ଶନିବାର ଭାରତ-ଚୀନ୍ ପ୍ରତିରକ୍ଷା ବୈଠକ

ନୂଆଦିଲ୍ଲୀ: ଲଦାଖରେ ଜାରି ଭାରତ-ଚୀନ୍ ସୀମା ବିବାଦକୁ ନେଇ ଜୁନ୍ ୬ ତାରିଖରେ ଉଭୟ ଦେଶର ପ୍ରତିରକ୍ଷା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ ବୋଲି ବିଶେଷ ସୂତ୍ରରୁ ଏହି ସୂଚନା ମିଳିଛି। ଏଥିରେ କୁହାଯାଇଛି ଯେ ଭାରତ-ଚୀନ୍ ସୀମା ବିବାଦକୁ ସମାଧାନ କରିବା ପାଇଁ ପ୍ରଥମଥର ଲାଗି ଉଭୟ ଦେଶର ସେନାର ଲ୍ୟୁଟନାଣ୍ଟ ଜେନେରାଲ୍ ସ୍ତରର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହେବ। ଏହା ପୂର୍ବରୁ ମଙ୍ଗଳବାର ମେଜର୍ ଜେନେରାଲ୍ ସ୍ତରର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ହେଁ […]

india-china

india-china

Ranjit Kumar Jena
  • Published: Wednesday, 03 June 2020
  • Updated: 03 June 2020, 08:42 PM IST

Sports

Latest News

ନୂଆଦିଲ୍ଲୀ: ଲଦାଖରେ ଜାରି ଭାରତ-ଚୀନ୍ ସୀମା ବିବାଦକୁ ନେଇ ଜୁନ୍ ୬ ତାରିଖରେ ଉଭୟ ଦେଶର ପ୍ରତିରକ୍ଷା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ ବୋଲି ବିଶେଷ ସୂତ୍ରରୁ ଏହି ସୂଚନା ମିଳିଛି। ଏଥିରେ କୁହାଯାଇଛି ଯେ ଭାରତ-ଚୀନ୍ ସୀମା ବିବାଦକୁ ସମାଧାନ କରିବା ପାଇଁ ପ୍ରଥମଥର ଲାଗି ଉଭୟ ଦେଶର ସେନାର ଲ୍ୟୁଟନାଣ୍ଟ ଜେନେରାଲ୍ ସ୍ତରର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହେବ।

ଏହା ପୂର୍ବରୁ ମଙ୍ଗଳବାର ମେଜର୍ ଜେନେରାଲ୍ ସ୍ତରର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ହେଁ ଏହା ବିଫଳ ରହିଥିଲା। ମଙ୍ଗଳବାର ବୈଠକରେ ଉଭୟ ପକ୍ଷ ନିଜ ନିଜର କଥା ରଖିଥିଲେ, କିନ୍ତୁ ଏଥିରୁ ସୁଫଳ ମିଳିନଥିଲା। ଅନ୍ୟପକ୍ଷରେ ବ୍ରିଗେଡିୟର୍ ସ୍ତରରେ ମଧ୍ୟ ଆଲୋଚନା ହୋଇଥିଲା ଏବଂ ତାହା ମଧ୍ୟ ବିଫଳ ରହିଥିଲା। ଏବେ ଜୁନ୍ ୬ ତାରିଖରେ ହେବାକୁ ଥିବା ବୈଠକରେ ଏଲଏସି ଅର୍ଥାତ୍ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ ଉପରେ ଚାଲିଥିବା ବିବାଦକୁ ସମାଧାନ କରିବା ପାଇଁ ଆଲୋଚନା ହେବ। ଉଭୟ

ଦେଶର କୁଟନୀତିକ ସ୍ତରରେ ମଧ୍ୟ ବିବାଦକୁ ସମାଧାନ କରିବାକୁ ପ୍ରୟାସ କରାଯାଉଛି। ସୂଚନାଯୋଗ୍ୟ, ମାସକ ତଳେ ଅର୍ଥାତ୍ ମେ' ୫ ଓ ୬ ତାରିଖରେ ଉଭୟ ଦେଶର ସେନାଙ୍କ ମଧ୍ୟ ସଂଘର୍ଷ ହୋଇଥିଲା। ମୁଖ୍ୟ ବିବାଦ ତିନୋଟି ସ୍ଥାନରେ ଯଥା ଗଲଭନ୍ ଭ୍ୟାଲୀ, ଫିଙ୍ଗର୍ ଫୋର୍ ଏବଂ ହଟ୍ ସ୍ପ୍ରିଙ୍ଗ୍ ଏରିଆକୁ ନେଇ ହୋଇଥିଲା। ବର୍ତ୍ତମାନ ଲଦାଖରେ ପାଙ୍ଗଙ୍ଗ ସୋ ଏରିଆରେ ଉତ୍ତେଜନା ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story