ଦିଲ୍ଲୀ-ମସ୍କୋ ବିମାନ ସେବା ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଦିଲ୍ଲୀ-ମସ୍କୋ ବିମାନ ସେବାକୁ ହଠାତ୍‌ ବାତିଲ କରିଦେଇଛି ଏୟାର ଇଣ୍ଡିଆ। ରୁଷ ଓ ୟୁକ୍ରେନ ଯୁଦ୍ଧ ଚରମ ସୀମାରେ ପହଞ୍ଚି ଥିବା ବେଳେ ବିମାନ ଯାତ୍ରା ପ୍ରତି ବିପଦ ରହିଥିବା ଆଶଙ୍କା କରିଛି ଏୟାର ଇଣ୍ଡିଆ। ଏଥିପାଇଁ ବିମାନ ଉଡ଼ାଣକୁ ବାତିଲ କରାଯାଇଥିବା ଜଣାପଡ଼ିଛି। ଯେଉଁ ଯାତ୍ରୀମାନେ ଏହି ବିମାନରେ ଯାତ୍ରା କରିବାକୁ ଟିକେଟ ବୁକିଂ କରି ସାରିଥିଲେ, ସେମାନଙ୍କୁ କମ୍ପାନୀ ପକ୍ଷରୁ ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ। ନ୍ୟୁଜ ଏଜେନ୍ସି ଟାସ୍‌ ରୁଷ ଦୂତାବାସ […]

airIndia

airIndia

Hemant Lenka
  • Published: Thursday, 07 April 2022
  • Updated: 07 April 2022, 02:03 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ-ମସ୍କୋ ବିମାନ ସେବାକୁ ହଠାତ୍‌ ବାତିଲ କରିଦେଇଛି ଏୟାର ଇଣ୍ଡିଆ। ରୁଷ ଓ ୟୁକ୍ରେନ ଯୁଦ୍ଧ ଚରମ ସୀମାରେ ପହଞ୍ଚି ଥିବା ବେଳେ ବିମାନ ଯାତ୍ରା ପ୍ରତି ବିପଦ ରହିଥିବା ଆଶଙ୍କା କରିଛି ଏୟାର ଇଣ୍ଡିଆ। ଏଥିପାଇଁ ବିମାନ ଉଡ଼ାଣକୁ ବାତିଲ କରାଯାଇଥିବା ଜଣାପଡ଼ିଛି। ଯେଉଁ ଯାତ୍ରୀମାନେ ଏହି ବିମାନରେ ଯାତ୍ରା କରିବାକୁ ଟିକେଟ ବୁକିଂ କରି ସାରିଥିଲେ, ସେମାନଙ୍କୁ କମ୍ପାନୀ ପକ୍ଷରୁ ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ।

ନ୍ୟୁଜ ଏଜେନ୍ସି ଟାସ୍‌ ରୁଷ ଦୂତାବାସ ପକ୍ଷରୁ ତଥ୍ୟ ସଂଗ୍ରହ କରି ଏପରି ରିପୋର୍ଟ ପ୍ରକାଶ କରିଛି। ରୁଷ ଦୂତାବାସ କହିଛି ଯେ “ପ୍ରିୟର ନାଗରିକ, ଆମେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି ଯେ ଭାରତୀୟ ଏୟାର ଲାଇନ ଏୟାର ଇଣ୍ଡିଆ ଦିଲ୍ଲୀ-ମସ୍କୋ-ଦିଲ୍ଲୀ ବିମାନ ସେବା ପାଇଁ ଟିକେଟ ବିକ୍ରି କରିବା ବନ୍ଦ କରିଛି।

ବର୍ତ୍ତମାନ ସ୍ଥିତିରେ ରୁଷକୁ ଉଡ଼ାଣ କେବେ ଆରମ୍ଭ ହେବ, ସେକଥା କୁହାଯାଇ ପାରିବ ନାହିଁ। ଏୟାର ଇଣ୍ଡିଆର ନିୟମ ଅନୁଯାୟୀ, ଯାତ୍ରୀମାନଙ୍କୁ ସେମାନଙ୍କ ଟିକେଟ ଟଙ୍କା ଫେରସ୍ତ କରାଯିବ। ତେଣୁ କେହି ବ୍ୟସ୍ତ ହୁଅନ୍ତୁ ନାହିଁ।”

ଏହି ଘୋଷଣା ପୂର୍ବରୁ ଏୟାର ଇଣ୍ଡିଆ ପକ୍ଷରୁ ଭାରତ ଓ ରୁଷ ମଧ୍ୟରେ ଦୁଇଟି ବିମାନ ଚାଲୁଥିଲା। ଯଦି ଆଗକୁ କୌଣସି ପ୍ରକାରର ଅପ୍ରୀତିକର ସ୍ଥିତି ନ ଉପୁଜିବ, ତା’ହେଲେ ଏୟାର ଇଣ୍ଡିଆ ରବିବାର ତା’ର ଦ୍ୱିତୀୟ ବିମାନ ସେବା ଆରମ୍ଭ କରିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story