ଟେକ୍ସାସ୍‌: ହଟ୍‌ ବେଲୁନ୍‌ ବିସ୍ଫୋରଣ, ୧୬ ମୃତ

ଟେକ୍ସାସ୍‌: ଆମେରିକାର କେନ୍ଦ୍ରୀୟ ଟେକ୍ସାସ୍‌ର ଉପକଣ୍ଠରେ ଏକ ହଟ୍‌ ବେଲୁନ୍‌ ବିସ୍ଫୋରଣ ଘଟି ମକା କ୍ଷେତରେ ଖସିପଡିବାରୁ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କର ପରିଚୟ ମିଳିପାରି ନ ଥିବା ବେଳେ କେଉଁ କାରଣରୁ ବିସ୍ଫୋରଣ ହେଲା ସ୍ପଷ୍ଟ ହୋଇନାହିଁ। ଲକ୍‌ହାର୍ଟ ସହର ଉପରେ ହଟ୍ ବେଲୁନ୍‌ଟି ଯାଉଥିବା ବେଳେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଫଳରେ ବେଲୁନ୍‌ ସହ ଶବଗୁଡିକ ଖଣ୍ଡବିଖଣ୍ଡିତ ହୋଇ ମକା କ୍ଷେତରେ ପଡିଥିଲା। ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ […]

Hot Air Ballo

Hot Air Ballo

Rakesh Mallick
  • Published: Sunday, 31 July 2016
  • Updated: 04 May 2017, 03:44 PM IST

Sports

Latest News

ଟେକ୍ସାସ୍‌: ଆମେରିକାର କେନ୍ଦ୍ରୀୟ ଟେକ୍ସାସ୍‌ର ଉପକଣ୍ଠରେ ଏକ ହଟ୍‌ ବେଲୁନ୍‌ ବିସ୍ଫୋରଣ ଘଟି ମକା କ୍ଷେତରେ ଖସିପଡିବାରୁ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କର ପରିଚୟ ମିଳିପାରି ନ ଥିବା ବେଳେ କେଉଁ କାରଣରୁ ବିସ୍ଫୋରଣ ହେଲା ସ୍ପଷ୍ଟ ହୋଇନାହିଁ।

ଲକ୍‌ହାର୍ଟ ସହର ଉପରେ ହଟ୍ ବେଲୁନ୍‌ଟି ଯାଉଥିବା ବେଳେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଫଳରେ ବେଲୁନ୍‌ ସହ ଶବଗୁଡିକ ଖଣ୍ଡବିଖଣ୍ଡିତ ହୋଇ ମକା କ୍ଷେତରେ ପଡିଥିଲା।

ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story