ଟ୍ରକ୍-ଅଟୋ ମୁହାଁମୁହିଁ ଧକ୍କା: ୯ ମୃତ  

ଗୌହାଟି: ଆସାମର କରିମଗଞ୍ଜ ଜିଲ୍ଲାର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋ ରିକ୍ସା ସହ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ଅଛନ୍ତି। ମୃତକମାନେ ହେଲେ ଦୁଜା ବାଇ ପାନିକା, ସାଲୁ ବାଇ ପାନିକା, ଗାରୁଭ ଦାସ ପାନିକା, ଶମ୍ଭୁ ଦାସ ପାନିକା, ଲାଲନ୍ ଗୁସ୍ୱାମୀ।, ପୂଜା ଗୋର, ଦେବ ଗୋର, ସାନୁ ରି, ମଙ୍ଗଲା କର୍ମାକର ଏବଂ […]

ikl

ikl

Tapas Behera
  • Published: Thursday, 11 November 2021
  • Updated: 11 November 2021, 11:58 AM IST

Sports

Latest News

ଗୌହାଟି: ଆସାମର କରିମଗଞ୍ଜ ଜିଲ୍ଲାର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋ ରିକ୍ସା ସହ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ଅଛନ୍ତି। ମୃତକମାନେ ହେଲେ ଦୁଜା ବାଇ ପାନିକା, ସାଲୁ ବାଇ ପାନିକା, ଗାରୁଭ ଦାସ ପାନିକା, ଶମ୍ଭୁ ଦାସ ପାନିକା, ଲାଲନ୍ ଗୁସ୍ୱାମୀ।, ପୂଜା ଗୋର, ଦେବ ଗୋର, ସାନୁ ରି, ମଙ୍ଗଲା କର୍ମାକର ଏବଂ ଟୁପୁ କରମାକର।

ଆସାମ-ତ୍ରିପୁରା ସୀମାରେ କରିମଗଞ୍ଜ ଜିଲ୍ଲା ବୈଥାଖାଲ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଖବର ଅନୁଯାୟୀ ମୃତକମାନେ ଛଟ ପୂଜା ସାରି ଆଜି ସକାଳେ ଏକ ଅଟୋରେ ଫେରୁଥିବା ବେଳେ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ସହ ମୁହାମୁହିଁ ଧକ୍କା ହୋଇଥିଲା।

କରିମଗଞ୍ଜ ଜିଲ୍ଲାର ଜଣେ ପୁଲିସ  ଅଧିକାରୀ କହିଛନ୍ତି ଯେ, ୮ ନମ୍ପର ଜାରତୀୟ ରାଜପଥର ବୈଥାଖାଲ ନିକଟରେ ଏହି ଦୁର୍ଘଟଣା ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story