ଅଗ୍ନିପଥ ହିଂସା: ପୂର୍ବତନ ସୈନିକ ଗିରଫ

ହାଇଦ୍ରାବାଦ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଚାରିଆଡେ ବ୍ୟାପକ ହିଂସା ଜାରି ରହିଛି। ଏହାକୁ ଜୋରଦାର ବିରୋଧ କରିବା ସହ ଯୁବଗୋଷ୍ଠୀ ପୋଡା ଜଳା କରୁଛନ୍ତି। ସିକନ୍ଦ୍ରାବାଦ ରେଳ ଷ୍ଟେସନରେ ଏହି ଅଗ୍ନିପଥ ନିଯୁକ୍ତି ଯୋଜନାକୁ ନେଇ ଗତ ଶୁକ୍ରବାର ହିଂସାକାଣ୍ଡ ଘଟିଥିଲା। ଏହି ମାମଲାର ମାଷ୍ଟରମାଇଣ୍ଡକୁ ଏବେ ପୁଲିସ ଗିରଫ କରିଛି। ଏହି ହିଂସାକାଣ୍ଡ ପଛରେ ମାଷ୍ଟରମାଇଣ୍ଡ  ଅବୁଲା ସୁବା ରଓର ହାତ ରହିଥିବା ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ଜଣକ […]

Agnipath Violence

Agnipath Violence

Madhupriya Mistry
  • Published: Sunday, 19 June 2022
  • Updated: 19 June 2022, 11:38 AM IST

Sports

Latest News

ହାଇଦ୍ରାବାଦ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଚାରିଆଡେ ବ୍ୟାପକ ହିଂସା ଜାରି ରହିଛି। ଏହାକୁ ଜୋରଦାର ବିରୋଧ କରିବା ସହ ଯୁବଗୋଷ୍ଠୀ ପୋଡା ଜଳା କରୁଛନ୍ତି। ସିକନ୍ଦ୍ରାବାଦ ରେଳ ଷ୍ଟେସନରେ ଏହି ଅଗ୍ନିପଥ ନିଯୁକ୍ତି ଯୋଜନାକୁ ନେଇ ଗତ ଶୁକ୍ରବାର ହିଂସାକାଣ୍ଡ ଘଟିଥିଲା। ଏହି ମାମଲାର ମାଷ୍ଟରମାଇଣ୍ଡକୁ ଏବେ ପୁଲିସ ଗିରଫ କରିଛି। ଏହି ହିଂସାକାଣ୍ଡ ପଛରେ ମାଷ୍ଟରମାଇଣ୍ଡ  ଅବୁଲା ସୁବା ରଓର ହାତ ରହିଥିବା ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ଜଣକ ପୂର୍ବତନ ସୈନିକ ବୋଲି ଜଣାପଡିଛି।

ଶୁକ୍ରବାର ବିକ୍ଷୋଭକାରୀମାନେ ସିକନ୍ଦ୍ରବାଦ ରେଳ ଷ୍ଟେସନରେ ଅନେକ ଟ୍ରେନ ଜାଳି ଦେଇଥିଲେ। ଏହାପରେ ଭିଡ ଦୂର କରିବା ପାଇଁ ପୁଲିସ ଗୁଳିମାଡ କରିଥିଲେ। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ପୁଲିସ କହିବା ମୁତାବକ, ଅବୁଲା ସୁବା ରାଓ ଜନତାଙ୍କୁ ଏକତ୍ରିତ କରିବା ପାଇଁ ହ୍ୱାଟସ୍‌ଆପ୍‌ରେ ଏକ ଗ୍ରୁପ ତିଆରି କରି ସିକନ୍ଦ୍ରାବାଦରେ ହିଂସା ଘଟାଇବା ସହ ଭଙ୍ଗାରୁଜା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଅବୁଲା ସୁବା ରାଓ ଆନ୍ଧ୍ରପ୍ରଦେଶର ପ୍ରକାଶ ଜିଲ୍ଲାର ବାସିନ୍ଦା। ଗତ କିଛି ବର୍ଷ ଧରି ସେନାରେ ଭର୍ତ୍ତି ହେବା ଲାଗି ଆଶାୟୀମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଏକାଡେମୀ ଚଳାଉଛନ୍ତି, ଯାହାର ନରସାରାଓପେଟ, ହାଇଦ୍ରାବାଦ ଏବଂ ଅନ୍ୟ ସାତୋଟି ସ୍ଥାନରେ ଶାଖା ଅଛି। ପୁଲିସ ଶନିବାର ରାଓଙ୍କୁ ପଚରାଉଚରା ପାଇଁ ଗିରଫ କରିଥିଲା।

ହିଂସାତ୍ମକ ପ୍ରଦର୍ଶନରେ ୱାରଙ୍ଗାଲର ୧୯ ବର୍ଷୀୟ ରାଜେଶଙ୍କର ମୃତ୍ୟୁ ହୋଇଥିଲା। ଏକ ଡଜନରୁ ଅଧିକ ଆହତ ହୋଇଥିଲେ। ଶୁକ୍ରବାର ଦିନ ହଜାର ହଜାର ବିକ୍ଷୋଭକାରୀ ରେଳ ଷ୍ଟେସନରେ ଏକାଠି ହୋଇ ତିନିଟି ଯାତ୍ରୀବାହୀ ଟ୍ରେନ୍ ଉପରେ ଆକ୍ରମଣ କରିଥିବା ବେଳେ ଏହି ଘଟଣା ଘଟିଥିଲା। ଏହି ସମୟରେ ବିକ୍ଷୋଭକାରୀମାନେ ଟ୍ରେନ୍ କୋଚ୍ ପୋଡି ଦେଇଥିଲେ। ଏହି ମାମଲାରେ ପୁଲିସ ଅନେକ ଲୋକଙ୍କୁ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story