ବିମାନ ବନ୍ଦରରେ ଫସିଲେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ, ଠକି ଦେଇ ଖସି ଯାଉଥିଲେ !

ମୁମ୍ବାଇ: ମୁମ୍ବାଇ ବିମାନ ବନ୍ଦରରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ଅଟକ। ୨୦୦ କୋଟିର ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି।  ଦୁବାଇରେ ଏକ ସୋ ରେ ଯୋଗ ଦେବାକୁ ଆଜି ମୁମ୍ବାଇ ବିମାନ ବନ୍ଦରରେ ପହଁଚିଥିଲେ ଅଭିନେତ୍ରୀ ଜ୍ୟାକଲିନ୍ । ହେଲେ ଇମିଗ୍ରେସନ ଅଧିକାରୀ ତାଙ୍କୁ ଅଟକାଇଥିଲେ ।  ସେଠାରୁ ଜ୍ୟାକଲିନଙ୍କୁ ଦିଲ୍ଲୀ ନିଆଯାଇ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି । ୨ଶହ କୋଟି ଟଙ୍କାର […]

Jacqueline-

Jacqueline-

Tapas Behera
  • Published: Sunday, 05 December 2021
  • Updated: 05 December 2021, 09:31 PM IST

Sports

Latest News

ମୁମ୍ବାଇ: ମୁମ୍ବାଇ ବିମାନ ବନ୍ଦରରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ଅଟକ। ୨୦୦ କୋଟିର ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି।  ଦୁବାଇରେ ଏକ ସୋ ରେ ଯୋଗ ଦେବାକୁ ଆଜି ମୁମ୍ବାଇ ବିମାନ ବନ୍ଦରରେ ପହଁଚିଥିଲେ ଅଭିନେତ୍ରୀ ଜ୍ୟାକଲିନ୍ । ହେଲେ ଇମିଗ୍ରେସନ ଅଧିକାରୀ ତାଙ୍କୁ ଅଟକାଇଥିଲେ ।  ସେଠାରୁ ଜ୍ୟାକଲିନଙ୍କୁ ଦିଲ୍ଲୀ ନିଆଯାଇ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି ।

୨ଶହ କୋଟି ଟଙ୍କାର ଠକେଇ ମାମଲାରେ ସୁକେଶ ଚନ୍ଦ୍ରଶେଖର ଏବଂ ଅନ୍ୟମାନଙ୍କ ନାଁରେ ଇଡି ଦିଲ୍ଲୀ ହାଇକୋର୍ଟରେ ଚାର୍ଜସିଟ ଦାଖଲ କରିଛି ।ତିହାର ଜେଲରେ ଥାଇ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ୨ଶହ କୋଟି ଟଙ୍କା ଆଦାୟ କରିଥିବା ନେଇ ସୁକେଶଙ୍କ ନାଁରେ ଅଭିଯୋଗ ରହିଛି ।ଏହାପରେ ସୁକେଶଙ୍କ ଆକାଉଣ୍ଟରୁ ଜ୍ୟାକଲିନଙ୍କ ପାଖକୁ ଟଙ୍କା କାରବାର ହୋଇଥିବା ନେଇ ସୁରାକ ଇଡି ହାତରେ ମିଳିଛି।

ଏପରିକି ଜ୍ୟାକଲିନଙ୍କୁ ସୁକେଶ ୫୨ ଲକ୍ଷ ଟଙ୍କାର ଘୋଡା ଏବଂ ୯ ଲକ୍ଷ ଟଙ୍କାର ଏକ ବିଲେଇ ସମେତ ୧୦ କୋଟି ଟଙ୍କାର ଉପହାର ଦେଇଥିବା ଇଡି ଚାର୍ଜସିଟରେ ଦର୍ଶାଇଛି।  ମାମଲାରେ ଅଭିନେତ୍ରୀ ନୋରା ଫତେହିଙ୍କ ନାଁ ବି ରହିଛି  । ନୋରାଙ୍କୁ ସୁକେଶ ଦାମୀ କାର୍ ଦେଇଥିବା କହିଛି।  ମାମଲାରେ ଉଭୟ ନୋରା ଏବଂ ଜ୍ୟାକଲିନଙ୍କୁ ଡାକି ପଚରା ଉଚରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story