କ୍ରାଶ ହେଲା ବାୟୁସେନାର ଯୁଦ୍ଧ ବିମାନ

ବାରମେର: ରାଜସ୍ଥାନର ବାରମେର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଭାରତୀୟ ବାୟୁସେନାର ମିଗ୍‌-୨୧ ଯୁଦ୍ଧ ବିମାନ। ଆଜି ସନ୍ଧ୍ୟାରେ ବିମାନଟି ରୁଟିନ କାମ ପାଇଁ ଉଡ଼ାଣ ଭରିଥିବା ବେଳେ ଏପରି ଘଟଣା ଘଟିଛି। କ୍ରାଶ ବେଳେ ବିମାନରେ ଦୁଇ ଜଣ ପାଇଲଟ ଥିଲେ। ହେଲେ ଏବେ ସେମାନେ କେଉଁଠି ଓ ଉଭୟଙ୍କ ଅବସ୍ଥା କେମିତି ଅଛି, ସେକଥା ଜଣାପଡ଼ିନି। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବିମାନଟି ସଂପୂର୍ଣ୍ଣ ଜଳି ଯାଇଛି। ବାରମେର ଜିଲ୍ଲାର ଭୀମଡା ଗାଁ ଠାରୁ […]

crash

crash

Hemant Lenka
  • Published: Thursday, 28 July 2022
  • Updated: 28 July 2022, 10:14 PM IST

Sports

Latest News

ବାରମେର: ରାଜସ୍ଥାନର ବାରମେର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଭାରତୀୟ ବାୟୁସେନାର ମିଗ୍‌-୨୧ ଯୁଦ୍ଧ ବିମାନ। ଆଜି ସନ୍ଧ୍ୟାରେ ବିମାନଟି ରୁଟିନ କାମ ପାଇଁ ଉଡ଼ାଣ ଭରିଥିବା ବେଳେ ଏପରି ଘଟଣା ଘଟିଛି। କ୍ରାଶ ବେଳେ ବିମାନରେ ଦୁଇ ଜଣ ପାଇଲଟ ଥିଲେ। ହେଲେ ଏବେ ସେମାନେ କେଉଁଠି ଓ ଉଭୟଙ୍କ ଅବସ୍ଥା କେମିତି ଅଛି, ସେକଥା ଜଣାପଡ଼ିନି।

ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବିମାନଟି ସଂପୂର୍ଣ୍ଣ ଜଳି ଯାଇଛି। ବାରମେର ଜିଲ୍ଲାର ଭୀମଡା ଗାଁ ଠାରୁ ପ୍ରାୟ ଅଧ କିମି ଦୂର ଧରି ବିମାନଟିର ଯନ୍ତ୍ରାଂଶ ଗୁଡ଼ିକ ଖଣ୍ଡ ଖଣ୍ଡ ଅବସ୍ଥାରେ ପଡ଼ି ରହିଛି। ଖବର ପାଇ ଜିଲ୍ଲାପାଳ, ଏସ୍‌ପି ଓ ବାୟୁସେନାର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗି ଯାଇଥିବାରୁ ଦମକଳ ବାହିନୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଏହାକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା। ହେଲେ ସେତେବେଳେକୁ ବିମାନଟିର ଅଧାରୁ ଅଧିକ ଅଂଶ ଜଳି ସାରିଥିଲା। ତେବେ କେଉଁ ପରିସ୍ଥିତରେ ଏପରି ଘଟଣା ଘଟିଲା, ସେକଥା ଜଣାପଡ଼ିନି। ବାୟୁସେନା ପକ୍ଷରୁ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story