ଆଫଗାନ୍‌ ତାଲିବାନ୍‌ର ନେତୃତ୍ୱ ନେବେ ହାଇବାତୁଲ୍ଲାହା ଅଖୁନ୍ଦଜାଦା

କାବୁଲ: ଗୁରୁବାର ଆଫ୍‌ଗାନ୍‌ ତାଲିବାନ୍‌ର ପୂର୍ବତନ ମୁଖ୍ୟ ମୁଲ୍ଲା ଅଖତାର ମନ୍‌ସୁର ଆମେରିକାର ଡ୍ରୋନ୍‌ ଆକ୍ରମଣରେ ମୃତ୍ୟୁ ଘଟିବା ନେଇ ସ୍ପଷ୍ଟ ହେବା ପରେ ଆଜି ତାଲିବାନ୍‌ର ଆଉ ଜଣେ ନେତା ନେତୃତ୍ୱ ନେଇଛନ୍ତି। ତାଙ୍କ ନାଁ  ହାଇବାତୁଲ୍ଲାହା ଅଖୁନ୍ଦଜାଦା। ପାକିସ୍ତାନରେ ତାଲିବାନର ମୁଖ୍ୟ ମନୋନୟନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ହାଇବାତୁଲ୍ଲାହା ଅଖୁନ୍ଦଜାଦାଙ୍କୁ ତାଲିବାନ୍‌ ମୁଖ୍ୟ ଭାବେ ମନୋନୟନ କରାଯାଇଛି। ସୂଚନାଯୋଗ୍ୟ,ଗତ ଶନିବାର ଦିନ ପାକିସ୍ତାନ ମଧ୍ୟରେ ପ୍ରଥମ ଥର ପାଇଁ […]

akhundzda

akhundzda

Rakesh Mallick
  • Published: Wednesday, 25 May 2016
  • Updated: 04 May 2017, 03:44 PM IST

କାବୁଲ: ଗୁରୁବାର ଆଫ୍‌ଗାନ୍‌ ତାଲିବାନ୍‌ର ପୂର୍ବତନ ମୁଖ୍ୟ ମୁଲ୍ଲା ଅଖତାର ମନ୍‌ସୁର ଆମେରିକାର ଡ୍ରୋନ୍‌ ଆକ୍ରମଣରେ ମୃତ୍ୟୁ ଘଟିବା ନେଇ ସ୍ପଷ୍ଟ ହେବା ପରେ ଆଜି ତାଲିବାନ୍‌ର ଆଉ ଜଣେ ନେତା ନେତୃତ୍ୱ ନେଇଛନ୍ତି। ତାଙ୍କ ନାଁ  ହାଇବାତୁଲ୍ଲାହା ଅଖୁନ୍ଦଜାଦା।

ପାକିସ୍ତାନରେ ତାଲିବାନର ମୁଖ୍ୟ ମନୋନୟନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ହାଇବାତୁଲ୍ଲାହା ଅଖୁନ୍ଦଜାଦାଙ୍କୁ ତାଲିବାନ୍‌ ମୁଖ୍ୟ ଭାବେ ମନୋନୟନ କରାଯାଇଛି।

ସୂଚନାଯୋଗ୍ୟ,ଗତ ଶନିବାର ଦିନ ପାକିସ୍ତାନ ମଧ୍ୟରେ ପ୍ରଥମ ଥର ପାଇଁ ଆମେରିକା ଡ୍ରୋନ ଆକ୍ରମଣ କରି ତାଲିବାନ୍‌ ମୁଖ୍ୟଙ୍କୁ ମାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story