୧୭ ବର୍ଷୀୟ ସ୍କୁଲ ସାଙ୍ଗକୁ ପିଟି ପିଟି ମାରିଦେଲେ ୩ ସାଙ୍ଗ

ତିରୁନେଭେଲି: ତାମିଲନାଡ଼ୁର ତିରୁନେଭେଲିରେ  ଛୋଟ ପିଲାଙ୍କ ମଧ୍ୟରେ ସାମାନ୍ୟ ଘଯଣାକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସ୍କୁଲ ପିଲାକୁ ତାର ୩ ସାଙ୍ଗ ପିଟି ପିଟି ମାରିଦେଇଛନ୍ତି। ଏହି ଘଟଣାରେ ବିଦ୍ୟାଳୟର ୩ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଅଭିଯୁକ୍ତ ୩ ଜଣ ନାବାଳକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି।  ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି। ହତ୍ୟାକାଣ୍ଡରେ ଶିକାର ହୋଇଥିବା ଛାତ୍ର ଜଣ ଦ୍ୱାଦଶରେ […]

crime

crime

Tapas Behera
  • Published: Monday, 02 May 2022
  • Updated: 02 May 2022, 02:56 PM IST

Sports

Latest News

ତିରୁନେଭେଲି: ତାମିଲନାଡ଼ୁର ତିରୁନେଭେଲିରେ  ଛୋଟ ପିଲାଙ୍କ ମଧ୍ୟରେ ସାମାନ୍ୟ ଘଯଣାକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସ୍କୁଲ ପିଲାକୁ ତାର ୩ ସାଙ୍ଗ ପିଟି ପିଟି ମାରିଦେଇଛନ୍ତି। ଏହି ଘଟଣାରେ ବିଦ୍ୟାଳୟର ୩ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଅଭିଯୁକ୍ତ ୩ ଜଣ ନାବାଳକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି।  ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି। ହତ୍ୟାକାଣ୍ଡରେ ଶିକାର ହୋଇଥିବା ଛାତ୍ର ଜଣ ଦ୍ୱାଦଶରେ ପଢ଼ୁଥିଲେ।

ପିଲାଟି ହାତରେ ରିଷ୍ଟ ବ୍ୟାଣ୍ଡ ବାନ୍ଧିବାକୁ ନେଇ ସାଙ୍ଗମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଥିଲା। ଏକାଦଶ ଶ୍ରେଣୀର ଜଣେ  ଛାତ୍ର  ମୃତ ଛାତ୍ର ଜଣକ ସହ ଗଣ୍ଡଗୋଳ କରିଥିଲେ। ତାଙ୍କୁ ଆଉ ୨ ଜଣ ସାଙ୍ଗ ସାଥ ଦେଇଥିଲେ। ସଙ୍ଗେ ସଙ୍ଗେ ଝିମିଟି ଖେଳରୁ ମହାଭାରତ ହୋଇଥିଲା। ଗଣ୍ଡଗୋଳରେ ପରସ୍ପର ମଧ୍ୟରେ ଜାତିବାଦକୁ ନେଇ ଆକ୍ଷେପ-ପ୍ରତ ଆକ୍ଷେପ ହୋଇଥିଲା। ମୃତ ଛାତ୍ର ଜଣକ ପଛଆ ବର୍ଗରୁ ହୋଇଥିବା ବେଳେ ଏକାଦଶ ଛାତ୍ର ଜଣକ ଦଳିତ ଏବଂ ଅନ୍ୟ ଦୁଇ ଜଣ ଭିନ୍ନ ଧର୍ମର। ମୃତ ଛାତ୍ର ଜଣଙ୍କୁ ଇଟାରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଗତ ଏପ୍ରିଲ୨୫ ତାରିଖରେ ଏହି ଘଟଣା ଘଟିଛି। ଆକ୍ରମଣ ପରେ ଛାତ୍ର ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଘଟଣାର ନ୍ୟାୟ ଦାବି କରି ଗ୍ରାମବାସୀ ଓ ପରିବାର ଲୋକେ ସ୍ଥାନୀୟ ରାସ୍ତା ଅବରୋଧ କରିଥିଲେ।  ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛି। ଏହି ଘଟଣାକୁ ନେଇ ସମ୍ପୃକ୍ତ ସ୍କୁଲର ୩ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story