ଚେନ୍ନାଇ: ତାମିଲନାଡ଼ୁର ଏକ ପ୍ରାଇଭେଟ ସ୍କୁଲରେ ୨୫ ଜଣ ପିଲା କୋଭିଡ୍ରେ ଆକ୍ରାନ୍ତ ହୋଇଛନ୍ତି। ତୃପୁର ଜିଲ୍ଲାର ଏକ ସ୍କୁଲରେ ୨୫ ଜଣ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଛନ୍ତି। ତେବେ ସେମାନଙ୍କ ସାମ୍ପୁଲ ଜିନୋମିକ୍ ସିକୁଏନ୍ସିଂ ପାଇଁ ପଠାଯିବ।
ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ କେହି ଓମିକ୍ରନ୍ ଭ୍ୟାରିଆଣ୍ଟରେ ଶିକାର ହୋଇଛନ୍ତି କି ନାହିଁ, ତାହା ଟେଷ୍ଟ କରାଯିବ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଛନ୍ତି। ଉଭୟଙ୍କୁ ହସପିଟାଲରା ଭର୍ତ୍ତି କରାଯାଇଥିବା ବେଳେ ବାକି ଆକ୍ରାନ୍ତ ହୋମ ଆଇସୋଲେସନ୍ରେ ଅଛନ୍ତି। ଉକ୍ତ ସ୍କୁଲର ଛାତ୍ରଛାତ୍ରୀ, ଷ୍ଟାଫ ଓ ପିଲାଙ୍କ ଅଭିଭାବକଙ୍କ ସମେତ ଆଉ ମୋଟ ୩୦୦ ଜଣଙ୍କର କୋଭିଡ୍ ଟେଷ୍ଟ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ବକ୍ସ ଖଟରୁ ବାହାରିଲା ୩ ଭଉଣୀଙ୍କ ମୃତଦେହ, ଚଟାଣରେ ପଡ଼ିଥିଲା ବାପାମା’ଙ୍କ ଶରୀର
ଗୋଟିଏ ବନ୍ଦ ଘରୁ ମିଳିଲା ୫ ମୃତଦେହ। ଘର ବାହାର ପଟୁ ତାଲା ପଡ଼ିଥିଲା ଆଉ ଭିତରେ ବିକ୍ଷିପ୍ତ ଭାବେ ପଡ଼ି ରହିଥିଲା ବାପାମା’ ଓ ୩ ଝିଅଙ୍କ ମୃତଦେହ।
National
ସମଲିଙ୍ଗୀ ବିବାହ: ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ
ପୁନଃ ସମୀକ୍ଷା କରିବାକୁ ହୋଇଥିବା ଏକାଧିକ ଆବେଦନକୁ ମଧ୍ୟ ଆଜି ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ୨୦୨୩ରେ ସର୍ବୋଚ୍ଚ ନ୍ୟାୟଳୟ ସଫା ସଫା ମନା କରିଦେଇଥିଲେ।
National
‘ଆମର ଅଧା କାହାଣୀ’ ଲେଖି ଝୁଲି ପଡ଼ିଲେ ଯୁବକ
୬ ମାସ ତଳେ କୋର୍ଟରେ ବାହା ହୋଇଥିଲେ। ତଥାପି ଝିଅ ଘର ଲୋକ ଶାନ୍ତିରେ ବଞ୍ଚିବାକୁ ଦେଲେନି। ସମୟକ୍ରମେ ଝିଅ ମଧ୍ୟ ବଦଳିଗଲା। ଶେଷରେ କୌଣସି ଉପାୟ ନ ପାଇ ଜଣେ ୨୫ ବର୍ଷୀୟ ଯୁବକ ଜୀବନ ହାରି ଦେଇଛନ୍ତି।
National
ଭୁଶୁଡ଼ିଲା ପ୍ଲାଣ୍ଟର ସିଲୋ: ୪ ଶ୍ରମିକ ମୃତ, ଚାପି ହୋଇ ରହିଛନ୍ତି ଅନେକ
ସିଲୋ ହେଉଛି ଲୁହାରେ ତିଆରି ହୋଇଥିବା ବିରାଟକାୟ ସିଲଣ୍ଡର ଆକୃତିର ଷ୍ଟ୍ରକଚର। ଇଟା ଭାଟିରେ ଲାଗୁଥିବା ଚିମିନି ଭଳି ଏହା ଦେଖିବାକୁ।
Crime
ଅଫିସ ପାର୍କିଂରେ ମହିଳା ସହକର୍ମୀଙ୍କୁ ବୀଭତ୍ସ ହତ୍ୟା: ସମସ୍ତେ ଦେଖିଲେ, କିନ୍ତୁ କିଛି କଲେନି
ଯୁବକ ଜଣଙ୍କ ପାର୍କିଂ ଲଟରେ ମହିଳାଙ୍କୁ ଆକ୍ରମଣ କରୁଥିବା ବେଳେ ସମସ୍ତେ ଏହାକୁ ଦେଖିଥିଲେ। କିନ୍ତୁ କେହି ବି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।