ଗିରଫ ହେବେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ! ସମନ ପରେ ବି ହାଜର ହେଲେନି

ଲକ୍ଷ୍ନୌ: ଲଖିମପୁର ଖେରୀ ମାମଲାରେ ଗିରଫ ହୋଇପାରନ୍ତି କେନ୍ଦ୍ର ମନ୍ତ୍ରୀଙ୍କ ପୁଅ। ସମନ ପରେ ମଧ୍ୟ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇନାହାନ୍ତି ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା। ଆଜି କ୍ରାଇମବ୍ରାଞ୍ଚ ନିକଟରେ ହାଜର ପାଇଁ ତାଙ୍କୁ ସମନ ହୋଇଥିଲା। ସକାଳ ୧୦ ସୁଦ୍ଧା ତାଙ୍କୁ କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀଙ୍କ ଘର ବାହାରେ ଗତକାଲି ନୋଟିସ ମଧ୍ୟ ଲଗାଯାଇଥିଲା। କିନ୍ତୁ ଏସବୁ ସତ୍ତ୍ୱେ ସେ ଆଜି ହାଜର ହୋଇନାହାନ୍ତି। କୁହାଯାଉଛି ଯେ, […]

lakhimipur issue.1

lakhimipur issue.1

Madhupriya Mistry
  • Published: Friday, 08 October 2021
  • Updated: 08 October 2021, 11:57 AM IST

Sports

Latest News

ଲକ୍ଷ୍ନୌ: ଲଖିମପୁର ଖେରୀ ମାମଲାରେ ଗିରଫ ହୋଇପାରନ୍ତି କେନ୍ଦ୍ର ମନ୍ତ୍ରୀଙ୍କ ପୁଅ। ସମନ ପରେ ମଧ୍ୟ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇନାହାନ୍ତି ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା। ଆଜି କ୍ରାଇମବ୍ରାଞ୍ଚ ନିକଟରେ ହାଜର ପାଇଁ ତାଙ୍କୁ ସମନ ହୋଇଥିଲା। ସକାଳ ୧୦ ସୁଦ୍ଧା ତାଙ୍କୁ କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀଙ୍କ ଘର ବାହାରେ ଗତକାଲି ନୋଟିସ ମଧ୍ୟ ଲଗାଯାଇଥିଲା। କିନ୍ତୁ ଏସବୁ ସତ୍ତ୍ୱେ ସେ ଆଜି ହାଜର ହୋଇନାହାନ୍ତି।

କୁହାଯାଉଛି ଯେ, ଏଫ୍‌ଆଇଆର୍‌ରେ ଆଶିଷ ମିଶ୍ରଙ୍କ ନାଁ ମଧ୍ୟ ରହିଛି। ଲଖିମପୁର ଟିକୁନିଆ ଯେଉଁଠି ଗାଡି ମାଡିଯିବାରୁ ୪ କୃଷକଙ୍କ ମୃତ୍ୟୁ ହୋଇଥିଲା ସେହି ଘଟଣାରେ ଆଶିଷ ମୁଖ୍ୟ ଅଭିଯୁକ୍ତ ଅଛନ୍ତି। ଏ ନେଇ ଆଶିଷ ମିଶ୍ରାଙ୍କ ବିରୋଧରେ ହତ୍ୟା ମାମଲାରେ ରୁଜୁ ହୋଇଛି ।  ଆଶିଷ ମିଶ୍ରା ହେଉଛନ୍ତି କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ। ତେବେ ତାଙ୍କର କୌଣସି ଏଯାଏଁ ପତ୍ତା ମିଳୁନି।

ଉତ୍ତରପ୍ରଦେଶ ପୁଲିସ ଆଇଜି କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଖୋଜା ଚାଲିଛି। ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯିବ। ଏଥି ସହିତ ଖେରୀ ହିଂସା ଘଟଣାରେ ଆଶିଷ ମିଶ୍ରାଙ୍କ ୨ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ତାଙ୍କ ନାଁ ଆଶିଷ ପାଣ୍ଡେ ଏବଂ ଲବକୁଶ।

ଉଲ୍ଲେଖଯୋଗ୍ୟ ଯେ, ଲଖିମପୁରରେ ବିରୋଧ ପ୍ରଦର୍ଶନ ବେଳେ କୃଷକଙ୍କ ଉପରେ ଗାଡି ଚଢ଼ାଇ ଦିଆଯାଇଥିବା ମାମଲା ସାମ୍ନାକୁ ଆସିଥିଳା। ଏହି ଘଟଣାରେ ୪ ଜଣ ଚାଷୀଙ୍କ ସମେତ ମୋଟ୍ ୮ ଜଣଙ୍କର ମୃତ୍ୟୁ ଘଟିଛି। ଏହି ମାମଲାରେ ଦୁଇଣ ବିଜେପି କର୍ମୀ, ଜଣେ ଡ୍ରାଇଭର ଏବଂ ଜଣେ ସାମ୍ବାଦିକ ସାମିଲ ଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story