ଘୃଣା ମନ୍ତବ୍ୟର ଶୁଣାଣି କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ସାଂପ୍ରଦାୟିକ ହିଂସା ପୂର୍ବରୁ ଘୃଣା ଓ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିବା ରାଜନେତାଙ୍କ ବିରୋଧରେ ଏଫଆଇଆର ହେବ କି ନାହିଁ, ତା’ର ଶୁଣାଣି ଦିଲ୍ଲୀ ହାଇକୋର୍ଟ କରିବେ। ଆଜି ସୁପ୍ରିମକୋର୍ଟ ଏଥିପାଇଁ ଦିଲ୍ଲୀ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିବା ନେତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ଦାବିରେ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ହୋଇଥିଲା। ଏବେ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଏହାର ଶୁଣାଣି କରିବେ। ପୂର୍ବରୁ […]

g

g

Hemant Lenka
  • Published: Wednesday, 04 March 2020
  • Updated: 04 March 2020, 03:43 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ସାଂପ୍ରଦାୟିକ ହିଂସା ପୂର୍ବରୁ ଘୃଣା ଓ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିବା ରାଜନେତାଙ୍କ ବିରୋଧରେ ଏଫଆଇଆର ହେବ କି ନାହିଁ, ତା’ର ଶୁଣାଣି ଦିଲ୍ଲୀ ହାଇକୋର୍ଟ କରିବେ। ଆଜି ସୁପ୍ରିମକୋର୍ଟ ଏଥିପାଇଁ ଦିଲ୍ଲୀ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିବା ନେତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ଦାବିରେ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ହୋଇଥିଲା।

ଏବେ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଏହାର ଶୁଣାଣି କରିବେ। ପୂର୍ବରୁ ଏଫଆଇଆର ରୁଜୁ ପାଇଁ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଆବେଦନ ହୋଇଥିଲା। କିନ୍ତୁ ହାଇକୋର୍ଟ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଦିଲ୍ଲୀ ପୁଲିସ୍ ଓ କେନ୍ଦ୍ର ସରକାରଙ୍କୁ ପକ୍ଷ ରଖିବା ପାଇଁ ୪ ସପ୍ତାହର ସମୟ ଦେଇଥିଲେ। ଏବେ ସୁପ୍ରିମକୋର୍ଟ ଶୁକ୍ରବାର ଠାରୁ ଶୁଣାଣି ଆରମ୍ଭ କରିବା ପାଇଁ କହିଛନ୍ତି।

ଆବେଦନକାରୀ ହର୍ଷ ମେଣ୍ଡର ଓ ଫାରହ ନକଭୀ ଘୃଣା ମନ୍ତବ୍ୟ ଦେଇଥିବା ବିଜେପି ନେତା କପିଲ ମିଶ୍ରା, ଅନୁରାଗ ଠାକୁର ଓ ପରଭେଶ ବର୍ମାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ନିବେଦନ କରିଥିଲେ। ଦିଲ୍ଲୀ ହାଇକୋର୍ଟ ଶୁଣାଣିକୁ ଘୁଞ୍ଚାଇ ଦେବାରୁ ଏହା ବିରୋଧରେ ଶେଖ ମୁଜାତବ ଫାରୁକ ଓ ଉତ୍ତର ପୂର୍ବ ଦିଲ୍ଲୀର ଅନ୍ୟ ୮ ଜଣ ଲୋକ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ଆଜି ଶୁଣାଣି ବେଳେ ସଲିସିଟିର ଜେନେରାଲ ତୁଷାର ମେହେଟା ଶୁକ୍ରବାର ଶୁଣାଣି ଆରମ୍ଭକୁ ବିରୋଧ କରିଥିଲେ। ସେ କହିଥିଲେ, “ଗତ ୩ ଦିନ ହେଲାଣି ଦିଲ୍ଲୀରେ କୌଣସି ପ୍ରକାରର ହିଂସାକାଣ୍ଡ ଘଟିନାହିଁ। ତେଣୁ ତରବରିଆ ଭାବେ ଶୁଣାଣି କରିବାର ଆବଶ୍ୟକ ନାହିଁ।”

ଏହାର ଜବାବରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସଏ ବୋବଡେ କହିଥିଲେ ଯେ ହିଂସା ଥମି ଯିବାର ଅର୍ଥ ନୁହେଁ ଯେ କୋର୍ଟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ।

ଗତ ସପ୍ତାହରେ ଦିଲ୍ଲୀରେ ସାଂପ୍ରଦାୟିକ ହିଂସା ଘଟିଥିଲା। ଏଥିରେ ୪୮ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story