ସୁଶାନ୍ତ ସିଂଙ୍କ ୪ ଜଣ ସମ୍ପର୍କୀୟଙ୍କୁ ନେଇଗଲା ଯମ

ପାଟନା: ମଙ୍ଗଳବାର ସକାଳେ ବିହାରର ଲାଖାଇସରାଇରେ ଏକ କାର ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ୧୦ ଜଣଙ୍କୁ ନେଇ ଯାଉଥିବା ସୁମୋ ଭିକ୍ଟା କାରଟି ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା।  ଏଥିରେ ଅନ୍ୟ ୪ଜଣ ଗୁରୁତର ହୋଇଛନ୍ତି । ମୃତକମାନେ ବିହାରର ଜାମୁଇ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି […]

susant-sing-rajput

susant-sing-rajput

Tapas Behera
  • Published: Tuesday, 16 November 2021
  • Updated: 16 November 2021, 07:40 PM IST

Sports

Latest News

ପାଟନା: ମଙ୍ଗଳବାର ସକାଳେ ବିହାରର ଲାଖାଇସରାଇରେ ଏକ କାର ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ୧୦ ଜଣଙ୍କୁ ନେଇ ଯାଉଥିବା ସୁମୋ ଭିକ୍ଟା କାରଟି ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା।  ଏଥିରେ ଅନ୍ୟ ୪ଜଣ ଗୁରୁତର ହୋଇଛନ୍ତି । ମୃତକମାନେ ବିହାରର ଜାମୁଇ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି ।

ଖବର ଅନୁଯାୟୀ ଏହି ଦୁର୍ଘଟଣାରେ ସୁଶାନ୍ତ ରାଜପୁତଙ୍କ ଭିଣୋଇ ତଥା  ଆଇପିଏସ୍ ଅଧିକାରୀ ଓମ୍ ପ୍ରକାଶ ସିଂଙ୍କ ୪ ଜଣ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଛି। ପାଟନାରେ ଓମ୍ ପ୍ରକାଶ ସିଂଙ୍କ  ଭଉଣୀଙ୍କ ଶେଷ କୃତ୍ୟସାରି  ପରିବାର ଲୋକେ ଓ ସମ୍ପର୍କୀୟ  ଘରକୁ ଫେରୁଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା । ମୃତ ୬ଜଣ ଜାମୁଇ ଜିଲ୍ଲାର ଖଇରା ପୋଲିସ ଷ୍ଟେସନ ଅନ୍ତର୍ଗତ ଭଣ୍ଡ୍ରା ଗାଁର ବାସିନ୍ଦା। ଖବର  ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ଆଇପିଏସ୍ ଅଧିକାରୀ ଓମ୍ ପ୍ରକାଶ ସିଂଙ୍କ ଦୁଇ ପୁଅ ଏବଂ ଜଣେ ଝିଅ ସମେତ ମୋଟ ୧୦ ଜଣ ସୁମୋ ଭିକ୍ଟା କାରରେଥିଲେ। ଶେଖପୁରା ରୋଡ଼ର ପିପ୍ରା ନିକଟରେ କାରଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି। ଦୁଇ ଆହତଙ୍କୁ ଜାମୁଇକୁ ପଠାଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ପାଟନା ଡାକ୍ତରଖାନାକୁ ପଠାଯାଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬ ଜଣ ହେଲେ  ଲାଲଜିତ ସିଂ, ନେମାନି ସିଂ, ରାମଚନ୍ଦ୍ର ସିଂ, ବେବି ସିଂ, ଅନୀତା ସିଂ ଏବଂ ପ୍ରୀତମ ସିଂ ବୋଲି ଜଣାପଡିଛି। ଗତ ବର୍ଷ ଜୁନ୍ ୧୪ରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story