ପର ପୁରୁଷ ପାଖରେ ପତ୍ନୀକୁ ଦେଖି ଏମିତି କାମ କଲା ସ୍ୱାମୀ

ବେଙ୍ଗାଲୁରୁ: କର୍ଣ୍ଣାଟକର ଚିକମାଗାଲୁରୁ ଠାରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିବା ପରେ କଟା ମୁଣ୍ଡଟିକୁ ଧରି ୨୦ କିମି ଦୂରରେ ଥିବା ପୁଲିସ୍‌ ଷ୍ଟେସନ୍‌ରେ ଆତ୍ମସମର୍ପଣ କରିଛନ୍ତି।  ତେବେ ନିଜ ପତ୍ନୀଙ୍କୁ ପର ପୁରୁଷ ପାଖରେ, ତା’ ପୁଣି ଅସଂଯତ ଅବସ୍ଥାରେ ଦେଖି ସ୍ୱାମୀ ଜଣଙ୍କ ଏଭଳି ଘଟଣା ଘଟାଇଥିବା ସ୍ୱୀକାର କରିଛନ୍ତି। ପୁଲିସ୍‌ ତାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି। […]

gh1

gh1

Hemant Lenka
  • Published: Monday, 10 September 2018
  • Updated: 10 September 2018, 02:14 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକର ଚିକମାଗାଲୁରୁ ଠାରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିବା ପରେ କଟା ମୁଣ୍ଡଟିକୁ ଧରି ୨୦ କିମି ଦୂରରେ ଥିବା ପୁଲିସ୍‌ ଷ୍ଟେସନ୍‌ରେ ଆତ୍ମସମର୍ପଣ କରିଛନ୍ତି। 
ତେବେ ନିଜ ପତ୍ନୀଙ୍କୁ ପର ପୁରୁଷ ପାଖରେ, ତା’ ପୁଣି ଅସଂଯତ ଅବସ୍ଥାରେ ଦେଖି ସ୍ୱାମୀ ଜଣଙ୍କ ଏଭଳି ଘଟଣା ଘଟାଇଥିବା ସ୍ୱୀକାର କରିଛନ୍ତି। ପୁଲିସ୍‌ ତାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।
ଅଭିଯୁକ୍ତ ୩୦ ବର୍ଷୀୟ ସତୀଶ ୯ ବର୍ଷ ତଳେ ରୂପାଙ୍କୁ ବିବାହ କରିଥିଲେ। ସତୀଶ ଓ ରୂପାଙ୍କ ଦାମ୍ପତ୍ୟ ଜୀବନ ବେଶ ଖୁସିରେ ଚାଲିଥିଲା। ଏପରି କି ସେମାନଙ୍କର ୨ଟି ପିଲା ମଧ୍ୟ ଅଛନ୍ତି। ତେବେ ଏଇ କିଛି ଦିନ ହେଲା ରୂପା ସେହି ଗାଁର ଆଉ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ଉଭୟଙ୍କ ମଧ୍ୟରେ ଚାଲିଥିବା ଅବୈଧ ସମ୍ପର୍କ କଥା ସତୀଶ ଜାଣିବା ପରେ ଏଥିରୁ ନିବୃତ୍ତ ରହିବାକୁ ରୂପାଙ୍କୁ ଧମକ ଦେଇଥିଲେ।

[caption id="attachment_274446" align="aligncenter" width="975"] ଅଭିଯୁକ୍ତ ସ୍ୱାମୀ[/caption]

ବେଶ କିଛି ଦିନ ରୂପା ଲୁଚିଲୁଚି ତାଙ୍କ ପ୍ରେମିକଙ୍କୁ ଦେଖା କରୁଥିଲେ। ସତୀଶ ଘରେ ନଥିଲା ବେଳେ ପ୍ରେମିକ ଜଣଙ୍କ ମଧ୍ୟ ରୂପାଙ୍କ ଘରକୁ ଆସୁଥିଲେ। ରବିବାର ସକାଳୁ ସତୀଶ କୌଣସି କାମରେ ବେଙ୍ଗାଲୁରୁ ଯାଇଥିଲେ। ଏହାର ସୁଯୋଗ ନେଇ ରୂପା, ତାଙ୍କ ପ୍ରେମିକଙ୍କୁ ଘରକୁ ଡାକିଥିଲେ।
ଉଭୟ ଅସଂଯତ ଅବସ୍ଥାରେ ଥିବା ବେଳେ ହଠାତ୍‌ ସତୀଶ ସେଠାରେ ପହଞ୍ଚିଥିଲେ। ପତ୍ନୀଙ୍କୁ ପର ପୁରୁଷଙ୍କ ସହ ଏଭଳି ଅବସ୍ଥାରେ ଦେଖି ସତୀଶ ନିଜ କ୍ରୋଧକୁ ସମ୍ଭାଳି ପାରି ନଥିଲେ। ଘଟଣା ସ୍ଥଳରେ ହିଁ ଏକ ଧାରୁଆ କଟୁରୀରେ ରୂପାଙ୍କ ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଇଥିଲେ।
 ଏହାପରେ କଟା ମୁଣ୍ଡକୁ ଏକ ବ୍ୟାଗ୍‌ରେ ଭର୍ତ୍ତି କରି ତାଙ୍କ ଘରଠାରୁ ୨୦ କିମି ଦୂରରେ ଥିବା ପୁଲିସ୍‌ ଷ୍ଟେସନ୍‌କୁ ବାଇକ୍‌ ଯୋଗେ ଯାଇଥିଲେ। ପୁଲିସ୍‌ ଷ୍ଟେସନ୍‌ ବାହାରେ ବ୍ୟାଗ୍‌ରୁ କଟା ମୁଣ୍ଡଟିକୁ ବାହାର କରି ସେ ଥାନା ବାବୁଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story