ଚାଇନାକୁ କାଉଣ୍ଟର କରିବାକୁ ଭାରତର ବ୍ଲୁ ପ୍ରିଣ୍ଟ, ସୀମାରେ ଜାରି ରହିବ ରାସ୍ତାକାମ

ନୂଆଦିଲ୍ଲୀ: ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଘନେଇବାରେ ଲାଗିଛି। ବିବାଦକୁ ଦୃଷ୍ଟିରେ ରଖି ଚାଇନା ତା’ ସୀମାରେ ବିଭିନ୍ନ କାର୍ଯ୍ୟକଳାପ ଆରମ୍ଭ କରିଥିବାରୁ ଏହାକୁ କାଉଣ୍ଟର କରିବାକୁ ବି ଭାରତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଚାଇନା ଯେଉଁଭଳି ଭାବେ କାର୍ଯ୍ୟକଳାପ କରୁଛି ଭାରତ ବି ସମାନ କାର୍ଯ୍ୟ କରିବ। ତେଣୁ ଭାରତୀୟ ସୀମାରେ ପୂର୍ବରୁ ଜାରି ରହିଥିବା ରାସ୍ତା କାମ ଆଗକୁ ମଧ୍ୟ ଜାରି […]

da

da

Hemant Lenka
  • Published: Tuesday, 26 May 2020
  • Updated: 26 May 2020, 05:11 PM IST

ନୂଆଦିଲ୍ଲୀ: ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଘନେଇବାରେ ଲାଗିଛି। ବିବାଦକୁ ଦୃଷ୍ଟିରେ ରଖି ଚାଇନା ତା’ ସୀମାରେ ବିଭିନ୍ନ କାର୍ଯ୍ୟକଳାପ ଆରମ୍ଭ କରିଥିବାରୁ ଏହାକୁ କାଉଣ୍ଟର କରିବାକୁ ବି ଭାରତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି।

ଚାଇନା ଯେଉଁଭଳି ଭାବେ କାର୍ଯ୍ୟକଳାପ କରୁଛି ଭାରତ ବି ସମାନ କାର୍ଯ୍ୟ କରିବ। ତେଣୁ ଭାରତୀୟ ସୀମାରେ ପୂର୍ବରୁ ଜାରି ରହିଥିବା ରାସ୍ତା କାମ ଆଗକୁ ମଧ୍ୟ ଜାରି ରହିବ ବୋଲି ଭାରତ ସରକାର ସ୍ପଷ୍ଟ କରିଦେଇଛନ୍ତି। ଏନେଇ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ବସିଥିଲା।

ଏଥିରେ ୩ ସେନା ବାହିନୀର ମୁଖ୍ୟଙ୍କ ସହ ସିଡିଏସ୍‌ ଜେନେରାଲ ବିପିନ ରାୱତ ମଧ୍ୟ ଉପସ୍ଥିତ ରହିଥିଲେ। ବୈଠକ ବେଳେ ଲଦାଖ ଓ ଉତ୍ତର ସିକ୍କିମରେ ଚାଇନା ସୃଷ୍ଟି କରୁଥିବା ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଚାଇନିଜ ଟ୍ରୁପ୍‌କୁ କାଉଣ୍ଟର କରିବା ପାଇଁ ଭାରତୀୟ ସେନା କ’ଣ ସବୁ ପଦକ୍ଷେପ ନେଇଛି ଓ ଆଗକୁ କ’ଣ ସବୁ କରାଯିବ, ତା’ ଉପରେ ଦୀର୍ଘ ୧ ଘଣ୍ଟା ଧରି ବୈଠକରେ ଆଲୋଚନା ହୋଇଛି।

ଯେଉଁ ପର୍ଯ୍ୟନ୍ତ କୂଟନୀତିକ ଆଲୋଚନା ଦ୍ୱାରା ବିବାଦର ସମାଧାନ ହୋଇନାହିଁ ଭାରତୀୟ ସେନା ଉକ୍ତ ଅଞ୍ଚଳରେ ନିଜର କାର୍ଯ୍ୟକଳାପ ପୂର୍ବଭଳି ଜାରି ରଖିବ ବୋଲି ନିଷ୍ପତ୍ତି ହୋଇଛି। ସେହିରି ସୀମାରେ ପ୍ୟାଟ୍ରୋଲିଂ ଓ ଅନ୍ୟାନ୍ୟ କାର୍ଯ୍ୟକଳାପ ପାଇଁ ମଧ୍ୟ ରାସ୍ତା କାମ ଜାରି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

କେବଳ ଲଦାଖ ନୁହେଁ ନେପାଳ ସୀମାନ୍ତକୁ ଲାଗିଥିବା ଉତ୍ତରାଖଣ୍ଡରୁ ଲିପୁଲେଖ ପାସ୍ ଯାଏ ମଧ୍ୟ ଭାରତ ସରକାର ରାସ୍ତାକାମ ଜାରି ରଖିବେ। ଏହି ରାସ୍ତାକାମକୁ ନେପାଳ ପକ୍ଷରୁ ବିରୋଧ କରାଯାଉଛି। ‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story