ପୁଲିସ ଭ୍ୟାନ୍‌ ଉପରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳି ଚାଳନା

ଶ୍ରୀନଗର: ଶ୍ରୀନଗରର ଉପକଣ୍ଠରେ ଆତଙ୍କବାଦୀ ଆକ୍ରମଣ। ଆଜି ସନ୍ଧ୍ୟାରେ ଶ୍ରୀନଗର ଉପକଣ୍ଠରେ ଥିବା ଜେୱାନ ନିକଟରେ ଏକ ପୁଲିସ ଭ୍ୟାନ୍ ଉପରକୁ  ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୨ ଜଣ ସଶସ୍ତ୍ର ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିବା ସହ ୧୨ଜଣ ଆହତ ହୋଇଛନ୍ତି। ଉକ୍ତ ଭ୍ୟାନ୍‌ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ। ଅଧିକ ସୁରକ୍ଷିତ ଇଲାକା କୁହାଯାଉଥିବା ଉକ୍ତ ଅଞ୍ଚଳରେ ଏକାଧିକ ପୁଲିସ କ୍ୟାମ୍ପ ରହିଛି। ଆଜି ସନ୍ଧ୍ୟାରେ ପନ୍ଥ ଚୌକ ଇଲାକାରେ ଏହି ଘଟଣା […]

Terrorist attack

Terrorist attack

Tapas Behera
  • Published: Monday, 13 December 2021
  • Updated: 13 December 2021, 10:11 PM IST

Sports

Latest News

ଶ୍ରୀନଗର: ଶ୍ରୀନଗରର ଉପକଣ୍ଠରେ ଆତଙ୍କବାଦୀ ଆକ୍ରମଣ। ଆଜି ସନ୍ଧ୍ୟାରେ ଶ୍ରୀନଗର ଉପକଣ୍ଠରେ ଥିବା ଜେୱାନ ନିକଟରେ ଏକ ପୁଲିସ ଭ୍ୟାନ୍ ଉପରକୁ  ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୨ ଜଣ ସଶସ୍ତ୍ର ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିବା ସହ ୧୨ଜଣ ଆହତ ହୋଇଛନ୍ତି। ଉକ୍ତ ଭ୍ୟାନ୍‌ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ।

ଅଧିକ ସୁରକ୍ଷିତ ଇଲାକା କୁହାଯାଉଥିବା ଉକ୍ତ ଅଞ୍ଚଳରେ ଏକାଧିକ ପୁଲିସ କ୍ୟାମ୍ପ ରହିଛି। ଆଜି ସନ୍ଧ୍ୟାରେ ପନ୍ଥ ଚୌକ ଇଲାକାରେ ଏହି ଘଟଣା ଘଟିଛି।  ସମସ୍ତ ଆହତ କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଇ ବିଭିନ୍ନ ଡାକ୍ତରଖାନାକୁ ନିଆଯାଇଛି। ଏହି ଅଞ୍ଚଳକୁ କର୍ଡନ କରାଯାଇଛି । ଆକ୍ରମଣକାରୀଙ୍କୁ ଟ୍ରାକ କରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଦୁଇଦିନ ପୂର୍ବେ କଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ  ଦୁଇ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ଏବେ ପୁଣି ଆତଙ୍କବାଦୀମାନେ ସକ୍ରିୟ ହେବା ସୁରକ୍ଷା କର୍ମୀଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି। ଦୁଇ ଦିନ ପୂର୍ବେ ଘଟିଥିବା ଗୁଳିମା ମାଡ଼ରେ ସମ୍ପୃକ୍ତ ଦୁଇଜଣ ପୁଲିସ କର୍ମଚାରୀ ଗୁରୁତର ହୋଇଥିଲେ।

ସଙ୍କଟାପନ୍ନ ଅବସ୍ଥାରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ନିକଟରେ ପ୍ରବାଶୀ ଶ୍ରମିକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଏହା ହେଉଛି ବଡ଼ଧରଣର ହମଲା।  ତେବେ ଗତ ୨ ମାସ ଭିତରେ ଅନେକ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିବା ସ୍ଥାନୀୟ ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story