କୁଳଭୂଷଣ ଯାଦବଙ୍କୁ ମିଳିଲା ଦ୍ୱିତୀୟ କନସୁଲାର ଆସେସ୍‌, ଭାରତୀୟ ଅଧିକାରଙ୍କୁ କଲେ ସାକ୍ଷାତ

ନୂଆଦିଲ୍ଲୀ: ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇ ପାକିସ୍ତାନରେ ଫାଶୀ ଦଣ୍ଡ ପାଇଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଇସଲାମାବାଦ ଦ୍ୱିତୀୟ ଥର ପାଇଁ କନସୁଲାର ଆସେସ ଯୋଗାଇ ଦେଇଛି। ପାକିସ୍ତାନ କୁଳଭୂଷଣ ଯାଦବଙ୍କ ନାଁରେ ମିଥ୍ୟା ପ୍ରଚାର କରୁଥିବାରୁ ଭାରତ ସରକାର ଏହାର ପ୍ରତିବାଦ କରିଥିଲେ। ଏଥିସହ ଅନ୍ତର୍ଜାତୀୟ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ପାକିସ୍ତାନ କୁଳଭୂଷଣଙ୍କୁ କନସୁଲାର ଆସେସ ଯୋଗାଇ ଦେଉ ବୋଲି ଭାରତ ସରକାର ଦାବି କରିଥିଲେ। ତେଣୁ ଭାରତର ଚାପରେ ଚେପା ପାକିସ୍ତାନ ଶେଷରେ ଆଜି […]

dad

dad

Hemant Lenka
  • Published: Thursday, 16 July 2020
  • Updated: 16 July 2020, 04:43 PM IST

Sports

Latest News

ନୂଆଦିଲ୍ଲୀ: ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇ ପାକିସ୍ତାନରେ ଫାଶୀ ଦଣ୍ଡ ପାଇଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଇସଲାମାବାଦ ଦ୍ୱିତୀୟ ଥର ପାଇଁ କନସୁଲାର ଆସେସ ଯୋଗାଇ ଦେଇଛି। ପାକିସ୍ତାନ କୁଳଭୂଷଣ ଯାଦବଙ୍କ ନାଁରେ ମିଥ୍ୟା ପ୍ରଚାର କରୁଥିବାରୁ ଭାରତ ସରକାର ଏହାର ପ୍ରତିବାଦ କରିଥିଲେ।

ଏଥିସହ ଅନ୍ତର୍ଜାତୀୟ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ପାକିସ୍ତାନ କୁଳଭୂଷଣଙ୍କୁ କନସୁଲାର ଆସେସ ଯୋଗାଇ ଦେଉ ବୋଲି ଭାରତ ସରକାର ଦାବି କରିଥିଲେ। ତେଣୁ ଭାରତର ଚାପରେ ଚେପା ପାକିସ୍ତାନ ଶେଷରେ ଆଜି କୁଳଭୂଷଣ ଯାଦବଙ୍କୁ ଦ୍ୱିତୀୟ ଥର ପାଇଁ କନସୁଲାର ଆସେସ ଯୋଗାଇ ଦେଇଛି।

କନସୁଲାର ଆସେସ ମିଳିବା ପରେ ଭାରତୀୟ ହାଇକମିଶନର ଦୁଇ ଜଣ ଅଧିକାରୀ କୁଳଭୂଷଣ ଯାଦବଙ୍କୁ ସାକ୍ଷାତ କରିଥିବା ଖବର ସାମ୍ନାକୁ ଆସିଛି। ଏହାପୂର୍ବରୁ ଭାରତୀୟ ଅଧିକାରୀମାନେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟରେ ପହଞ୍ଚି ସମସ୍ତ କାଗଜପତ୍ର କାମ ଶେଷ କରିଥିଲେ।

ଏହାପରେ ସେମାନେ ଯାଦବଙ୍କୁ ଭେଟିଥିବା ଜଣାପଡ଼ିଛି। କୁଳଭୂଷଣ ଯାଦବଙ୍କୁ ଏକାକୀ ଭେଟିବାକୁ ଭାରତ ସର୍ତ୍ତ ରଖିଥିଲା। ଏଥିରେ ପାକିସ୍ତାନ ରାଜି ହୋଇଛି କି ନାହିଁ, ସେକଥା ଜଣାପଡ଼ିନାହିଁ।

ଦ୍ୱିତୀୟ କନସୁଲାର ଆସେସ ଦେବା ପୂର୍ବରୁ ପାକିସ୍ତାନ ଘୋଷଣା କରିଥିଲା ଯେ କୁଳଭୂଷଣ ଯାଦବ ତାଙ୍କ ମୃତ୍ୟୁଦଣ୍ଡ ବିରୋଧରେ କୌଣସି ରିଭ୍ୟୁ ପିଟିସନ ଦାଖଲ କରିବାକୁ ଚାହୁଁନାହାନ୍ତି। ସେ କେବଳ ନିଜର କ୍ଷମା ଆବେଦନର ବିଚାର କରିବାକୁ ଚାହୁଁଛନ୍ତି। ହେଲେ ଭାରତ ଏହାକୁ ମନଗଡ଼ା କାହାଣୀ ବୋଲି କହିବା ସହ ଜୁଲାଇ ୨୦ ମଧ୍ୟରେ କନସୁଲାର ଆସେସ ଯୋଗାଇ ଦେବାକୁ କହିଥିଲା।

ସୂଚନାଯୋଗ୍ୟ, କୁଲଭୂଷଣ ହେଉଛନ୍ତି ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ। ୨୦୧୭ ଏପ୍ରିଲ ମାସରେ ପାକିସ୍ତାର ସାମରିକ କୋର୍ଟ ତାଙ୍କୁ ଗୁଇନ୍ଦାଗିରି ଓ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲା। ଭାରତ ଏହା ବିରୋଧରେ ଆଇସିଜେ ଯାଇଥିଲା ଓ ଆଇସିଜେ ହିଁ କୁଳଭୂଷଣଙ୍କୁ କନସୁଲାର ଆସେସ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story