ଦିଲ୍ଲୀରେ ବିଜୁଳି ସଙ୍କଟ ନେଇ ଚେତାବନୀ ଦେଲେ ସରକାର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଗକୁ ଘୋର ବିଦ୍ୟୁତ୍ ସଙ୍କଟ ଉପୁଜିପାରେ।  ବିଜୁଳି ବିଭ୍ରାଟ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ଭୋଗିପାରନ୍ତି। ଏପରିକି ମେଟ୍ରୋ ଏବଂ ହସପିଟାଲ ଗୁଡ଼ିକ ମଧ୍ୟ ବିଜୁଳିକାଟ ସମ୍ମସ୍ୟା ସମ୍ମୁଖିନ ହୋଇପାରନ୍ତି। କିଛି ଏମିତି ଚେତାବନୀ ଦେଇଛନ୍ତି ଦିଲ୍ଲୀ ସରକାର । ଏନେଇ ଦିଲ୍ଲୀ ଶକ୍ତିମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଆଗକୁ ଯେମିତି ବିଜୁଳି ସମସ୍ୟା  ନଉପୁଜେ ସେନେଇ ବୈଠକରେ ଆଲୋଚନା ହୋଇଥିଲା। କୋଇଲା […]

Tapas Behera
  • Published: Friday, 29 April 2022
  • Updated: 29 April 2022, 12:19 PM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଗକୁ ଘୋର ବିଦ୍ୟୁତ୍ ସଙ୍କଟ ଉପୁଜିପାରେ।  ବିଜୁଳି ବିଭ୍ରାଟ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ଭୋଗିପାରନ୍ତି। ଏପରିକି ମେଟ୍ରୋ ଏବଂ ହସପିଟାଲ ଗୁଡ଼ିକ ମଧ୍ୟ ବିଜୁଳିକାଟ ସମ୍ମସ୍ୟା ସମ୍ମୁଖିନ ହୋଇପାରନ୍ତି। କିଛି ଏମିତି ଚେତାବନୀ ଦେଇଛନ୍ତି ଦିଲ୍ଲୀ ସରକାର । ଏନେଇ ଦିଲ୍ଲୀ ଶକ୍ତିମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଆଗକୁ ଯେମିତି ବିଜୁଳି ସମସ୍ୟା  ନଉପୁଜେ ସେନେଇ ବୈଠକରେ ଆଲୋଚନା ହୋଇଥିଲା। କୋଇଲା ସଙ୍କଟ ଯୋଗୁ ଦିଲ୍ଲୀରେ ବିଜୁଳି ସଙ୍କଟ ଉପୁଜିପାରେ।

ବିଶେଷ କରି ଦିଲ୍ଲୀର ଦାଦ୍ରି-୨ ଏବଂ ଉଞ୍ଚାହା ପାୱାର ଷ୍ଟେସନକୁ ବିଜୁଳି ୨୪ ଘଣ୍ଟା ଯୋଗାଣରେ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା କରିଛନ୍ତି ରାଜ୍ୟ ସରକାର। ଏହା ଫଳରେ  ମେଟ୍ରୋ ଏବଂ ହସପିଟାଲ ଗୁଡ଼ିକ ଗୁରୁତର ପ୍ରଭାବିତ ହୋଇପାରେ।  ବର୍ତ୍ତମାନ ଦିଲ୍ଲୀ ୨୫ରୁ ୩୦ ପ୍ରତିଶିତ ବିଜୁଳି ଆବଷ୍ୟକ କରୁଛି। ଯାହା ପାୱାର ଷ୍ଟେସନ ଗୁଡ଼ିକ ଯୋଗାଇ ଦେଇଛନ୍ତି। କିନ୍ତୁ ଏହି ଷ୍ଟେସନ ଗୁଡ଼ିକରେ କୋଇଲା ସମସ୍ୟା ଦେଖାଦେଲାଣି ବୋଲି ଶ୍ରୀ ଜୈନ କହିଛନ୍ତି।

ସେ କହିଛନ୍ତି, ପୂର୍ବରୁ ଆମକୁ ୪୦୦୦ ମେଗାୱାଟ ବିଦ୍ୟୁତ ମିଳୁଥିଲା, କିନ୍ତୁ ବର୍ତ୍ତମାନ ଏହା କମିଗଲାଣି।  ସେ କହିଛନ୍ତି ଯେ ନିୟମ ଅନୁଯାୟୀ କୌଣସି ପାୱାର ପ୍ଲାଣ୍ଟରେ ୧୫ ଦିନରୁ କମ୍ ଷ୍ଟକ୍ ରହିବା ଉଚିତ୍ ନୁହେଁ, କିନ୍ତୁ ଅଧିକାଂଶ ପ୍ଲାଣ୍ଟରେ କୋଇଲା ଅଭାବ ଦେଖାଦେଲାଣି। । ବର୍ତ୍ତମାନ କୋଇଲାର ଏକ ବଡ ସମସ୍ୟା ଅଛି । ଯଦି ଏହା ଶୀଘ୍ର ସମାଧାନ ନହୁଏ, ତେବେ ସମସ୍ୟା ଆହୁରି ଖରାପ ହୋଇପାରେ । ତଥାପି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ସରକାର। ବିଜୁଳି ସମସ୍ୟାର ମୁକାବିଲା ପାଇଁ ସରକାର ଆବଶ୍ୟକ ପକ୍ଷକ୍ଷେପ ନେଉଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story