ଖସି ପଡ଼ିଲା ଯୁଦ୍ଧ ବିମାନ

କାଙ୍ଗ୍ରା: ଭାରତୀୟ ବାୟୁ ସେନାର ମିଗ୍-୨୧ ଯୁଦ୍ଧ ବିମାନ ଆଜି ହିମାଚଳ ପ୍ରଦେଶର କାଙ୍ଗ୍ରାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ବିମାନଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏହି ଯୁଦ୍ଧ ବିମାନଟି ଆଜି ସକାଳେ ପଞ୍ଜାବର ପଠାନକୋଟ୍‌ ଏୟାର ବେସ୍‌ରୁ ଉଡ଼ାଣ ଭରିଥିଲା। ତେବେ ଉଡ଼ାଣର କିଛି ସମୟ ପରେ ଏହା କାଙ୍ଗ୍ରା ଜିଲ୍ଲା ପାଟ୍ଟା ଜାଟ୍ଟିୟାନ୍‌ଠାରେ ତଳକୁ ଖସି ପଡ଼ିଥିଲା। ଫଳରେ ଏଥିରେ ନିଆଁ ଲାଗିଯାଇଥିଲା। ଖବର ପାଇ କାଙ୍ଗ୍ରା ଏସ୍‌ପି ଓ […]

mig

mig

Ordigital Desk
  • Published: Wednesday, 18 July 2018
  • Updated: 18 July 2018, 10:50 PM IST

Sports

Latest News

କାଙ୍ଗ୍ରା: ଭାରତୀୟ ବାୟୁ ସେନାର ମିଗ୍-୨୧ ଯୁଦ୍ଧ ବିମାନ ଆଜି ହିମାଚଳ ପ୍ରଦେଶର କାଙ୍ଗ୍ରାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ବିମାନଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏହି ଯୁଦ୍ଧ ବିମାନଟି ଆଜି ସକାଳେ ପଞ୍ଜାବର ପଠାନକୋଟ୍‌ ଏୟାର ବେସ୍‌ରୁ ଉଡ଼ାଣ ଭରିଥିଲା। ତେବେ ଉଡ଼ାଣର କିଛି ସମୟ ପରେ ଏହା କାଙ୍ଗ୍ରା ଜିଲ୍ଲା ପାଟ୍ଟା ଜାଟ୍ଟିୟାନ୍‌ଠାରେ ତଳକୁ ଖସି ପଡ଼ିଥିଲା। ଫଳରେ ଏଥିରେ ନିଆଁ ଲାଗିଯାଇଥିଲା। ଖବର ପାଇ କାଙ୍ଗ୍ରା ଏସ୍‌ପି ଓ ତାଙ୍କ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବିମାନଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। କିନ୍ତୁ ଏହାଦ୍ୱାରା କୌଣସି ଜନଜୀବନ କ୍ଷୟକ୍ଷତି ହୋଇନାହିଁ ବୋଲି କାଙ୍ଗ୍ରା ଏସପି କହିଛନ୍ତି। ଉଲ୍ଲେଖଯୋଗ୍ୟ, ମେ’ ୨୭ରେ ଜମ୍ମୁ-କଶ୍ମୀରର ଅନନ୍ତନାଗରେ ମିଗ୍‌-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ପାଇଲଟ୍‌ଙ୍କର ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story