ନିମ୍ନ ସଦନରେ ମହାଭିଯୋଗ ପ୍ରସ୍ତାବ, ବଢ଼ିଲା ଟ୍ରମ୍ପଙ୍କ ଟେନସନ

ନ୍ୟୁୟର୍କ: କାର୍ଯ୍ୟକାଳ ଶେଷ ହେବାକୁ ଆଉ ୬ ଦିନ ରହିଛି। ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବହିଷ୍କୃତ ହୋଇପାରନ୍ତି। ଆମେରିକାର ହାଉସ ଅଫ୍ ରିପ୍ରେଜେଣ୍ଟେଟିଭରେ (ନିମ୍ନ ସଦନ ବା ଲୋକସଭା)ରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଛି। ଯାହାକୁ ସମର୍ଥନ କରିଛନ୍ତି ଟ୍ରମ୍ପଙ୍କ ଦଳୀୟ ସାଂସଦ। ଏନବିସି ନ୍ୟୁଜର ରିପୋର୍ଟ ଅନୁଯାୟୀ ଏହି ମହାଭିଯୋଗ ପ୍ରସ୍ତାବକୁ ୨୧୫ ବିରୋଧୀ ଡେମୋକ୍ରାଟିକ ସାଂସଦ ଏବଂ ୫ ରିପବ୍ଲିକିଆନ ସାଂସଦ ସମର୍ଥନ କରୁଛନ୍ତି। ମହାଭିଯୋଗ ପ୍ରସ୍ତାବ ପାରିତ […]

trump

trump

Subhransu Sekhar
  • Published: Wednesday, 13 January 2021
  • Updated: 13 January 2021, 10:39 PM IST

Sports

Latest News

ନ୍ୟୁୟର୍କ: କାର୍ଯ୍ୟକାଳ ଶେଷ ହେବାକୁ ଆଉ ୬ ଦିନ ରହିଛି। ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବହିଷ୍କୃତ ହୋଇପାରନ୍ତି। ଆମେରିକାର ହାଉସ ଅଫ୍ ରିପ୍ରେଜେଣ୍ଟେଟିଭରେ (ନିମ୍ନ ସଦନ ବା ଲୋକସଭା)ରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଛି। ଯାହାକୁ ସମର୍ଥନ କରିଛନ୍ତି ଟ୍ରମ୍ପଙ୍କ ଦଳୀୟ ସାଂସଦ।

ଏନବିସି ନ୍ୟୁଜର ରିପୋର୍ଟ ଅନୁଯାୟୀ ଏହି ମହାଭିଯୋଗ ପ୍ରସ୍ତାବକୁ ୨୧୫ ବିରୋଧୀ ଡେମୋକ୍ରାଟିକ ସାଂସଦ ଏବଂ ୫ ରିପବ୍ଲିକିଆନ ସାଂସଦ ସମର୍ଥନ କରୁଛନ୍ତି। ମହାଭିଯୋଗ ପ୍ରସ୍ତାବ ପାରିତ ହେବାକୁ ୨୧୮ ରହିଛି ମ୍ୟାଜିକ ନମ୍ୱର। ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭର ସଦସ୍ୟ ହୋୟର କହିଛନ୍ତି ଯେ ଭୋଟିଂ ଆରମ୍ଭ ହୋଇଯାଇଛି। ଖୁବଶୀଘ୍ର ଏହା ସିନେଟକୁ ଯିବ। ଯଦି ସିନେଟରେ ଆଗତ ହେବ ତାହେଲେ ଆମେରିକାର ଇତିହାସରେ ଟ୍ରମ୍ପ ପ୍ରଥମ ରାଷ୍ଟ୍ରପତି ହେବେ ଯାହାଙ୍କ ବିରୋଧରେ ଦୁଇଥର ମହାଭିଯୋଗ ପ୍ରସ୍ତାବ ଆଗତ ହେବ।

ବାଚସ୍ପତି ନାନସୀ ପେଲୋସି ଶୁକ୍ରବାର ଦିନ କହିଥିଲେ ଯେ ଟ୍ରମ୍ପଙ୍କୁ ଇସ୍ତଫା ଦେବାକୁ ହେବ। ଉପରାଷ୍ଟ୍ରପତି ମାଇକ ପେନ୍ସ ଏବଂ ୨୫ ତମ ସଂଶୋଧନ ଅନୁଯାୟୀ ଦ୍ୱିତୀୟ ଥର ପାଇଁ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିବ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ରାଷ୍ଟ୍ରପତି ନିର୍ବାଚନରେ ଜାଲିଆତି ହୋଇଥିବା ଅଭିଯୋଗ କରି ଟ୍ରମ୍ପ ସମର୍ଥକ ସଂସଦ ଭବନରେ ହିଂସା କରିଥିଲେ। ପୁଲିସ ସହିତ ଧସ୍ତାଧସ୍ତି ବେଳେ ଚାରି ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ପୁଲିସ ଚିକିତ୍ସାଧୀନ ଅବସ୍ଥାରେ ନିହତ ହୋଇଥିଲେ। ଜାନୁଆରୀ ୨୦ରେ ନବନିର୍ବାଚିତ ରାଷ୍ଟ୍ରପତି ତଥା ଡେମୋକ୍ରାଟିକ ନେତା ଜୋ ବିଡେନ ଶପଥ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story