ଏନ୍‌ଏସ୍‌ଜିରେ ଭାରତର ସଦସ୍ୟତା ପରମାଣୁ ଅପପ୍ରସାର ରୋକିବାରେ ସହାୟକ ହେବ: ଜାପାନ

ନୂଆଦିଲ୍ଲୀ: ଏନ୍‌ଏସ୍‌ଜିରେ ଭାରତର ସଦସ୍ୟତା ପରମାଣୁ ପ୍ରସାର କମାଇବାରେ ପ୍ରମୁଖ ଭୁମିକା ନେବ ବୋଲି ଜାପାନ କହିଛି। ଜାପାନର ଏପରି ମନ୍ତବ୍ୟ ଚୀନକୁ ଶକ୍ତ ଧକ୍କା ଦେଇଛି। ଏନ୍‌ଏସ୍‌ଜିରେ ଭାରତର ସଦସ୍ୟତାକୁ ସୋଲ ବୈଠକରେ ଚୀନ୍‌ କଢ଼ା ବିରୋଧ କରିଥିଲା। ଫଳରେ ଭାରତ ଏଥିରେ ସ୍ଥାୟୀ ସଦସ୍ୟତା ପାଇବାରୁ ବଞ୍ଚିତ ହୋଇଥିଲା। ସୋଲ ବୈଠକ ପରେ ପ୍ରଥମ ଥର ପାଇଁ ଜାପାନ ଏହି ପ୍ରସଙ୍ଗରେ ନିଜର ମତ ରଖିଛି। ଜାପାନ ବିଦେଶ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଇଂରାଜୀ […]

japan

japan

Rakesh Mallick
  • Published: Monday, 05 September 2016
  • Updated: 04 May 2017, 03:44 PM IST

Sports

Latest News

ନୂଆଦିଲ୍ଲୀ: ଏନ୍‌ଏସ୍‌ଜିରେ ଭାରତର ସଦସ୍ୟତା ପରମାଣୁ ପ୍ରସାର କମାଇବାରେ ପ୍ରମୁଖ ଭୁମିକା ନେବ ବୋଲି ଜାପାନ କହିଛି। ଜାପାନର ଏପରି ମନ୍ତବ୍ୟ ଚୀନକୁ ଶକ୍ତ ଧକ୍କା ଦେଇଛି। ଏନ୍‌ଏସ୍‌ଜିରେ ଭାରତର ସଦସ୍ୟତାକୁ ସୋଲ ବୈଠକରେ ଚୀନ୍‌ କଢ଼ା ବିରୋଧ କରିଥିଲା। ଫଳରେ ଭାରତ ଏଥିରେ ସ୍ଥାୟୀ ସଦସ୍ୟତା ପାଇବାରୁ ବଞ୍ଚିତ ହୋଇଥିଲା।

ସୋଲ ବୈଠକ ପରେ ପ୍ରଥମ ଥର ପାଇଁ ଜାପାନ ଏହି ପ୍ରସଙ୍ଗରେ ନିଜର ମତ ରଖିଛି। ଜାପାନ ବିଦେଶ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଇଂରାଜୀ ଖବରକାଗଜ ‘ଟାଇମ୍ସ ଅଫ ଇଣ୍ଡିଆ’କୁ ଏକ ସାକ୍ଷାତକାରରେ କହିଛନ୍ତି, “ଏନ୍‌ଏସ୍‌ଜିରେ ଭାରତର ସଦସ୍ୟତା ପାଇଁ ଆମେ ସବୁ ପ୍ରକାର ଚେଷ୍ଟା କରୁଛୁ।”

ଜାପାନ ବୈଦେଶିକ ମନ୍ତ୍ରାଳୟର କୁଟନୈତିଜ୍ଞ ୟାସୁକିରା କାୱମୋରା କହିଛନ୍ତି, “ଏହି ପ୍ରସଙ୍ଗରେ ଆମେ ଭାରତ ସହ ଆଗକୁ କାମ କରିବାକୁ ଚାହୁଁଛୁ। ଆମକୁ ଲାଗୁଛି ଭାରତ ଏହାର ସଦସ୍ୟ ହେଲେ ପରମାଣୁ ଅପପ୍ରସାର ରୋକିବାକୁ ଚାଲିଥିବା ପ୍ରୟାସ ଅଧିକ ଗତିଶୀଳ ହେବ। ଏନ୍‌ଏସ୍‌ଜିର ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କ ସହ ଭାରତର ସଦସ୍ୟତାକୁ ନେଇ ଆମେ ନିୟମିତ ଆଲୋଚନା ଜାରି ରଖିଛୁ।”

କାୱମୋରା ଆହୁରି କହିଛନ୍ତି, “ଭାରତର ସଦସ୍ୟାକୁ ନେଇ ଚୀନ ଯେଉଁ ଭୁମିକା ନେଲା ତାହା ସମସ୍ତଙ୍କୁ ଜଣା। ଏ ବିଷୟରେ ଆମେ ଅଧିକ ଟିପ୍ପଣୀ ଦେବାକୁ ଚାହୁଁନାହୁଁ। ମୁଖ୍ୟ ପ୍ରସଙ୍ଗ ହେଉଛି ସାର୍ବଜନୀନ ନିଷ୍ପତ୍ତି ନେବା ଓ ଆମେ ଏଥିପାଇଁ ପ୍ରୟାସ କରୁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story