ବେଜିଂ ଖବରକାଗଜରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ନେଇ ଖବର

ବେଜିଂ: ଚୀନକୁ ନେଇ ତିକ୍ତତା ଜାରି ରହିଛି। ସୀମାରେ ଚୀନର ଅନୁପ୍ରବେଶ ଉଦ୍ୟମ ଗୋଟିଏ ପରେ ଗୋଟିଏ ବିଫଳ ହୋଇ ଚାଲିଛି। ଅନ୍ୟପଟେ ଚୀନ ଆପ୍ସ ଉପରେ ପ୍ରତିବନ୍ଧକ ଲଗାଇ ଚାଲିଛି ଭାରତ। ଯାହାକୁ ଡିଜିଟାଲ ଷ୍ଟ୍ରାଇକ ବୋଲି କୁହାଯାଉଛି। ଯଦିଓ ଚୀନ ସରକାର ଏହାକୁ ନେଇ ନିରବ ରହିଛନ୍ତି। ହେଲେ ଚୀନର ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ଏ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି। ଯଦି ଯୁଦ୍ଧ ହେବ ତାହେଲେ ଭାରତ ବିଜୟୀ ହେବାର ସମ୍ଭାବନା ନାହିଁ […]

china-india

china-india

Subhransu Sekhar
  • Published: Saturday, 05 September 2020
  • Updated: 05 September 2020, 11:33 PM IST

Sports

Latest News

ବେଜିଂ: ଚୀନକୁ ନେଇ ତିକ୍ତତା ଜାରି ରହିଛି। ସୀମାରେ ଚୀନର ଅନୁପ୍ରବେଶ ଉଦ୍ୟମ ଗୋଟିଏ ପରେ ଗୋଟିଏ ବିଫଳ ହୋଇ ଚାଲିଛି। ଅନ୍ୟପଟେ ଚୀନ ଆପ୍ସ ଉପରେ ପ୍ରତିବନ୍ଧକ ଲଗାଇ ଚାଲିଛି ଭାରତ। ଯାହାକୁ ଡିଜିଟାଲ ଷ୍ଟ୍ରାଇକ ବୋଲି କୁହାଯାଉଛି। ଯଦିଓ ଚୀନ ସରକାର ଏହାକୁ ନେଇ ନିରବ ରହିଛନ୍ତି। ହେଲେ ଚୀନର ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ଏ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି। ଯଦି ଯୁଦ୍ଧ ହେବ ତାହେଲେ ଭାରତ ବିଜୟୀ ହେବାର ସମ୍ଭାବନା ନାହିଁ ବୋଲି ଗ୍ଲୋବାଲ ଟାଇମ୍ସ ସମ୍ପାଦକୀୟରେ କହିଛି।

ଶନିବାର ଗ୍ଲୋବାଲ ଟାଇମ୍ସ କହିଛି ଯେ ଭାରତ ଚୀନର ଏକତା ଏବଂ ଏହାର ସାମରିକ ଶକ୍ତି ଉପରେ ମନେ ରଖିବା ଉଚିତ୍। ଯଦିଓ ଉଭୟ ଚୀନ୍ ଏବଂ ଭାରତ ସାମରିକ ଶକ୍ତିରେ ମଜବୁତ ହେଲେ ଯୁଦ୍ଧ ସାମର୍ଥ୍ୟ କଥା ବିଚାର କରାଗଲେ ଏବଂ ପୂର୍ବ ଇତିହାସକୁ ଦେଖିଲେ ଭାରତ ସ୍ଥିତି ଦୁର୍ବଳ। ଯଦି ସୀମାରେ ଯୁଦ୍ଧ ଆରମ୍ଭ ହୁଏ ତେବେ ଭାରତ ଜିତିବାର କୌଣସି ସୁଯୋଗ ପାଇବ ନାହିଁ।

ତେବେ ଚୀନର ଏହି ଗଣମାଧ୍ୟମ କିନ୍ତୁ ଦୁଇ ଦେଶ ମଧ୍ୟରେ ଶାନ୍ତି ପାଇଁ ଅପିଲ୍ କରିଛି। କହିରଖୁଛୁ ନିକଟରେ ଚୀନର ସମସ୍ତ ଚାଲ ଉପରେ ରୋକ୍ ଲଗାଇବା ପାଇଁ ଦକ୍ଷିଣ ଚୀନ ସମୁଦ୍ରରେ ଭାରତ ଯୁଦ୍ଧ ଜାହାଜ ମୁତ୍ତୟନ କରିଛି। ଯାହାକି ଚୀନ୍ କେବେ ଆକଳନ କରିନଥିଲା। କାରଣ ସମୁଦ୍ରରେ ଭାରତ ସୀମାରେ ଚୀନ୍ ଆଉ ଉଲ୍ଲଂଘନ କରିପାରିବ ନାହିଁ। ଆମେରିକା ଭାରତକୁ ଏହି ଦିଗରେ ସହଯୋଗ କରୁଥିବାରୁ ଚୀନ୍ ଏବେ ଚିନ୍ତାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story