ସଶସ୍ତ୍ର ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏଥିରେ ୭ ଜଣ ସୁରକ୍ଷା କର୍ମୀ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story