ହାମିଦଙ୍କୁ ଜେଲରୁ ମୁକ୍ତ ପାଇଁ ମୋଦି ଓ ସୁଷମାଙ୍କ ନିକଟରେ  ଗୁହାରି କରିବେ ତାଙ୍କ ମାଆ

ନୂଆଦିଲ୍ଲୀ: ପାକିସ୍ତାନର ପେଶାୱର ଜେଲରେ ଥିବା ହାମିଦ ଅନସାରୀଙ୍କୁ  ମୁକ୍ତ କରିବାପାଇଁ ତାଙ୍କ ମାଆ ଫୌଜିଆ ଅନସାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ  ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ  ଦେଖାକରି ଗୁହାରି କରିବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ମୋଦି ଓ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଫିସରୁ ତାଙ୍କୁ କୌଣସି ଉତ୍ତର ମିଳିନାହିଁ। ହାମିଦଙ୍କ ମାଆ କହିଛନ୍ତି,“ ପାକିସ୍ତାନ ଜେଲରେ ହାମିଦଙ୍କ ଚାରିବର୍ଷ ସଜା ପୁରା ହୋଇ […]

hamid

hamid

Rakesh Mallick
  • Published: Wednesday, 10 August 2016
  • Updated: 10 August 2016, 02:25 PM IST

ନୂଆଦିଲ୍ଲୀ: ପାକିସ୍ତାନର ପେଶାୱର ଜେଲରେ ଥିବା ହାମିଦ ଅନସାରୀଙ୍କୁ  ମୁକ୍ତ କରିବାପାଇଁ ତାଙ୍କ ମାଆ ଫୌଜିଆ ଅନସାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ  ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ  ଦେଖାକରି ଗୁହାରି କରିବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ମୋଦି ଓ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଫିସରୁ ତାଙ୍କୁ କୌଣସି ଉତ୍ତର ମିଳିନାହିଁ।

ହାମିଦଙ୍କ ମାଆ କହିଛନ୍ତି,“ ପାକିସ୍ତାନ ଜେଲରେ ହାମିଦଙ୍କ ଚାରିବର୍ଷ ସଜା ପୁରା ହୋଇ ସାରିଥିବା ବେଳେ ତାଙ୍କୁ ପାକିସ୍ତାନ ଜେଲରୁ ମୁକ୍ତ କରାଯାଉନାହିଁ। ହାମିଦକୁ ଦେଖାକରିବା ପାଇଁ ପାକିସ୍ତାନ ଯିବାପାଇଁ ବହୁଥର ଚେଷ୍ଟା କରିଛି କିନ୍ତୁ ମୋତେ ଭିସା ମିଳୁନାହିଁ। ଭାରତୀୟ ନାଗରିକ ହୋଇଥିବାରୁ ଜେଲରେ ମୋ ପୁଅ ଉପରେ ଅତ୍ୟାଚାର କରାଯାଉଛି। ପ୍ରଧାନମନ୍ତ୍ରୀ  ମୋଦି ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ମୋ ପୁଅକୁ ପାକିସ୍ତାନ ଜେଲରୁ ମୁକ୍ତ କରିବେ ବୋଲି  ମୁଁ ଆଶା ରଖିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story